ଶିଶୁ ସୁରକ୍ଷା ୟୁନିଟ ତରଫରୁ କନ୍ୟା ସନ୍ତାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବାଲାଜୀ ନର୍ସିଂ କଲେଜ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନର୍ସିଂ କଲେଜ୍‌ର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ରାଲି ସହିତ ବେଟି ବଚାଓ ବେଟି
Read More...

ସରସ୍ଵତୀ ଶିଶୁ ମନ୍ଦିରରେ ଅଭିଭାବକ ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଶିଶୁଙ୍କ ଅଭିଭାବକମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତି ଉପ ସଭାପତି ମୁକୁନ୍ଦ ନାରାୟଣ ସିଂହଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟର ବରିଷ୍ଠ
Read More...

ସାରଣ୍ଡା ଜଙ୍ଗଲରେ ନକ୍ସଲ ଆକ୍ରମଣ : ଆଇଇଡି ବିସ୍ଫୋରଣରେ ଆହତ ସିଆର୍‌ପିଏଫ୍ ହେଡ୍ କନଷ୍ଟେବଳ ମହେନ୍ଦ୍ର ଲସ୍କର ଶହୀଦ

ଚାଇବାସା : ସାରଣ୍ଡାର ଘନ ଜଙ୍ଗଲରେ ନକ୍ସଲଙ୍କ ଦ୍ୱାରା ଆଇଇଡି ବିସ୍ଫୋଟ ଘଟଣାରେ ଆହତ ସିଆର୍‌ପିଏଫ୍ ହେଡ୍ କନଷ୍ଟେବଳ ମହେନ୍ଦ୍ର ଲସ୍କର ଶନିବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ଶହୀଦ୍ ହୋଇ ଯାଇଛନ୍ତି । ତାଙ୍କର ଶହୀଦ୍‌ ହୋଇଥିବା ସୂଚନା ସିଆର୍‌ପିଏଫ୍ ୬୦ ବାଟାଲିଅନ୍ କମାଣ୍ଡେଣ୍ଟ ଅମ୍ବୁଜ
Read More...

ମାୟାବର୍ହା ହାଇସ୍କୁଲଠାରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ
Read More...

ବିସ୍ଥାପିତ କମିଟି ଦ୍ଵାରା ସାମ୍ୱାଦିକ ସମ୍ମିଳନୀ

ସଇଁତଲା, (ଖୁସିରାଣୀ ସାହୁ) : ୧୯୮୫ ମସିହାରେ ପ୍ରାୟ ୨୦୦ ପରିବାରକୁ ବିସ୍ଥାପିତ କରି ବଡ଼ମାଲଠାରେ ଗୋଳାବାରୁଦ କାରଖାନା ପ୍ରତିଷ୍ଠା କରାଯାଇଥିଲା । ତେବେ ସେହି ସମୟରେ କାରଖାନାରେ ସରକାର ଓ ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ବି
Read More...

ଜାମସେଠରେ ନେଟୱର୍କ ଠପ୍ : ଇଣ୍ଟରନେଟ ଓ ଯୋଗାଯୋଗ ବନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠରେ ୨୪ ଘଣ୍ଟା ହେଲା ନେଟୱର୍କ ଠପ୍ ଯୋଗୁଁ ମୋବାଇଲ ସେବା ତଥା ଇଣ୍ଟରନେଟ ଭଳି ସେବାରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ମାଣ୍ଡୋସିଲ କାଦୋଘୁଚା ତଥା ଜାମସେଠ ଅଙ୍ଗନଦୀ ବ୍ରିଜ ନିକଟରେ
Read More...

ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ

ପିଏମ୍ ଧନଧାନ୍ୟ କୃଷି ଯୋଜନା ସୁନ୍ଦରଗଡ ସମେତ ଭାରତର ୧୦୦ଟି ଜିଲ୍ଲାରେ ଯୋଜନାର ଶୁଭାରମ୍ଭ୩୬ଟି ଯୋଜନା ଓ ୧୧୦୦ଟି ପରିଯୋଜନାର ଶୁଭାରମ୍ଭ ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆଜି କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ଓ କୃଷକ ଶସକ୍ତିକରଣ ବିଭାଗ, ସୁନ୍ଦରଗଡର
Read More...

ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଠାରେ ଜିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତରଫରୁ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପ୍ରେକ୍ଷାଳୟ ଠାରେ ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳନ ହୋଇଯାଇଛି । ଜିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧିକାରୀ ସୁଷମା ମହାପାତ୍ରଙ୍କ ସଭାପତିତ୍ୱରେ
Read More...

ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା କ୍ଲଷ୍ଟର ଅନ୍ତର୍ଗତ ତୁରେକେଲା ଆଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପାର୍ଥବ ମହାନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିରଞ୍ଚି ନାରାୟଣ ଦାଶ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୁଖ୍ୟ
Read More...

ଡିଏଭି ସ୍କୁଲରେ ସାହିତ୍ୟ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଡିଏଭି ପବ୍ଲିକ ସ୍କୁଲ ଅନ୍ତର୍ଗତ ଏକ ପୁସ୍ତକ ପ୍ରଦର୍ଶନୀ ଏବଂ ସାହିତ୍ୟ ସମ୍ମିଳନୀ ଆୟୋଜିତ ହୋଇଥିଲା । ସାହିତ୍ୟ ସମାଜର ଦର୍ପଣ । ଏଥିରେ ସମାଜର ସମସ୍ତ ତଥ୍ୟ ସ୍ଥାନ ପାଇଥାଏ କିନ୍ତୁ ମୋବାଇଲର ଯୁଗରେ ପୁସ୍ତକର ଆଗ୍ରହ ବଢାଇବା ଓ ଜ୍ଞାନ ଅର୍ଜନ କରିବା
Read More...