ପାତଳପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ୮ ଦିନ ହେଲା ଘରୁ ନିଖୋଜ ଥିଲେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳପଡ଼ା ଓ ପଟାମରା ଗ୍ରାମ ମଧ୍ୟବର୍ତ୍ତୀ ଗୋଚର ଜମିର ନର୍ସରୀରେ ଥିବା ଏକ ଚାକୁଣ୍ଡା ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ପୁଲିସ ଦ୍ଵାରା ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତିଜଣଙ୍କ ଏହି ଥାନା ହଳଦୀ ପଞ୍ଚାୟତ
Read More...

ହନୁମାନ ଜନ୍ମୋତ୍ସବ ସମିତି ପକ୍ଷରୁ ଚକ୍ଷୁ ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡାକ ବଙ୍ଗଳା ଛକରେ ରବିବାର ଦିନ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ହନୁମାନ ଜନ୍ମୋତ୍ସବ ସମିତି କୁତୁର୍ଲା ଓ ମହାନଦୀ ନେତ୍ର ଚିକିତ୍ସାଳୟ ବୀରମହାରାଜପୁରର ମିଳିତ ଉଦ୍ୟମରେ ଏହି ଶିବିର ଅନୁଷ୍ଠିତ ହୋଇଥିବା ବେଳେ ୮ଟି ଗାଁରୁ ପ୍ରାୟ
Read More...

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶୁଲିଆ କନ୍ଧ ବିଦ୍ୟାପୀଠ, ପୁରୁଣାପାଣି ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶୁଲିଆ କନ୍ଧ ବିଦ୍ୟାପୀଠ ପୁରୁଣାପାଣିର ପ୍ରଧାନ ଶିକ୍ଷକ କଳ୍ପ କୁମାର ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ହୋଇ ମୁଖ୍ୟ ଅତିଥି
Read More...

ସୁନାରେ ତିଆରି ସାରଙ୍କ ଧନୁ ଅଯୋଧ୍ୟା ପଠାଇବାକୁ ପ୍ରସ୍ତୁତି

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନାରେ ପ୍ରସ୍ତୁତ କରାଯାଉଥିବା ସାରଙ୍କ ଧନୁକୁ ଅଯୋଧ୍ୟାର ରାମମନ୍ଦିରକୁ ପଠାଇବା ପ୍ରସ୍ତୁତି ଆରମ୍ଭ ହୋଇଛି । ଏସମ୍ପର୍କରେ ସନାତନ ଜାଗରଣ ମଞ୍ଚର ଅଧ୍ୟକ୍ଷ ସନ୍ତୋଷ ବିଶ୍ୱାଳ ସୂଚନା ଦେଇ କହିଛନ୍ତି ଯେ, ଅଯୋଧ୍ୟା ରାମ ମନ୍ଦିରର ମହାସଚିବ ଚମ୍ପତ ରାୟଙ୍କ
Read More...

ଜିଲ୍ଲାସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଆଜି ଜିଲ୍ଲାସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ
Read More...

ଓମ ଭ୍ୟାଲି ସ୍କୁଲର ଏକାଦଶ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମହାବୀର ପେପର ମିଲକୁ ଶିଳ୍ପ ସମ୍ବନ୍ଧୀୟ ଭ୍ରମଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଓମ ଭ୍ୟାଲି ସ୍କୁଲ ସଦାବେଳେ ବିଦ୍ୟାର୍ଥୀଙ୍କ ପାଠପଢା ପାଇଁ ନୂତନ ପଦ୍ଧତି ଅବଲମ୍ବନ କରିବା ସହ ନୂତନ ଜ୍ଞାନ କୌଶଳ ପାଇଁ ପ୍ରାୟୋଗିକ ବିଦ୍ୟା ପ୍ରଦାନ କରାଯାଇଥାଏ । ସ୍କୁଲର ଛାତ୍ରଛାତ୍ରୀ କିପରି ଭଲ ପାଠ
Read More...

ଆଗକୁ ଧନତେରସ : ବାଲିଗୁଡାରେ ବୃଦ୍ଧି ପାଉଛି ବେଆଇନ ସୁନାରୁପା କାରବାର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆଗକୁ ଧନତେରସ ଥିବା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ବଜାରରେ ଚାଲିଛି ନକଲି ବିଲରେ ବେଧଡ଼କ ବେଆଇନ ସୁନା ଓ଼ ରୂପା କାରବାର । ଜିଏସଟି, ଆୟକର ତଥା ସ୍ଥାନୀୟ ପ୍ରଶାସନକୁ ହାତବାରିସୀ କରି ସୁନା ବେପାରୀ ଲୁଟି ଚାଲିଛନ୍ତି ଗ୍ରାହକଙ୍କୁ । ସୁନା
Read More...

କାର୍ତ୍ତିକ ମାସ ଉପଲକ୍ଷେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ କାର୍ତ୍ତିକ ମାସ ଉପଲକ୍ଷେ ଏକ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଚଳିତ ମାସ ୧୭ ଓ ୧୮ ତାରିଖ ଦୁଇଦିନ ଧରି ସନ୍ଧ୍ୟା ୫ ଘଣ୍ଟାରେ ଆୟୋଜିତ କରାଯିବା ପାଇଁ ଟ୍ରଷ୍ଟ ପକ୍ଷରୁ
Read More...

ଆଧୁନିକ ସାହିତ୍ୟ, ଶିଶୁ ମନସ୍ତାତ୍ତ୍ୱିକ ନୁହେଁ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ଶୀର୍ଷକ 'ଆଧୁନିକ ସାହିତ୍ୟରେ ଶିଶୁ ମନସ୍ତତ୍ତ୍ୱ' ଉପରେ ଆଲୋକପାତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଏକ ତୁଳନାତ୍ମକ ଚିତ୍ର, ଆଧୁନିକ ସାହିତ୍ୟି ଓ ଶିଶୁ ସାହିତ୍ୟ ଉପରେ ଆଲୋଚନା
Read More...

ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ପଣ୍ଡିତ ରଘୁନାଥ ମୁର୍ମୁ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟେରିୟମ, ତକତପୁର, ବାରିପଦା ଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ
Read More...