ମାନସିକ ସୁସ୍ଥତା, ଆତ୍ମଜାଗୃତି ଏବଂ ଚିନ୍ତାରୁ ମୁକ୍ତି ପାଇଁ ଲାୟନ୍ସ କ୍ଲବ ତରଫରୁ ମନୋଭଲମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ତରଫରୁ ସ୍ଥାନୀୟ ଲାୟନ୍ସ ଡେନ୍‌ରେ ସନ୍ଧ୍ୟା ୫:୩୦ ଟାରେ ମାନସିକ ସୁସ୍ଥତା, ସକାରାତ୍ମକତା ଓ ଆତ୍ମଜାଗୃତି ବିଷୟରେ ଏକ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ନାମ ଥିଲା “ମନୋଭଲମ୍”, ଯାହାକୁ
Read More...

କେସିଙ୍ଗା କଂଗ୍ରେସ କର୍ମୀଙ୍କ ଦ୍ଵାରା ଡାକ୍ଟରଙ୍କ ବିରୋଧରେ ଗଣଧାରଣା

କେସିଙ୍ଗା, (ପ୍ରୀତେଶ ପଟେଲ) : ମେଡିକାଲ ପରିସରରୁ ଆରମ୍ଭ ହୋଇଥିବା ଡାକ୍ତର ଓ କଂଗ୍ରେସ କର୍ମକର୍ତ୍ତାଙ୍କ ବିବାଦ ଥମିବାର ନାଁ ନେଉ ନାହିଁ । ଡାକ୍ତରଖାନାର ବିଭିନ୍ନ ଅସୁବିଧାକୁ ନେଇ ସକାଳେ କିଛି କଂଗ୍ରେସ କର୍ମୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ପ୍ରୟାଗ ପ୍ରତିଶ୍ରୁତି
Read More...

କେସିଙ୍ଗା ୟଙ୍ଗ ବ୍ଲଡ୍ ପବ୍ଲିକ୍ ସ୍କୁଲ୍ ପରିସରରେ ୪୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗରରେ ୧୯୮୩ ମସିହାରେ ସ୍ଥାପିତ ହୋଇଥିଲା ୟଙ୍ଗ ବ୍ଲଡ୍ ପବ୍ଲିକ୍ ସ୍କୁଲ୍ । ଏହି ସ୍କୁଲ ପରିସରରେ ତା 22.12.2025 ଦିନ ୪୨ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସନ୍ଧ୍ୟା ପାଞ୍ଚଟାରୁ ରାତ୍ରି ଏଗାର ପର୍ଯ୍ୟନ୍ତ ଧୁମଧାମରେ
Read More...

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ଭଞ୍ଜସେନା

ବାରିପଦା, (ଦେବସ୍ମିତ ଚୌଧୁରୀ) : ସମଗ୍ର ମୟୂରଭଞ୍ଜ ବାସୀ ଏବଂ ଓଡିଆ ମାନଙ୍କ ପାଇଁ ଗର୍ବ ଓ ଗୌରବର ଦିନ ଥିଲା । ସେଦିନ ଥିଲା ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୫ ତମ ଜନ୍ମଦିବସ । ସେହିଭଳି ପବିତ୍ର ଦିନରେ କିଛି ପ୍ରଭାବଶାଳୀ ଲୋକଙ୍କୁ ସରକାରୀ ଜାଗା ବହୁମାତ୍ରାରେ ଯୋଗାଇବା ପାଇଁ
Read More...

ବଲାଙ୍ଗିର ବଚପନ ଓ ଏକାଡେ଼ମୀକ ହାଇଟ୍ସ ପବ୍ଲିକ ସ୍କୁଲର ବିଜ୍ଞାନ ମେଳା

ବଲାଙ୍ଗିର : ଆଜି ଓ ଗତକାଲି ଦୁଇ ଦିନ ଧରି ବଚପନ୍ ନଗର, ବିଷ୍ଣୁମୁଣ୍ଡା ଠାରେ ବଚପନ୍ ଓ ଏକାଡେ଼ମୀକ ହାଇଟ୍ସ ପବ୍ଲିକ ସ୍କୁଲର ମିଳିତ ଭାବରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଉକ୍ତ ଦୁଇ ସ୍କୁଲର ପ୍ରାୟ ୨୨୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଯାଇଛି । ଏଥିରେ ବିଚାରକ ରୂପେ
Read More...

