pakka

ରିଲିଜ୍ ହେଲା ଫିଲ୍ମ’ସାଇନା’ର ଟିଜର

bbehera

ନୂଆଦିଲ୍ଲୀ : ‘ସାଇନା’ର ଅଫିସିଆଲ ଟିଜର୍ ଗୁରୁବାର ରିଲିଜ୍ ହୋଇଯାଇଛି । ଏହି ଫିଲ୍ମ ବ୍ୟାଡମିଣ୍ଟନ ଚାମ୍ପିୟନ୍ ସାଇନା ନେହୱାଲଙ୍କ ବାୟୋପିକ୍ ଅଟେ । ଟିଜରରେ ପରିଣୀତି ଚୋପ୍ରା ଏକଦମ୍ ସାଇନା ନେହୱାଲଙ୍କ ଲୁକରେ ନଜର ଆସୁଛନ୍ତି । ଫିଲ୍ମଟି ୨୬ ମାର୍ଚ୍ଚରେ ରିଲିଜ୍ ହେବାକୁ ଯାଉଛି ।

jay balangir
Leave A Reply

Your email address will not be published.

1 × five =

error: Content is protected !!