ଉଲିସିର୍କା ଠାରେ ଧରା ପଡିଲେ ୨ ଲୁଟେରା : ଜଣେ ଫେରାର୍‌

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବୁଧବାର ସନ୍ଧ୍ୟାରେ ନର୍ଲା ଥାନା ଅନ୍ତର୍ଗତ ଉଲିଶିର୍କା ଗ୍ରାମ ନିକଟରେ ସାଗରା ମେନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ଼ର ଏଜେଣ୍ଟ ଗ୍ରୁପ୍ କଲେକ୍ସନ୍‌ କରି ଫେରୁଥିବା ସମୟରେ ୩ ଜଣ ଦୁର୍ବୃତ୍ତ ଏକ ନମ୍ବର ବିହୀନ ବାଇକ୍‌ରେ ଆସି ଅତର୍କିତ ଭାବେ ଆକ୍ରମଣ…
Read More...

କୋରାପୁଟ ଖୁବଶୀଘ୍ର ଜାରି କରିବ ପିଜିଏସ୍ ପ୍ରମାଣିକୃତ ଜୈବିକ ଉତ୍ପାଦ

ଭବାନୀପାଟଣା, (ପିଆଇବି) : ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଜୈବିକ ଓ ପ୍ରାକୃତିକ କୃଷି କେନ୍ଦ୍ର ପକ୍ଷରୁ କୋରାପୁଟ ଲକ୍ଷ୍ମୀପୁରସ୍ଥିତ ବିପିକେପି କ୍ଲଷ୍ଟର ଏଫ୍ଆଇଏସି ସୌଧରେ ସହଭାଗୀ ଗ୍ୟାରେଣ୍ଟି ବ୍ୟବସ୍ଥା(ପିଜିଏସ୍) ଉପରେ ଏକ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ପଶ୍ଚିମ ଓଡ଼ିଶା ବିଜେପିର ସାଙ୍ଗଠନିକ ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡା ଜୀଙ୍କ ନିର୍ଦ୍ଦେଶ କ୍ରମେ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଜୀଙ୍କ ଆଗ୍ରହ କ୍ରମେ ବରଗଡ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଡାକ୍ତର ଅରୂପାନନ୍ଦ ସାହୁଙ୍କ ସଭାପତିତ୍ୱରେ 'ତ୍ରିରଙ୍ଗା ଯାତ୍ରା ତଥା ଘର…
Read More...

ଅଷ୍ଟମ ବାଟାଲିୟନ୍‌ ହାବିଲଦାର ଓ ସିପାହୀ ଶାଖା ସଂଘ ପାଇଁ ନାମାଙ୍କନ ପତ୍ର ଦାଖଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଗାଁ ନିକଟରେ ଥିବା ଅଷ୍ଟମ ବାଟାଲିୟନରେ ସିପାହୀ ଶାଖା ସଂଘର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଯାଇଛି । ବୁଧବାର ଦିନ ଅଷ୍ଟମ ବାଟାଲିୟନ ଦୁର୍ଗପତି ସାରଦାପ୍ରସାଦ ଦାଶଙ୍କ ନିକଟରେ ମୋଟ୍‌ ୨୨ ଜଣ ବିଭିନ୍ନ ପଦ…
Read More...

ଗଞ୍ଜାମ ମହାବିଦ୍ୟାଳୟର ୫୬ତମ ସ୍ୱର୍ଣ୍ଣକ୍ଷେତ୍ର ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ୫୬ ବର୍ଷରେ ପଦାର୍ପଣ କରିଛ ଗଞ୍ଜାମ ମହାବିଦ୍ୟାଳୟ । ଏହି ଅବସରରେ ବୁଧବାର ଦିନ ତାର ସ୍ୱର୍ଣ୍ଣକ୍ଷେତ୍ର ସମାରୋହ ଅଧ୍ୟକ୍ଷ ନରସିଂହ ଭୋଳଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି…
Read More...

ଟିଟିଲାଗଡ଼ ଘଣ୍ଟାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଷ୍ଠୀ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧବାର ଦିନ ୧୦ଟା ସମୟରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକର ଟିଟିଲାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ଵାରା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଘଣ୍ଟାଶୁଣି…
Read More...

ଅଙ୍ଗନଦୀ ସ୍ରୋତରେ ଭାସିଯାଇଥିବା ଛାତ୍ରଙ୍କୁ ଉଦ୍ଧାର କରି ସମ୍ବର୍ଦ୍ଧିତ ହେଲେ ୩ ଛାତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମହୁଳପାଲି ଅଙ୍ଗନଦୀରେ ଗତ ରବିବାର ଦିନ ସକାଳେ ଗାଧୋଇବା ସମୟରେ ମଝି ପାଣି ସ୍ରୋତରେ ଭାସି ଯାