ବଜାରକୁ ଆସିଲା ନୂଆ ଏସ୍ କ୍ରସ୍ ପେଟ୍ରୋଲ୍

ନୂଆଦିଲ୍ଲୀ, (କେପିଏନ୍ଏସ୍) : ଏସ୍-କ୍ରସ୍ ପେଟ୍ରୋଲ୍ ୨୦୨୦ କୁ ମାରୁତି ସୁଜୁକି ପକ୍ଷରୁ ଉନ୍ମୋଚନ କରାଯାଇଛି । ୮ ଲକ୍ଷ ୩୯ ହଜାର ଟଙ୍କାରୁ ଆରମ୍ଭ ହୋଇ ଟପ୍ ମଡେଲ୍ ର ଦାମ ୧୨ ଲକ୍ଷ ୩୯ ହଜାର ଟଙ୍କା ହୋଇଛି ଏକ୍ସ ସୋ’ରୁମ୍ ରେ । ଏହି ନୂଆ ଭର୍ସନରେ ୧.୫ ଲିଟରର କେ-ସିରିଜ୍ ପେଟ୍ରୋଲ୍ ଇଂଜିନ୍ ଓ ୭ ଇଂଚ୍ ର ଟଚ୍ ସ୍କ୍ରିନ୍ ଇନ୍ଫୋଟେନ୍ମେଣ୍ଟ୍ ସିଷ୍ଟମ୍ ର ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.