Browsing Category
ଓଡିଶା
ମା’ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟସ୍ଥ ବିରାଗୁଡା ଠାରେ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ଠାରୁ ତିନି ଦିନ ଧରି ମା' ବନଦୁର୍ଗା ଦେବୀଙ୍କ ପ୍ରତିଷ୍ଠା କାର୍ଯ୍ୟ ବୈଦିକ ରୀତିରେ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଦମଦେଇ ଓ ଆପ୍ରା ନଦୀର ସଙ୍ଗମ!-->…
Read More...
Read More...
ଗାଁ ସ୍କୁଲରେ ଡିଇଓଙ୍କ ଉପସ୍ଥିତି : ଶିକ୍ଷା କ୍ଷେତ୍ରରେ ସୃଷ୍ଟି କଲା ନୂଆ ଉତ୍ସାହ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ । ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ପର୍ଶୁରାମ ହାଇସ୍କୁଲ, କୁଡାସିଂହା, ସଚ୍ଚିଦାନନ୍ଦ ହାଇସ୍କୁଲ, ଭୁତିଆରବାହାଲ ଓ ପଞ୍ଚାୟତି ହାଇସ୍କୁଲ,!-->…
Read More...
Read More...
ମନମୁଣ୍ଡା ମଣ୍ଡିରୁ ଉଠୁନି ଧାନ : ଆନ୍ଦୋଳନ ପାଇଁ ଚାଷୀ ସଜବାଜ
ବୌଦ୍ଧ, (କେପିଏନ୍ଏସ୍) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ମଣ୍ଡିରୁ ଉଠୁନି ଧାନ । ଅବ୍ୟବସ୍ଥା ଘେରରେ ସରକାରୀ ଓ ପ୍ରଶାସନିକ ଧାନ କିଣା ବ୍ୟବସ୍ଥା ରହିଥିବା ବେଳେ ମଣ୍ଡିରେ ଶହ ଶହ କୁଇଂଟାଲ ଧାନ ପଡିରହିଥିବା ଜଣାପଡ଼ିଛି । ପ୍ରାୟ ୨୮୦ ଜଣ ଚାଷୀଙ୍କ ପାଖାପାଖି ୧୧ ହଜାର!-->…
Read More...
Read More...
ଆଲ୍ୟାବାଦ ଗ୍ରାମରେ ୪ର୍ଥ ଦିବସରେ ମା’ ବୁଢ଼ୀଠାକୁରାଣୀଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୮ କିମି ଦୂରରେ ଯାହାକି ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ କରପଡ଼ା ଗ୍ରାମ ପଞ୍ଚାୟତରେ ଅବସ୍ଥିତ ଆଲ୍ୟାବାଦ ଗ୍ରାମରେ ମା' ବୁଢ଼ୀଠାକୁରାଣୀଙ୍କ ନବନିର୍ମିତ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗତ ଶନିବାର!-->…
Read More...
Read More...
ପ୍ରଜାପିତା ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଆସିଷ୍ଟାଣ୍ଡ କଲେକ୍ଟର ଦୀପକ୍ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ!-->…
Read More...
Read More...
ଯମୁନା ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନେତ୍ରାନନ୍ଦ ମହାକୁରଙ୍କ ପରଲୋକ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନେତ୍ରାନନ୍ଦ ମହାକୁର(୬୨)ଙ୍କ ରବିବାର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି!-->…
Read More...
Read More...
ମୁରିବାହାଲରେ ଜିଲ୍ଲାପାଳ ଓ ଏସ୍ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ୧୦୦ ଅଭିଯୋଗ ପଞ୍ଜୀକୃତ
ସିଏଚ୍ସି ଓ ହାଇସ୍କୁଲ ପରିଦର୍ଶନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ସୋମବାର ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍ପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର!-->!-->!-->…
Read More...
Read More...
ନାବାଳିକା ଝିଅ ସହ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ବାପା ଗିରଫ
ବରଗଡ, (ମୁନ୍ନା ସାହୁ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ପୁଲିସ ଅଭିଯୁକ୍ତ ବାପାଙ୍କୁ ଅଟକ ରଖିଛି । ସୂଚନା ଅନୁଯାୟୀ ଗାଇସିଲେଟ ଥାନା ବ୍ରାହ୍ମଣମାଲ ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ନାଁରେ ନିଜ ନାବାଳିକା ଝିଅ ସହ!-->…
Read More...
Read More...
ଉତ୍କଳ ବିଦ୍ୟାରତ୍ନ ସମ୍ମାନ ପାଇଲେ ଡ. କୁଞ୍ଜଲତା ପ୍ରଧାନ
ତୁଷୁରା, (କେପିଏନ୍ଏସ୍) : ସମ୍ବଲପୁର ତପସ୍ୱିନୀ ଅଡିଟୋରିଅମ ଠାରେ ଓଡିଶା ମହା ଉତ୍ସବରେ ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିଦ ଡ଼. କୁଞ୍ଜଲତା ପ୍ରଧାନଙ୍କୁ ଉତ୍କଳ ବିଦ୍ୟାରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି । ହେପି ମୋମେଣ୍ଟ ଇଣ୍ଡିଆ ଦ୍ୱାରା ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ପ୍ରତିଷ୍ଠାତା!-->…
Read More...
Read More...
ଡ. ସୁଧାଂଶୁ ମେହେରଙ୍କୁ ଡ. ଅବଦୁଲ କଲାମ ପ୍ରଫେସନାଲ ଏଚିଭର ସମ୍ମାନ
ଦେଓଗାଁ, (ମନୀଷ କୁମାର ସାହୁ) : ସମ୍ବଲପୁର ସ୍ଥିତ ତପସ୍ୱିନୀ ଅଡିଟୋରିଅମରେ ରବିବାର ଦିନ ଅନୁଷ୍ଠିତ ଓଡିଶା ମହାଉତ୍ସବରେ ଦେଓଗାଁ ବ୍ଲକ ସାଲେପାଲି ଗାଁର ବିଶିଷ୍ଟ ସାହିତ୍ୟିକ, ଅଭିନେତା, ଡାକ୍ତର, ସମାଜସେବୀ, ଶିକ୍ଷକ୍ଷବିଦ ଡ. ସୁଧାଂଶୁ ଭୂଷଣ ମେହେର ଡ଼. ଅବଦୁଲ କାଲାମ ପ୍ରଫେସନାଲ ଏଚିଭର!-->…
Read More...
Read More...