ଅଧର୍ମ ଉପରେ ଧର୍ମର ବିଜୟ, ବନ୍ଧମୁଣ୍ଡାରେ ରାବଣ ପୋଡି ଉତ୍ସବ ପାଳିତ
ରାଉରକେଲା, (କେପିଏନ୍ଏସ୍) : ରାଉରକେଲା ବନ୍ଧମୁଣ୍ଡା ଡି. କ୍ୟାବିନ ଖେଳ ପଡିଆ ଠାରେ ରାବଣ ପୋଡି ଉତ୍ସବ ପାଳନ ହେଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ଡିସିସି ସଭାପତି ରବି ରାୟ ଅଧର୍ମ ଉପରେ ଧର୍ମ ବିଜୟ ବୋଲି କହିଛନ୍ତି । ପ୍ରତି ବର୍ଷ ପରି ଚଳିତ ବର୍ଷ ବନ୍ଧମୁଣ୍ଡା ଡି.!-->…
Read More...
Read More...