pakka

ପ୍ରଧାନମନ୍ତ୍ରୀଙ୍କ ନବରାତ୍ରି ଶୁଭେଚ୍ଛା

bbehera

ନୂଆଦିଲ୍ଲୀ : ଆଜି ଠାରୁ ଆରମ୍ଭ ହୋଇଛି ମା’ଙ୍କ ନବଦିନାତ୍ମକ ଦୁର୍ଗାପୂଜା । ଏହି ଅବସରରେ ସମଗ୍ର ଦେଶବାସୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଇଂଷ୍ଟାଗ୍ରାମ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.

twelve − nine =