Browsing Category

ଓଡିଶା

କଂଗ୍ରେସ ବିଜେଡ଼ି ମୁହାଁମୁହିଁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିକ୍ଷୋଭ ବିରୋଧରେ ବିକ୍ଷୋଭ କଂଗ୍ରେସ ବିଜେଡ଼ି ମୁହାଁମୁହିଁ । ଜଳାଶୟ ପଙ୍କ ଉଦ୍ଧାର ଦୁର୍ନୀତି ହୋଇଥିବା ଅଭିିଯୋଗରେ ଆଜି କଂଗ୍ରେସ ଦଳ ସ୍ଥାନୀୟ ନରସିଂ ବନ୍ଧ ଓ କରଙ୍ଗାକଟା ବନ୍ଧ ଆଡ଼ିରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲା । ଠିକ୍‌ ସେତିକି ବେଳେ ବିଜେଡ଼ି
Read More...

ବୁଡ଼ାମାଲରେ ଏକଦିବସୀୟ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁଡ଼ାମାଲ ସ୍ଥିତ ରାଜେଶ ଖେଳପଡ଼ିଆ ଠାରେ ଏକ ଭବ୍ୟ ଏକଦିବସୀୟ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ବୁଡ଼ାମାଳର ଜଣେ ପ୍ରତିବଦ୍ଧ କ୍ରୀଡ଼ାପ୍ରେମୀ ଭାବେ ପରିଚିତ ରାଜେଶ ପଟେଲଙ୍କ ଅବଦାନକୁ ଅତିଥି ଗଣ, ଖେଳାଳୀ
Read More...

ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାକୁ ପ୍ରକୃତି ମିତ୍ର ଓ ଆନନ୍ଦ ବଡ଼ପଣ୍ଡାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ବଲାଙ୍ଗିର ବନଖଣ୍ଡ ସମ୍ମିଳନୀ କକ୍ଷରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଥିଲା । ବଲାଙ୍ଗିର ବନଖଣ୍ଡ ଓ ଆଞ୍ଚଳିକ କାର୍ଯ୍ୟାଳୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା ବଲାଙ୍ଗିର
Read More...

ଯୁବ ସମାଜସେବୀ ମୁକେଶଙ୍କ ସାଇକେଲ ଯାତ୍ରା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବିଶ୍ୱ ପରିବେଶ ଓ ସାଇକେଲ ଦିବସ ଅବସରରେ ଯୁବ ସମାଜସେବୀଙ୍କ ସାଇକେଲ ଯାତ୍ରା ଏକ ଉଦାହରଣ ସାଜିଛି । ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଁଲ ଗ୍ରାମ ପଞ୍ଚାୟତର ଦାବ୍ରୀ ଗ୍ରାମର ମୁକେଶ ମହାନନ୍ଦ ସାଇକେଲ ଧରି ପବିତ୍ର ଶୈବପୀଠ ହରିଶଙ୍କର ଅଭିମୁଖେ ଯାତ୍ରା ଆରମ୍ଭ
Read More...

ବାଲିଗୁଡା ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ ପୁଳାପୁଳା ସମ୍ପତ୍ତି ଠାବ କଲା ଭିଜିଲାନ୍ସ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଭିଜିଲାନ୍ସ ଜାଲରେ ବାଲିଗୁଡା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା । ଆୟବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଶନିବାର ସକାଳୁ ସକାଳୁ ଏକକାଳୀନ ଚଢ଼ାଉ ଆରମ୍ଭ କରାଯାଇଛି ।
Read More...

ମୋହନଗିରି ଗ୍ରାମପଞ୍ଚାୟତ ଠାରେ ବିଶ୍ୱ ପରିବେଶ ଦିବସ ମହାସମାରୋହର ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୋହନଗିରି ଗ୍ରାମପଞ୍ଚାୟତ ଠାରେ ବିଶ୍ୱ ପରିବେଶ ଦିବସ ମହାସମାରୋହର ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ସୁରେନ୍ଦ୍ର ଧରୁଆ ସରପଞ୍ଚ, ମୋହନଗିରି ମୁଖ୍ୟ ବକ୍ତା ବିଶ୍ୱଜିତ ଠାକୁର ବନପାଳ, ମୋହନଗିରି ମୁଖ୍ୟ ବକ୍ତା ସମ୍ମାନିତ ଅତିଥି ପ୍ରକୃତି ମିତ୍ର
Read More...

ଟାଙ୍ଗିଆ ଆକ୍ରମଣରେ ଯୁବତୀ ଗୁରୁତର, ଅଭିଯୁକ୍ତ ଫେରାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ସ୍ଥିତ କଲୋନୀପଡାରେ ଶୁକ୍ରବାର ସନ୍ଧ୍ୟାବେଳେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ଜଣେ ଯୁବତୀଙ୍କ ଉପରେ ଟାଙ୍ଗିଆରେ
Read More...

ମା’ ରାମାୟାଣାମ୍ମା ଦେବୀଙ୍କ ଶେଷ ବିଦାୟୀ ରଜନୀରେ ଅନେକଙ୍କ ନୟନରେ ଭରି ଯାଇଥିଲା ଅଶ୍ରୁ, ଶ୍ରଦ୍ଧା ଓ ଭକ୍ତି…

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ପାରମ୍ପରିକ ଛତ୍ରପୁର ଠାକୁରାଣୀ ଯାତ୍ରାର ଶେଷ ବିଦାୟୀ ରଜନୀରେ ଅନେକଙ୍କ ଅଶ୍ରୁଳ ନୟନରେ ଭରିଥିଲା, ମା' ରାମାୟାଣାମ୍ମା ଦେବୀଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ଭାବାବେଗର ଦୃଶ୍ୟ ଏକ ନିଆରା ଅନୁଭୂତି । ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା'
Read More...

ପ୍ରତିଭା କଳା କେନ୍ଦ୍ର ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ସ୍ଥିତ ସେକ୍ଟର -୧ ଠାରେ ପ୍ରତିଭା କଳା କେନ୍ଦ୍ର ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଥିଲା । ଏହି ସଂସ୍ଥା ୨୦୦୪ ମସିହାରୁ ଆରମ୍ଭ ହୋଇ, ଅନେକ ଝଡଝଞ୍ଜାର ସମ୍ମୁଖୀନ ହୋଇ, ଅନୁଷ୍ଠାନଟି ୫୦ରୁ ଅଧିକ ଶିକ୍ଷାର୍ଥୀଙ୍କୁ ନେଇ, ପ୍ରତ୍ୟେକ
Read More...

ହାଇଡ୍ରୋଜେନ୍ ଟ୍ରେନ୍ ଓ ଅତ୍ୟାଧୁନିକ ରକ୍ଷଣାବେକ୍ଷଣ ସୁବିଧାର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ

ଶକୁରବସ୍ତି ଡିପୋରେ ହାଇଡ୍ରୋଜେନ୍ ଟ୍ରେନ୍ ଯାଞ୍ଚ କଲେ ରେଳ ମନ୍ତ୍ରୀବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ସଂକଳ୍ପ; ଶତପ୍ରତିଶତ ବିଦ୍ୟୁତୀକରଣ ଦିଗରେ ରେଳବାଇର ଦ୍ରୁତ ଅଗ୍ରଗତି ନୂଆଦିଲ୍ଲୀ, (ପିଆଇବି) : ରେଳ, ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା
Read More...