ବଲାଙ୍ଗିର ନାଗରିକ କମିଟିର ବନମହୋତ୍ସବ ପାଳନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରିକ କମିଟି ତରଫରୁ ସ୍ଥାନୀୟ ଆର୍ଯ୍ୟ ସମାଜ ମନ୍ଦିରଠାରେ ମହାସମାରୋହରେ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଆର୍ଯ୍ୟସମାଜ ମନ୍ଦିର ଚତୁର୍ପାଶ୍ୱରେ ଚାରା ରୋପଣ କରାଯାଇଥିଲା । ଉପ-ସଭାପତି ନିତ୍ୟାନନ୍ଦ ମିଶ୍ର ଓ କାର୍ଯ୍ୟକାରୀ କମିଟି!-->…
Read More...
Read More...