ଅଗ୍ନିଶମ ବିଭାଗ ଅଫିସ ପାଖରେ ନିଆଁ : ଦୁର୍ବୁତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
କଣ୍ଟାବାଞ୍ଜି, (ଯୁଗଳ ଶବର) : ଗ୍ରୀଷ୍ମଋତୁ ଆସିବା ପୂର୍ବରୁ ଜଙ୍ଗଲ ଏବଂ ଖୋଲା ଅଞ୍ଚଳରେ ନିଆଁ ଲାଗୁଥିବା ଘଟଣା ବଢ଼ୁଥିବା ଦେଖିବାକୁ ମିଳିଛି । ଏହିପରି ଏକ ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ୱାର୍ଡ ନମ୍ବର ୧୪ରେ ଦେଖିବାକୁ ମିଳିଛି । ତୁରେକେଲା ରାସ୍ତାରେ ଥିବା ଅଗ୍ନିଶମ ବିଭାଗ!-->…
Read More...
Read More...