ପଦ୍ମପୁର ପୋଲିସ ପକ୍ଷରୁ ଜାତୀୟ ଏକତା ଦିବସ ପାଳିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ତଥା ଜାତୀୟ ଏକତା ଦିବସ ଅବସରରେ ପଦ୍ମପୁର ମଡେଲ ପୋଲିସ ଷ୍ଟେସନ ପକ୍ଷରୁ ‘ରନ୍ ଫର୍ ୟୁନିଟି’ ମାରାଥନ ଆୟୋଜିତ ହୋଇଥିଲା । ଏହି ଅବସରରେ ପଦ୍ମପୁର ଏସ୍ଡିପିଓ ପାଣ୍ଡବ ଶବର, ଆଇଆଇସି କ୍ରିସ ସାମରିଆ,!-->…
Read More...
Read More...