୧୯୬ ଯୋଡା ‘ଫେଷ୍ଟିଭାଲ୍ ସ୍ପେଶାଲ’ ରେଳ ସେବାକୁ ମନ୍ତ୍ରଣାଳୟର ଅନୁମୋଦନ

• ଅକ୍ଟୋବର ୨୦ ରୁ ନଭେମ୍ବର ୩୦, ୨୦୨୦ ମଧ୍ୟରେ ଚାଲିବ ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ
• ଫେଷ୍ଟିଭାଲ ସ୍ପେଶାଲ ସେବାଗୁଡିକର ଭଡା ସ୍ୱତନ୍ତ୍ର ଟ୍ରେନ ପାଇଁ ଉଦ୍ଦିଷ୍ଟ ଭଡା ଆଧାରରେ ହେବ

ନୂଆଦିଲ୍ଲୀ, (ପିଆଇବି) : ପାର୍ବଣ ସମୟର ଭିଡ ହ୍ରାସ କରିବା ଲାଗି ରେଳ ମନ୍ତ୍ରଣାଳୟ ୨୦ ଅକ୍ଟୋବର ରୁ ୩୦ ନଭେମ୍ବର ୨୦୨୦ ମଧ୍ୟରେ ଅଧିକ ରେଳ ସେବା ଯୋଗାଇଦେବା ଲାଗି ୧୯୬ ଯୋଡା (୩୯୨ ଟ୍ରେନ) ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ ଚଳାଚଳକୁ ମଞ୍ଜୁର କରିଛି । ଏହି ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ ପାଇଁ ଯାତ୍ରୀ ଭଡା ସ୍ଵତନ୍ତ୍ର ଟ୍ରେନ ପାଇଁ ଉଦ୍ଦିଷ୍ଟ ଭଡା ଆଧାରରେ ହେବ ।
ଜୋନାଲ ରେଳବାଇ ସେଗୁଡିକର କାର୍ୟ୍ୟସୂଚୀକୁ ଆଗୁଆ ସୂଚିତ କରିବେ ।

Leave A Reply

Your email address will not be published.