ବନ୍ୟା ପିଡିତାଙ୍କୁ ଜରୁରୀ ସହାୟତା ପାଇଁ ମହିଳା ସମିତି ପକ୍ଷରୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ

ବରଗଡ଼, (ନିରୋଜ କୁମାର ପାଣୀ) : ମୌସୁମୀ ଜନିତ ଲଗାଣ ବର୍ଷା କାରଣରୁ ଜୀରାନଦୀ ବନ୍ୟାଜଳ ଦ୍ୱାରା ପ୍ରଭାବିତ ପରିବାରଙ୍କୁ ତୁରନ୍ତ ଆବଶ୍ୟକ ଜରୁରୀ ସହାୟତା ପ୍ରଦାନ କରାଯିବାକୁ ବରଗଡ଼ ମହିଳା ସମିତି ଜିଲ୍ଲା ପ୍ରଶାସନକୁ ଅନୁରୋଧ ଜଣାଇଛି । ସମିତିର ଏକ ପ୍ରତିନିଧି ଦଳ ଆଜି ଜିଲ୍ଲାପାଳଙ୍କ
Read More...

ଭାରତ ବିକାଶ ପରିଷଦର ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦ, ରାଉରକେଲା ଶାଖାର ପ୍ରତିଷ୍ଠା ଦିବସ ସେକ୍ଟର ୨୧ ସ୍ଥିତ ଉତ୍ତମ ବସ୍ତି ଠାରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ବନ୍ଦିତା ମାହାତୋଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ତ୍ରିତାପ ହରଣ ପଞ୍ଚ ଦିବସୀୟ ଶାନ୍ତି ମହାଯଜ୍ଞ ଓ ଦିବ୍ୟ ପ୍ରବଚନ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ତ୍ରିବେଣୀ ସଙ୍ଗମ ସ୍ଥଳୀ, ବେଦବ୍ୟାସ ପୀଠ, ରାଉରକେଲାଠାରେ ତ୍ରିତାପ ହରଣ ପଞ୍ଚ ଦିବସୀୟ ଶାନ୍ତି ମହାଯଜ୍ଞ ଓ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ପ୍ରଥମ ଦିବସରେ ଯଜ୍ଞ ମଣ୍ଡପ ପ୍ରତିଷ୍ଠା, ଶ୍ରୀ କଳସ ଶୋଭାଯାତ୍ରା,
Read More...

ଭୁବନେଶ୍ୱର ଉପକଣ୍ଠ ଆଇସିଏଆର-ସିଫାଠାରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ୨୦୨୫ ଆୟୋଜିତ

● ୧୭ଟି ନୂଆ ମତ୍ସ୍ୟ କ୍ଲଷ୍ଟର ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂ● ଦେଶର ମତ୍ସ୍ୟ ରପ୍ତାନି ପରିମାଣକୁ ୧.୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବା ଦିଗରେ ପ୍ରୟାସ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କ ଆହ୍ୱାନ ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗସ୍ଥିତ
Read More...

ତୃତୀୟ ଦିନରେ ଜୟପାଟଣା ଚାଳକ ମହାସଂଘର ଆନ୍ଦୋଳନ

ଜୟପାଟଣା, (ଶେଷଦେବ ବେହେରା) : ଓଡ଼ିଶା ଡ୍ରାଇଭର ମହାସଂଘର ୭ ଦଫା ଦାବୀକୁ ନେଇ ସମଗ୍ର ଓଡ଼ିଶାରେ ଗତ ୮ତାରିଖରୁ ଡ୍ରାଇଭର ସମୂହ ଆନ୍ଦୋଳନ ରେ ଓହ୍ଲାଇ ଥିବା ବେଳେ ଗମନା ଗମନ, ଅତ୍ୟାବଶ୍ୟକ ସାମଗ୍ରୀ ଓ କୃଷି କ୍ଷେତ୍ର ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇସାରିଛି । ଏହି ଅବସରରେ ଜୟପାଟଣା
Read More...

ବସୁଧୈବ କୁଟୁମ୍ବକମର ବନ ମହୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ ର ସପ୍ତାହବ୍ୟାପୀ ବନମହୋତ୍ସବ କାର୍ଯ୍ୟକ୍ରମ ଅନ୍ତର୍ଗତ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ସହରର ବିଭିନ୍ନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକ, ସାଧାରଣ
Read More...

ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ପ୍ରାତଃ ପର୍ଯ୍ୟାୟରେ ପର୍ଯ୍ୟାୟ ପ୍ରମୁଖ ସୁଜାତା ତ୍ରିପାଠୀ ଗୁରୁ ପୂର୍ଣ୍ଣିମାର ଉଦ୍ଦେଶ୍ୟ କଥନ କରିଥିଲେ । ଦୁର୍ବାଦଳ ସାହୁ ଗୁରୁଜୀ ଗୁରୁ ପୂର୍ଣ୍ଣିମା ବିଷୟରେ
Read More...

ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍‌ରେ ଗୁରୁ ପୂର୍ଣିମା ଉତ୍ସବ ଶ୍ରଦ୍ଧା ଭକ୍ତି ଓ ଗରିମା ସହିତ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ବଜାରରେ ୫୦ ବର୍ଷ ଧରି ଗୁଣବତ୍ତା ଓ ପାରମ୍ପରିକତାର ପରିଚାୟ ହୋଇଥିବା ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆଜି କାରଖାନା ପରିସରରେ ଗୁରୁ ପୂର୍ଣିମା ଅତ୍ୟନ୍ତ ଭବ୍ୟ ଓ ଆଧ୍ୟାତ୍ମିକ ଭାବେ ଉଦ୍‌ଯାପିତ ହୋଇଛି । କାର୍ଯ୍ୟକ୍ରମର ଆରମ୍ଭ
Read More...

ମତ୍ସ୍ୟ ବିଭାଗ ତରଫରୁ ଜାତୀୟ ମତ୍ସ୍ୟ ଦିବସ ୨୦୨୫ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମତ୍ସ୍ୟ ଅଧିକାରୀ ବଲାଙ୍ଗିର କାର୍ଯ୍ୟାଳୟ ଠାରେ ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ଜାତୀୟ ମତ୍ସ୍ୟ ଦିବସ ୨୦୨୫ ଜିଲ୍ଲା ମତ୍ସ୍ୟ ଅଧିକାରୀ ଉମେଶ ଚନ୍ଦ୍ର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପ ମତ୍ସ୍ୟ ନିର୍ଦ୍ଦେଶକ କୁଟିଳ ଚନ୍ଦ୍ର ଦାଶ
Read More...

ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ୧ କୋଟିରୁ ଅଧିକ ଟଙ୍କାର ରୁପା : ୨ ଅଟକ

ସମ୍ବଲପୁର : ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ରୁପା । କାରର ସିକ୍ରେଟ ଚାମ୍ବରରୁ ଖୋଜୁଥିଲେ ଗଞ୍ଜେଇ, ମିଳିଲା ୧୧୦ କେଜିର ରୁପା ଇଟା । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୨୧ ଲକ୍ଷରୁ ଅଧିକ ହେବ । ସମ୍ବଲପୁର ଅବକାରୀ ବିଭାଗ ରେଙ୍ଗାଲି ଝୁରିପଡା ଛକରେ ଚୋରା ଗଞ୍ଜେଇ ଧରିବା ପାଇଁ ଜଗି ରହିଥିଲା ।
Read More...