Browsing Category
ଓଡିଶା
ଘରେ ପଶି ଚୋରି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ଟିଟିଲାଗଡ ପୋଲିସ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗୁରୁବାର ରାତିରେ ଅଜନ୍ତା ଫର୍ନିଚର୍ ଦୋକାନ ତଥା ଗୋଦାମ ଘର ଭିତରକୁ ପଶି ଜଣେ ଦୁବୃର୍ତ୍ତ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ଦୋକାନ ମାଲିକ ଗୋପାଳ ଜୈନଙ୍କ ପୁଅ ସେହି ଅଜଣା ବ୍ୟକ୍ତିଙ୍କୁ ଧରିବା ସହ ପାଟି କରିଥିଲେ । ପାଟି ଶୁଣି ପରିବାର ଲୋକେ!-->…
Read More...
Read More...
ବିଏସଏଫ୍ର ଲଙ୍କାମୁରା ସୀମା ଆଉଟପୋଷ୍ଟ ପରିଦର୍ଶନ କରି ଯବାନଙ୍କ ମନୋବଳ ବଢ଼ାଇଲେ ଅମିତ ଶାହ
‘ରାଷ୍ଟ୍ର ପ୍ରଥମେ’ ଆଦର୍ଶର ପ୍ରେରଣାପୁରୁଷ ଶ୍ରଦ୍ଧେୟ ‘ଗୁରୁଜୀ’ଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣବିଶ୍ବ ପରିବେଶ ଦିବସରେ ଅଗରତାଲାରେ ‘ଅଗର’ ଚାରା ରୋପଣ କରି ସବୁଜ ଭାରତର ବାର୍ତ୍ତା ଦେଲେ ଅମିତ ଶାହ‘ଏକ ଯବାନ, ଏକ ବୃକ୍ଷ’ ଭାବନା ସହ ୭.୫ କୋଟିରୁ ଅଧିକ ଗଛ ଲଗାଇଛନ୍ତି!-->…
Read More...
Read More...
ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ମଙ୍ଗଳ କମିଟି ବୈଠକ ଅନୁଷ୍ଠିତ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଲାଙ୍ଗିର ସଦର ବ୍ଲକର ଖୁଜେନପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ସ୍ୱତନ୍ତ୍ର ଗ୍ରାମ ସଭା ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ମଙ୍ଗଳ କମିଟି ବୈଠକ ଖୁଜେନପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଞ୍ଜିତା!-->…
Read More...
Read More...
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ୧୧ ଜଣଙ୍କ ଏସ୍ଆଇଏଚ୍ଏମ୍ରେ ନାମ ଲେଖାଗଲା
ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଏସ୍ଆଇଏଚ୍ଏମ୍ ଠାରେ ବଲାଙ୍ଗିରର ଅନୁଷ୍ଠାନିକ ଯତ୍ନ ଅଧିକାରୀ ଆଶିଷ କୁମାର ନାୟକ, ସାମାଜିକ କର୍ମୀ ଅରୁଣ ଖୁଆସ ଏବଂ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗତ୍ର୍ତ୍ତୀଙ୍କ ଉପସ୍ଥିତିରେ ଅନ୍ତେବାସୀମାନଙ୍କ!-->…
Read More...
Read More...
ମଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ
ବଲାଙ୍ଗିର, (କେପିଏନ୍ଏସ୍) : ସରକାରୀ ପ୍ରାଥମିକ ବିଦ୍ୟାଳୟ, ମଲମୁଣ୍ଡା ପରିସରରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ପ୍ରଦତ୍ତ ବିଦ୍ୟାଳୟ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଓ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ନୂତନ!-->…
Read More...
Read More...
ଅବସର କାଳୀନ ବିଦାୟ ସମର୍ଦ୍ଧନା
ତରଭା, (କେପିଏନ୍ଏସ୍) : ତରଭା ବ୍ଲକ ମେଣ୍ଡା ସ୍ଥିତ ମହର୍ଷି ବୁଦ୍ଧରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅର୍ଥନୀତି ବିଭାଗର ଅଧ୍ୟାପକ ଦିବାକର ପୋଢ଼ଙ୍କୁ କଲେଜର ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଚାକିରୀର ଅବସର କାଳୀନ ସମର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା ।!-->…
Read More...
Read More...
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହାକୁ ପ୍ରକୃତି ମିତ୍ର ପୁରସ୍କାର
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚଳିତ ବର୍ଷ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାକୁ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି । ବଲାଙ୍ଗିର ବନଖଣ୍ଡ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ବଲାଙ୍ଗିର ବନଖଣ୍ଡ ସମ୍ମିଳନୀ କକ୍ଷରେ ଜିଲ୍ଲାର ଅନେକ ଅନୁଷ୍ଠାନ ସମେତ!-->…
Read More...
Read More...
ଶାନ୍ତିବନରେ ବିଶ୍ୱ ପରିବେଶ ଦିବସ ପାଳିତ
ମ. ରାମପୁର, (ପି.କେ. ସାହୁ) : ବିଶ୍ୱ ପରିବେଶ ଦିବସ ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ମସ୍କାଦାଣ୍ଡି ଗ୍ରାମର ଶାନ୍ତିବନ ଠାରେ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମ. ରାମପୁର ଓ କେସିଙ୍ଗା ବନାଞ୍ଚଳର ଏ.ସି.ଏଫ୍. ଅସିତ କୁମାର ଦାଶ, ସମ୍ମାନିତ!-->…
Read More...
Read More...
ବରଗଡ଼ରେ ସ୍ୱାସ୍ଥ୍ୟ ସେବାରେ ବ୍ୟାପକ ଅନିୟମିତତା : ସାଇକୃପା ହସ୍ପିଟାଲକୁ ନିଲମ୍ବିତ କଲେ ରାଜ୍ୟ ସରକାର
ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରୁ ଆସିଲା ଏକ ବଡ଼ ଖବର । ସ୍ୱାସ୍ଥ୍ୟ ସେବାର ନାଁରେ ଚାଲିଥିଲା ବଡ଼ ଧରଣର ଲୁଟ୍ । ଆୟୁଷ୍ମାନ ଭାରତ ଯୋଜନାର ଫାଇଦା ଉଠାଇ ଗରିବ ରୋଗୀଙ୍କ ପକେଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ବରଗଡ଼ର 'ସାଇକୃପା ପଲି କ୍ଲିନିକ୍ ଆଣ୍ଡ ହସ୍ପିଟାଲ' ବିରୋଧରେ ଏବେ!-->…
Read More...
Read More...
ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଲାୟନ୍ସ କ୍ଲବ ଟିଟିଲାଗଡ଼ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଲାୟନ୍ସ କ୍ଲବ ତରଫରୁ ବର୍ଷ ତମାମ ସାମାଜିକ କାର୍ଯ୍ୟକ୍ରମ କରାଯାଇଥାଏ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ସାହାରା ଅଫିସ ନିକଟରେ ସଭାପତି ଲାୟନ ସଞ୍ଜୟ ସୋନିଙ୍କ ସଭାପତିତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ!-->…
Read More...
Read More...