Browsing Category

ଓଡିଶା

ବରପାଲି ହତ୍ୟାକାଣ୍ଡର ପର୍ଦ୍ଦାଫାଶ : ଟଙ୍କା କାରବାରକୁ ନେଇ ମହିଳାଙ୍କୁ ହତ୍ୟା, ଜଣେ ଗିରଫ

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାର ବରପାଲି ଥାନା ଅଞ୍ଚଳରେ ଚର୍ଚ୍ଚିତ ମହିଳା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ମୁଖ୍ୟ କେନାଲ ବ୍ରିଜ ନିକଟରୁ ଉଦ୍ଧାର ହୋଇଥିବା ମହିଳାଙ୍କ ମୃତଦେହ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଏସ୍‌ପି । ପୋଲିସ
Read More...

ବିକାଶର ଧାରା ଓଡିଶା ସାରା – ଦୁଇବର୍ଷ ପୂର୍ତ୍ତି ଅବସରରେ ଚିକଟମାଟ ଗ୍ରାମପଂଚାୟତ ସ୍ତରୀୟ ସମ୍ମିଳନୀ

ଲାଠିକଟା, (କେପିଏନ୍‌ଏସ୍‌) : ଲାଠିକଟା ବ୍ଲକ ଅନ୍ତର୍ଗତ ଚିକଟମାଟି ଗାମପଂଚାୟତ ଠାରେ ନୂତନ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀକୁ ଜିଲ୍ଲା ପରିଷଦ ଗୁଗୁନ କୁଜୁର, ବନବିଭାଗର ସେକ୍ସନ ଅଫିସର ରାଜେଶ ଯୋଶୀ, ସମିତି ସଭ୍ୟା
Read More...

ଆଦିବାସୀ ମହାବିଦ୍ୟାଳୟରେ +୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ +୩ କଳା, ବିଜ୍ଞାନ ଓ ବାଣିଜ୍ୟ ସମ୍ମାନ ଶ୍ରଣୀରେ ପ୍ରଥମ ପର୍ଯ୍ୟାୟ ନାମଲେଖା ବୁଧବାର ଠାରୁ ଆରମ୍ଭ ହୋଇଛି । ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ
Read More...

ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ପ୍ରମେୟ ନ୍ୟୁଜ୍ -୭ କଣ୍ଟାବାଞ୍ଜି ଓ ସମାଜ ଖବର କାଗଜର ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ବିୟୋଗ ହୋଇଯାଇଛି । ସୂଚନା ଅନୁଯାୟୀ, ଅତ୍ୟାଧିକ ରକ୍ତଚାପ ଯୋଗୁଁ ପ୍ରଥମେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଖଡ଼ିଆଳ
Read More...

ବଙ୍ଗୋମୁଣ୍ଡାରେ ଜିଲ୍ଲା ଲେଖକ ପରିଷଦର ମହାସମାବେଶ

"ଲେଖକଙ୍କ କଲମ ଚାଲିଲେ ଅନ୍ଧାର ବି ଆଲୋକିତ ହୋଇଥାଏ" ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଜିଲ୍ଲା ଲେଖକ ପରିଷଦ ଏବଂ ଚଉଷଠୀ ଯୋଗିନୀ ସାହିତ୍ୟ କଳା ପରିଷଦର ମିଳିତ ଆନୁକୂଲ୍ୟରେ
Read More...

ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କଲେ କଂଗ୍ରେସ ଦଳର ନେତା ନରସିଂହ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଛନ୍ତି ପୂର୍ବତନ ଆଇନ ମନ୍ତ୍ରୀ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଆଉଟ୍‌
Read More...

ବଙ୍ଗୋମୁଣ୍ଡା ସାମ୍ବାଦିକ ଅଶୋକ ଭୋଇଙ୍କ ବିୟୋଗରେ ଟିଟିଲାଗଡ ସାମ୍ବାଦିକ ସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବଙ୍ଗୋମୁଣ୍ଡା ଗ୍ରାମର ଯୁବ ପ୍ରତିଭାବାନ ଗଣମାଧ୍ୟମ ପ୍ରତିନିଧି ଅଶୋକ ନାରାୟଣ ଭୋଇଙ୍କ ଅକାଳ ବିୟୋଗରେ ଟିଟିଲାଗଡ଼ ସାମ୍ବାଦିକ ସଂଘ ତରଫରୁ ମଙ୍ଗଳବାର ଦିନ ଅପରାହ୍ନରେ ସ୍ଥାନୀୟ ଡାକ ବଙ୍ଗଳା ଠାରେ
Read More...

ବଲାଙ୍ଗିର ମାଟିର କୁନି ଚିତ୍ରଶିଳ୍ପୀ ଅନ୍ୱେଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ଝିଅ, ନାଆ ତାଙ୍କର ଅନ୍ୱେଷା ଷଡଙ୍ଗୀ । କେନ୍ଦ୍ରୀୟ ବିଦ୍ୟାଳୟରେ ସେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ନ୍ତି। କିନ୍ତୁ ଏହାରି ଭିତରେ ସେ ଚମତ୍କାର ଆର୍ଟ ବି କରନ୍ତି । ଯାହା ଦେଖନ୍ତି ତାହା ଅବିକଳ ଆଙ୍କି ଦିଅନ୍ତି । ହାତରେ ଯାଦୁ ଅଛି କହିଲେ କିଛି
Read More...

ଡେଲାଙ୍ଗ ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଡିଏମ୍‌ ପୁରୀ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଉପଜିଲ୍ଲାପାଳ ରାଜକିଶୋର ଜେନା,
Read More...

ଦୁଇ ଦାବିପତ୍ର ଦେଲା ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନଗଣନାରେ ଓବିସି ତଥ୍ୟ ସଂଗ୍ରହ ଓ ଡିଜିଟାଲ୍ ସ୍ୱଚ୍ଛତା ପ୍ରସଙ୍ଗ ଏବଂ ସରକାରୀ ସ୍କୁଲ୍ ପାଠ୍ୟପୁସ୍ତକରେ ୧୬୭୮ଟି ଭୁଲ୍ ଥିବା ଅଭିଯୋଗକୁ ନେଇ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା, ବଲାଙ୍ଗିର ଜିଲ୍ଲା ପକ୍ଷରୁ ଦୁଇଟି ଦାବିପତ୍ର ଦିଆଯାଇଛି । ଜିଲ୍ଲା ସଭାପତି
Read More...