Browsing Category

ଓଡିଶା

ବ୍ଲକ ଅଧ୍ୟକ୍ଷାଙ୍କ ଘର ଉପରକୁ ୨୫ରୁ ୩୦ ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୃତ୍ତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସିଙ୍ଘିଯୁବାଠାରେ ଗତକାଲି ରାତି ପ୍ରାୟ ୧୧ଟାରୁ ୧୧.୩୦ ଭିତରେ ଫୁଟିଛି ଗୁଳି । ବିନିକା ବ୍ଲକ ଅଧ୍ୟକ୍ଷା ଦିପ୍ତିରେଖା ନନ୍ଦଙ୍କ ବାସଭବନ ଉପରକୁ ପ୍ରାୟ ୨୫ରୁ ୩୦ ରାଉଣ୍ଡ ଗୁଳି ଚଳାଇଛନ୍ତି
Read More...

ଶୀତଳଷଷ୍ଠୀରେ ଦହିପଣା ବଣ୍ଟନ କରି ପ୍ରଶଂସା ସାଉଁଟିଲା ଜୁନିଅର ରେଡ଼କ୍ରସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଶୀତଳଷଷ୍ଠୀ ଅବସରରେ ବଲାଙ୍ଗିର ଜିଲ୍ଲା ଜୁନିଅର ରେଡ଼କ୍ରସ ୟୁନିଟ ପକ୍ଷରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଏକ ଭବ୍ୟ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏହି ସେବା କାର୍ଯ୍ୟକ୍ରମ
Read More...

ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତକରଣ ଓ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପାଇଁ କଣ୍ଟାବାଞ୍ଜି…

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଗତ ମାର୍ଚ୍ଚ ୧୯ତାରିଖରେ ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ପ୍ରତିନିଧି ଦଳଙ୍କ ସ‌ହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଆଉଟସୋର୍ସିଂ କର୍ମଚାରୀଙ୍କ ନିୟମିତ କରଣ ଏବଂ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ଏକ ଉଚ୍ଚ
Read More...

ଛତ୍ରପୁର ନୀଳକଣ୍ଠେଶ୍ୱର ମନ୍ଦିରରେ ଶୀତଳଷଷ୍ଠୀ ଯାତ୍ରା ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳରେ ବିଭିନ୍ନ ଶୈବ ପୀଠମାନଙ୍କରେ ଉତ୍ସବମୁଖର ଭାବେ ପବିତ୍ର ଶିବ ବିବାହ କଲ୍ୟାଣ ଉତ୍ସବ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ସହରର ମଝିବଜାର ସମ୍ମୁଖ ଗଳିରେ ଥିବା ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିରରେ ଦେବଦମ୍ପତି ଶିବ ଓ
Read More...

ସାର-ବିହନ ବିକ୍ରିରେ ଅନିୟମିତତା ଅଭିଯୋଗ : ବ୍ଲକ କୃଷି ଅଧିକାରୀକୁ ଦାବି ଜଣାଇବା ସହ ଆନ୍ଦୋଳନ ପାଇଁ ଚେତାବନୀ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ୨୬ ଗୋଟି ପଞ୍ଚାୟତରେ ଦିନକୁ ଦିନ ସାର ଓ ବିହନ ବିକ୍ରିକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଲାଇସେନ୍ସ ପ୍ରାପ୍ତ ଡିଲର ଓ ହୋଲସେଲରମାନେ ସରକାରୀ ନିର୍ଦ୍ଧାରିତ ଦର ଠାରୁ ଅଧିକ ଦରରେ ସାର ଓ
Read More...

ବିକାଶର ଧାରା ଓଡ଼ିଶା ସାରା ଉପଲକ୍ଷେ ମହିଳା ଓ ଶିଶୁ ବିକାଶ ବିଭାଗର କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : "ବିକାଶର ଧାରା ଓଡ଼ିଶା ସାରା" ଓଡ଼ିଶା ସରକାରଙ୍କର ସଫଳ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହୋଇଥିବା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଦହି ପାଣି ବିତରଣ ସେବା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଉପଲକ୍ଷେ, ଜିଲ୍ଲା ଓଡ଼ିଆ ଖଣ୍ଡାୟତ ସମାଜ, ବଲାଙ୍ଗିର ତରଫରୁ ଦହି ପାଣି ବିତରଣ କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଲୂଲେଗୁନ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଦଳପତି ଦାରା ସିଂ ବେହେରା ଏହି କାର୍ଯ୍ୟକ୍ରମର
Read More...

ବ୍ୟକ୍ତିଗତ ରୟତି ଜମିରେ କମ୍ୟୁନିଟି କେନ୍ଦ୍ର ନିର୍ମାଣକୁ ବିରୋଧ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ମାଗୁରବେଡା ପଞ୍ଚାୟତର ବ୍ରାହ୍ମଣୀଡୁଙ୍ଗୁରି ଗ୍ରାମରେ ବ୍ୟକ୍ତିଗତ ରୟତି ଜମିରେ କମ୍ୟୁନିଟି କେନ୍ଦ୍ର ନିର୍ମାଣକୁ ଗ୍ରାମବାସୀଙ୍କ ତରଫରୁ ତୀବ୍ର ବିରୋଧ କରାଯାଇଛି । ଅଭିଯୋଗ ମୁତାବକ, "ବିକଶିତ ଗାଁ, ବିକଶିତ ଓଡ଼ିଶା" ଯୋଜନାରେ ଗ୍ରାମର
Read More...

ଜମି ବିବାଦକୁ ନେଇ ନିଆଁ ଲଗାଇଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଜମିର ମରାମତି କରୁଥିବାବେଳେ ଚାରି ଜଣ ଡ୍ରାଇଭରଙ୍କୁ ନିସ୍ତୁକ ମାଡ ମାରି ତିନୋଟି ଟ୍ରାକ୍ଟର ଓ ଗୋଟିଏ ଜେସିବିକୁ ନିଆଁ ଲଗାଇଲେ ଚାଳିଶ ଜଣ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ବଙ୍ଗୋମୁଣ୍ଡା ଥାନା ଛତ୍ରଙ୍ଗ ଗାଁରେ । ନୂଆପଡା ଜିଲ୍ଲା ତୁକଲା ଗାଁର
Read More...

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ

କେସିଙ୍ଗା, (ପ୍ରୀତେଶ ପଟେଲ) : ରାଜ୍ୟରେ ବିଜେପି ସରକାର ତାର ଦ୍ୱିତୀୟ ବର୍ଷ ପୂରଣ କରିଛି । ନିଜ ସରକାରର ଦୁଇ ବର୍ଷର ଉପଲବ୍ଧିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବ୍ଲକ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଥିବା ବେଳେ କେସିଙ୍ଗା ବ୍ଲକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ
Read More...