ବିଶ୍ୱ ମିତବ୍ୟୟିତା ଦିବସରେ ସାଇବର ଠକେଇରୁ ବର୍ତ୍ତିବା ପାଇଁ ସଚେତନତା
ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଭାଗୃହରେ ଅନୁଷ୍ଠିତ ଏହି ସଭାରେ ସଞ୍ଚୟର ଗୁରୁତ୍ୱ ସହ ଡିଜିଟାଲ ଠକେଇରୁ ବର୍ତ୍ତିବା ଉପରେ ଆଲୋକପାତ କରାଯାଇଥିଲା । ଡେପୁଟୀ!-->…
Read More...
Read More...