୧୯୮୯ ମାଟ୍ରିକ ବ୍ୟାଚର ଚତୁର୍ଥ ପାରିବାରିକ ବନ୍ଧୁ ମିଳନ – ଯୋଗଦେଲେ ଓଡିଶାର ବିଭିନ୍ନ ପ୍ରାନ୍ତର ଛାତ୍ର ଏବଂ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ବାଳକ ଉଚ୍ଚ ବିଦ୍ୟାଳୟର ୧୯୮୯ ମାଟ୍ରିକ ବ୍ୟାଚର ଚତୁର୍ଥ ଫେମିଲି ଫିଷ୍ଟ ଉତ୍ସବ ଫୋର ପଏଣ୍ଟ ଜିରୋ ସଭାପତି ଶମ୍ଭୁ ପ୍ରସାଦ ଗୋଏଲଙ୍କ ଅଧ୍ୟକ୍ଷତାରେ ରବିବାର ଦେଶିଲ ସ୍ଥିତ ଜ୍ୟୋତି ଫାର୍ମ ହାଉସଠାରେ ବହୁତ ଧୁମ୍ ଧାମରେ ପାଳିତ ହୋଇଯାଇଛି
Read More...

ଜାତୀୟ ଗଣିତ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : "ଜାତୀୟ ଗଣିତ ଦିବସ" ପ୍ରତିବର୍ଷ ଡିସେମ୍ବର ୨୨ ତାରିଖ ଦିନ ପାଳନ କରାଯାଏ । ଏହି ଦିନଟି ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜୀବନ ତଥା ତାଙ୍କ କାର୍ଯ୍ୟର ଆମ ଜୀବନରେ ଗଣିତର ମହତ୍ତ୍ୱ ବିଷୟରେ ଚର୍ଚ୍ଚାର ଦିବସ । ରାମାନୁଜନଙ୍କ ଜନ୍ମ
Read More...

ସାମ୍ପ୍ରତିକ ଓଡ଼ିଆ ଗଳ୍ପର ଆବେଦନ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାର ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ବିର୍ସାମୁଣ୍ଡା ନଗର ଶାଖା, ରାଉରକେଲାର ମିଳିତ ଆନୁକୂଲ୍ୟରେ ଆୟୋଜିତ ମାସିକ ସାହିତ୍ୟ ଆସର ଓ ଆଲୋଚ୍ୟ ବିଷୟ 'ସାଂପ୍ରତିକ ଓଡ଼ିଆ ଗଳ୍ପର ଆବେଦନ' ସମ୍ପର୍କରେ ଆଲୋଚନାଚକ୍ର ପାଠାଗାର ପରିସରରେ ଅନୁଷ୍ଠିତ
Read More...

ଶ୍ରମଶକ୍ତି ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ : ୩୫ ୟୁନିଟ୍ ରକ୍ତ ସଂଗ୍ରହ

ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ଶ୍ରମଶକ୍ତି ମହାବିଦ୍ୟାଳୟର ରେଡକ୍ରସ ଶାଖା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପିକା ସୁପ୍ରଭା ଧଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ଇଣ୍ଡୋ ଇଂଲିଶ ସ୍କୁଲର ବିଜ୍ଞାନ ମେଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ରା ଡାହାର ରୋଡ ସ୍ଥିତ ଇଣ୍ଡୋ ଇଂଲିଶ ସ୍କୁଲ ଠାରେ ବାର୍ଷିକ ବିଜ୍ଞାନ ମେଳା କଳ୍ପନା ଚାୱଲା ମାଇନ୍ସ କ୍ଲବ ଦ୍ଵାରା ଡିସକଭରୀ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରାକ୍ତନ ଅଧ୍ୟକ୍ଷା ମଞ୍ଜୁ ମୁଖାର୍ଜୀ, ଅଧ୍ୟକ୍ଷ ଡ. କେ. ବିଶ୍ୱନାଥ ଓ ସମ୍ପାଦକ
Read More...