ବଢିଲା ସେବି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ, (କେପିଏନ୍ଏସ୍) : କେନ୍ଦ୍ର ସରକାର ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଅଧ୍ୟକ୍ଷ ଅଜୟ ତ୍ୟାଗିଙ୍କ କାର୍ଯ୍ୟକାଳକୁ ୨୦୨୨ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଅବଧିକୁ ଆଉ ୧୮ ମାସ ବଢାଇ ଦିଆଯାଇ ଥିବା ବେଳେ ତାଙ୍କର କାର୍ଯ୍ୟକାଳକୁ ଚଳିତ ବର୍ଷ ଫେବୃଆରୀରେ ୬ ମାସ ବୃଦ୍ଧି କରିଛନ୍ତି ।

Leave A Reply

Your email address will not be published.