ଚୀନକୁ କଡ଼ା ଜବାବ୍ ଦେଲା ଭାରତ

ଲଦାଖ୍, (କେପିଏନ୍ଏସ୍) : ଉତ୍ତର ଲଦାଖ୍ ଏଲ୍ଓସିରେ ଦୁଇ ପଡୋଶୀ ଦେଶ ଭାରତ ଓ ଚୀନ୍ ଭିତରେ ବିବାଦ ସରି ନଥିବା ବେଳେ ପୁଣି ଲଦାଖ୍ରେ ପୁରୁଣା କଥାକୁ ନେଇ ଚୀନ୍ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ୧୭ ହଜାର ଜବାନ୍ ମୁତୟନ କରିଛି । ଭାରତ ମଧ୍ୟ ସେନା ସହ ହେଭି ଟ୍ୟାଙ୍କ ପଠାଇ କଡା ଜବାବ୍ ଦେଇଛି । ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ସୁଧୁରିବ ବିଶ୍ୱାସଘାତକ ଚୀନ୍ ।

Leave A Reply

Your email address will not be published.