pakka

୩୦୦ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଚାଇନା ଭିଜା

bbehera

ନୂଆଦିଲ୍ଲୀ : ଦୁଇବର୍ଷରୁ ଅଧିକ କୋଭିଡ୍‌ କଟକଣା ପରେ ଭାରତୀୟ ଛାତ୍ରଛାତ୍ରୀ ଚାଇନାରେ ପୁଣିଥରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି । ୧,୩୦୦ରୁ ଅଦିକ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଚାଇନା ଫେରିବା ଲାଗି ଭିଜା ମିଳିଛି । ୨୦୨୦ ଆରମ୍ଭରେ ବେଜିଂ ବିମାନ ଚଳାଚଳ ଉପରେ କଟକଣା ଲଗାଇବାରୁ ପିଲାମାନେ ଭାରତରେ ଅଟକି ରହିଥିଲେ ।

ଚାଇନାର ଏସିଆ ବ୍ୟାପାର ବିଭାଗ ମହାନିର୍ଦ୍ଦେଶକ ଲିଉ ଜିନ୍‌ସଙ୍ଗ ଭାରତୀୟ ରାଷ୍ଟ୍ରଦୂତ ପ୍ରଦୀପ ରାଓ୍ବତଙ୍କୁ ଭେଟି ଏହା ଜଣାଇଛନ୍ତି । ୧,୩୦୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଏବଂ ୩୦୦ ବ୍ୟବସାୟୀଙ୍କୁ ବେଜିଂ ଯିବା ଲାଗି ଭିଜା ମିଳିଥିବା ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ।

jay balangir
Leave A Reply

Your email address will not be published.

nine − 1 =