ମନରେଗା ଯୋଜନାରେ ଶ୍ରମିକ ବଦଳେ ମେସିନରେ କାମ : ଭିଡିଓ ଭାଇରାଲ ପରେ ଚର୍ଚ୍ଚା
ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ବ୍ଲକ ଜୁରାବନ୍ଦ ପଞ୍ଚାୟତ ଅନ୍ତର୍ଗତ ଡୁକେରଚଚରା ଗାଁରେ ମନରେଗା ଯୋଜନାରେ ହେଉଥିବା ଏକ କାମକୁ ନେଇ ବର୍ତ୍ତମାନ ବଡ଼ ବିବାଦ ସୃଷ୍ଟି ହୋଇଛି । ଗାଁର ତେତେଲମୁଣ୍ଡା ଟେଙ୍କର ମାଟି ଉନ୍ନତିକରଣ କାମ ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର!-->…
Read More...
Read More...