Browsing Category

ସାହିତ୍ୟ

କବିତା : ଯୁଦ୍ଧସ୍ରାବା

ଏଲି ମହାନ୍ତି ଯେତେବେଳେ ଏକୁଟିଆ ସ୍ତ୍ରୀ ଲୋକକୈାଣସି ଉଚ୍ଚ ପର୍ବତର ପାଦଦେଶରେ ଛିଡାହୁଏଲୋକେ ତାକୁ ଅନ୍ୟ ଅନେକ ପାହାଡର କାହାଣୀ ଶୁଣାନ୍ତି ଏକୁଟିଆ ସ୍ତ୍ରୀ ଲୋକପର୍ବତ ଚଢିବାକୁ ଆରମ୍ଭ କରେଲୋକେ ତାକୁ କହନ୍ତି ପାହାଡିଆ ରାସ୍ତାକଥାଜ୍ୟୋତ୍ସ୍ନା ସରୋବର ଓ ପଦ୍ମଫୁଲର ରାତି କଥା
Read More...

କବିତା : ପ୍ରେମ ଗୀତ

ଜ୍ୟୋସ୍ନା ରାଣୀ ଭୋଇ (କିଟି) ଲେଖିବି ବୋଲି ମୁଁ ପ୍ରେମର ଗୀତ ଟେଲେଖି ପାରିଲିନି କେବେନାଲି ରଙ୍ଗ ଯେତେ ମାଖେ କୃଷ୍ଣଚୂଡାଋତୁ ଚକ୍ର ଭାବ ଗର୍ଭେ । ପଳାଶ ଶିମୁଳି ରଙ୍ଗ ନକହିଲେରଙ୍ଗ ହୀନ ହେବି ସତେନାଲି ରଙ୍ଗ ତା'ର ନୀଳ ବଉଦରେମନ ଲାଖି ଯାଏ ଯେତେ । ଥିରି ଥିରି ବାଆ ବଉଳ ପବନଆମ
Read More...

କବିତା : ସହିବା ଲୋକ ହିଁ ଜାଣେ

ସବିତା ଭୋଇ ଆପଣା ଲୋକକୁ ହରାଇବା ଦୁଃଖଅନୁଭବି ସିନା ବୁଝେହୃଦୟ ଦରଦ ଦହି ଚାଲିଥାଏଅବୁଝା ଲୁହରେ ଭିଜେ ,ସମୟ ଚକରେ ଯୁଝେ । ଯହିଁ ଆଖି ପଡେ ଅଭୁଲା ଚେହେରାନାଚି ଯାଏ ଆଖି କୋଣେଆଖେପାଖେ ସର୍ବେ ତଥାପି ଖୋଜଇଝଲସେ ସ୍ମୃତିରେ ଜଣେ,ଗୁଣିହୁଏ ତା'ର ଗୁଣେ । ଅଫେରା ରାଇଜେ ପାଦ ଯା'ର
Read More...

ସାଆନ୍ତ

ଗଜାନନ ମିଶ୍ର -୧-କାଟିଦେଲୁ କାଏଁଯେକଲାଖଡିର ଗାର୍ !ବିନ୍‌ ମୁହେଁ ଠାଡ୍ ହେଲୁଟୁଡେଁ ଟୁଡେଁ କହେବାର୍‌ଟାପାସରିଦେଲୁ ଦୁଇଦୁନେ ଚାଏର୍। ମେଟେଇ ଦେଇକରି ଭିତରର୍ରଗ୍ ରଗ୍ ଜୁଏ ରହିଗଲୁ ଲୁକନିଆଁ ।ଇ ଫାଲ୍ ସେଫାଲ୍ କରିଦେଲୁଇଥିତାହିଁଁ ଗୁଟା ସମିଆଁକିଁଂଦ୍ରେଇ କିଁଂଦ୍ରେଇ ଆରୁଡେଗିଗଲୁ
Read More...

କବିତା : ଅପରାହ୍ନ

ରାମକୃଷ୍ଣ ବର୍ଷା, ଶୀତ, ବସନ୍ତଆତିଥ୍ୟର ଉଲ୍ଲାସ ଦେଇ ଫେରିଗଲେଜଣକ ପରେ ଜଣେଜନ୍ମ ବ୍ରତ ବିବାହର ମହୋତ୍ସବରେଉଠିଲା ପଡିଲା ଘରସବାଶେଷରେ ଆସିଛି ଗ୍ରୀଷ୍ମଅପରାହ୍ନରେ ଛିଡା ହୋଇଛି ବୟସ ପବନ ଉଡାଇନେଲାଦାଣ୍ଡ ଦୁଆରେ ପଡିଥିବା ଝୋଟିର ମୁରୁଜପକ୍ଷୀଂକ ସଂଗୀତ ଆସରରେ ନାହିଁସକାଳର
Read More...

