ଖରାମାଲରେ ବିଶ୍ୱ ଖାଦ୍ୟ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଅନ୍ତର୍ଗତ ଖରାମାଲ ଗ୍ରାମରେ ବିଶ୍ୱ ଖାଦ୍ୟ ଦିବସ ପାଳିତ ହୋଇଯାଇଛି । ବିଭିନ୍ନ ସାମାଜିକ ଅନୁଷ୍ଠାନର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ପ୍ରାୟ ୧୨୦୦ ଚାଷୀ ଯୋଗଦେଇଥିଲେ ।…
Read More...

ଏନଆଇଟି ରାଉରକେଲାରେ ଗବେଷଣା ମହାକୁମ୍ଭ, ୩୦୦ରୁ ଅଧିକ ଗବେଷକଙ୍କ ସମାଗମ

ରାଉରକେଲା, (ସସ୍ମିତା ପ୍ରଧାନ) : ଗବେଷଣା, ନବସୃଜନ ଓ ଶିଳ୍ପ ସହଯୋଗକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ଏନଆଇଟି ରାଉରକେଲାରେ ଆରମ୍ଭ ହୋଇଛି ଦୁଇଦିନିଆ ANRF+NIT ରିସର୍ଚ୍ଚ ଏକ୍ସ ଇମ୍ପାକ୍ଟ କନକ୍ଲେଭ୍ ୨୦୨୬ । ଅକ୍ଟୋବର ୧୫ ଓ ୧୬ ତାରିଖରେ ଆୟୋଜିତ ଏହି ସମ୍ମିଳନୀରେ ଦେଶର ବିଭିନ୍ନ ଅନୁଷ୍ଠାନରୁ…
Read More...

ନବରାତ୍ର ଉପଲକ୍ଷେ ଚିନ୍ମୟ ବିଦ୍ୟାଳୟରେ ମାତୃପୂଜା

ରାଉରକେଲା, (ସସ୍ମିତା ପ୍ରଧାନ) : ନବରାତ୍ର ଉପଲକ୍ଷେ ସେକ୍ଟର ୭ ସ୍ଥିତ ଚିନ୍ମୟ ବିଦ୍ୟାଳୟ (ଓଡ଼ିଆ ମାଧ୍ୟମ)ଠାରେ ମାତୃପୂଜା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶର୍ମିଳା କବିଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ…
Read More...

ସେବା ସଙ୍କଳ୍ପ ଅଭିଯାନ ଅନ୍ତର୍ଗତ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସଚେତନତା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସଚେତନତା ଶିବିର ସେକ୍ଟର ୧୬ ସ୍ଥିତ ଶ୍ରଦ୍ଧା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ରାଉରକେଲାର ବିଶିଷ୍ଟ ସମାଜସେବୀ ତଥା ପରାମର୍ଶଦାତା…
Read More...

ଲୋଇସିଂହାରେ ସେବା ସଂକଳ୍ପ ଅଭିଯାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲ ଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନ୍ତର୍ଗତ ସେବା ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସର୍ଜନ ନେଗୀ,…
Read More...

ଧର୍ମଗଡ଼ରେ ଗଡ଼ ଜିତିଲା ବିସିଜେଡି, ପଞ୍ଚାୟତ କଲେଜ ନିର୍ବାଚନରେ ବିସିଜେଡିର ବାଜିମାତ

ଶାସକ ବିଜେପି ବିଧାୟକଙ୍କ ନିର୍ବାଚନମଣ୍ଡଳୀରେ ଛାତ୍ର ରାଜନୀତିର ଭିନ୍ନ ବାର୍ତ୍ତା, ରାଜନୈତିକ ମହଲରେ ଚର୍ଚ୍ଚା । କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ପଞ୍ଚାୟତ କଲେଜ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର ବିଜୟ ଏବେ ସ୍ଥାନୀୟ…
Read More...

ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ବୈଠକ : ଶିକ୍ଷାର ମାନ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସଚେତନତା ଓ ବିଦ୍ୟାଳୟର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେଇ ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବିରାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଭିଭାବକ-ଶିକ୍ଷକ ଓ…
Read More...

ମିଶନ ଜିରୋ ଗଞ୍ଜେଇ ଚାଷ ଅଭିଯାନ ଆରମ୍ଭ : କନ୍ଧମାଳରେ ପୋଲିସର ବଡ଼ ଧରପଗଡ଼

୩୦ ଏକର ଗଞ୍ଜେଇ ଚାଷ ନଷ୍ଟ : ୯ ଗିରଫ କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଚଳିତ ବର୍ଷ ୨୦୨୬-୨୭ ଋତୁ ପାଇଁ "ମିଶନ ଜିରୋ କାନାବିସ୍ କଲ୍ଟିଭେସନ" ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନ ଅଧୀନରେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ…
Read More...

ସଫଳତାର ମହାର୍ଘ୍ୟ ମୂହୁର୍ତ୍ତରେ ଛାତ୍ର ଛାତ୍ରୀଗଣ, ରାଜ୍ୟସ୍ତରୀୟ ନାଟକ ପ୍ରଦର୍ଶନ ପ୍ରତିଯୋଗିତାରେ ପିଏମଶ୍ରୀ ଉଚ୍ଚ…

ପ୍ରଥମ ସ୍ଥାନ ଅଧିକାର, ରାଜ୍ୟସ୍ତରରେ ବିଜ୍ଞାନ ଭିତ୍ତିକ ନାଟକ ପରିବେଷଣରେ ସୁନ୍ଦର ଗଡ ଜିଲ୍ଲାର ପ୍ରଥମ ସ୍ଥାନ ଅଧିକାର । ଗୁରୁବାର ଦିନ ଭୁବନେଶ୍ଵରରେ ଆୟୋଜିତ ବିଜ୍ଞାନ ଭିତ୍ତିକ ନାଟକ ପରିବେଷଣ - "ସମୁଦ୍ରର ବେଦନା"ରେ ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଆରଇସି କ୍ୟାମ୍ପସର…
Read More...

ଅସହାୟ ବୃଦ୍ଧାଙ୍କୁ ସହାୟତାର ହାତ ବଢ଼ାଇଲେ କଣ୍ଟାବାଞ୍ଜି ଭୋକେସନାଲ କଲେଜ ଛାତ୍ର

ରାସ୍ତାରେ ପଡ଼ିଥିବା ବୃଦ୍ଧାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ କଲେ ଭର୍ତ୍ତି କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ମାନବିକତାର ପରିଚୟ ଦେଇ ଅସହାୟ ବୃଦ୍ଧାଙ୍କୁ ସହାୟତା କରିଛନ୍ତି କଣ୍ଟାବାଞ୍ଜି ଭୋକେସନାଲ କଲେଜର କିଛି ଛାତ୍ର । କଣ୍ଟାବାଞ୍ଜି ଶ୍ମଶାନ ସମ୍ମୁଖ ରାସ୍ତାରେ ଜଣେ ଅଜଣା…
Read More...