କବିତା : ପାପଜ

ପିନାକୀ ମିଶ୍ର କୋଉଠି କେମିତି ଅଛୁମୋ ରକ୍ତାଂଶୀ ଧନରେ ! ଶ୍ରଦ୍ଧାର କୋଳରେନା' ଅବାଞ୍ଛିତ ଅବର୍ଣ୍ଣରୂପରେ ଦୟାଯୁକ୍ତ ଯତନରେନା' ଘୃଣିତ ଚକ୍ଷୁର ଅସନାରେ !! ଟିକେ ତ ହେଲେ ଦିଶୁଥିବୁ ମୋ ପରିନତୁବା ନାକ ଓଠ ଆଖି ତୋ ମାଆ ପରି ତୋତେ ଆଣିଲିମୋ ଅବାଧ୍ୟ ଉନ୍ମାଦ ରତିଭୋଗରୁ ,ତୁ
Read More...

ପ୍ରେମ

ବବିତା ମହାପାତ୍ର ଗୁଡ଼ାଏ ଦିନ ପରେ ପୁଅକୁ ଚୁପ ଥିବାର ଦେଖି ମିନର୍ଭା କିଛି ଅନୁମାନ କଲେ । କାରଣ ଜାଣିବାକୁ ଚାହିଁବାରେ ପୁଅର ଭାବି ପତ୍ନୀ ବାହାଘରକୁ ନା' କହିଥିବା ଶୁଣି ଆଶ୍ଚର୍ଯ୍ୟ ହେଲେ । ଦିନ କେଇଟାରେ ତ' ନିର୍ବନ୍ଧ ହେବାର ଥିଲା । କଣ ଏମିତି ହେଲା !! ଅୟସୀ, ପୁଅର
Read More...

କବିତା : ଦୁସ୍‌ରା କେନ୍ ନରକ୍

ସାବିତ୍ରୀ ପୁରୋହିତ ଦୁସ୍‌ରା କେନ୍ ନରକ୍ମରନ୍ ଉତ୍‌ରୁଦୁସ୍‌ରା କେନ୍ ନରକ୍ ଅଏତ୍‌କାକଲା କରମର୍ ଫଲ୍ ଭୁଗ୍‌ତିର୍ ଲାଗି । ଇନେ ତ କଲ୍ ବଲ୍ଡହକ୍ ବିକଲ୍…ଅଠିପହର୍ତତଲା ଲୁହାର୍ ଚେଁକାନ୍ଦିହିଁ ନୁଁ ମନ୍ ତକ୍…ମନ୍ ନୁଁ ଆତ୍ମା ତକ୍ । ସମିଆଁର୍ କର୍‌ହେଇ ଥିତେଲ୍ ଫୁଟୁଛେ ଟକୋମକୋଭାଜି
Read More...

ଅସ୍ୱସ୍ତି

ବବିତା ମହାପାତ୍ର କୋଉଠୁ ମିଳିବ ସେ ଆକାଶ ଭଳିସାଦା କାଗଜଯାହା ପିଠିରେ ଲେଖାଥିବବାସ ସ୍ଥାନର ଠିକଣା ?କେଉଁଠୁ ଅବା ଯୋଗାଡିହେବଅମଣିଷଙ୍କ ଭିଡ଼ ଭିତରୁସେ ମଣିଷମାନଙ୍କୁ ଯେଉଁମାନେଚିହ୍ନନ୍ତି ବୋଲି ସ୍ୱୀକୃତି ଦେବେ ? ଛାତି ଭିତରୁ ନାକପୁଡା ଦେଇବାହାରି ପଡୁଥିବା ସଜଳ ଆତ୍ମୀୟତାହୁଏତ
Read More...

କବିତା : ପାଗଳୀର ନାନାବାୟା ଦିନ

ପ୍ରଣତି ବେହେରା ମୁଁ ରୋଷେଇରେ ବ୍ୟସ୍ତ ଥାଏପୁଅ ଆସେ'କ'ଣ ରାନ୍ଧୁଚୁ ମାଁ…'କହି ଆପେଟ ଶୋଷାଡି ନିଏବାସ୍ନାକୁ…ମୁଁ ଖୁସି ହେଇଯାଏକିଛି ସମୟ ପରେ ଦେଖେଥାକରେ ଥିବା ମୋ ସେଲ୍ ଫୋନଟିତା' ଜାଗାରେ ନ ଥାଏଥରେ ନୁହେଁ, ସବୁଥର ଏମିତି ହିଁ ହୁଏଅଥଚସଚେତନ ହେବାବେଳକୁମୁଁ ବୋକା ହେଇସାରିଥାଏ ।
Read More...
error: Content is protected !!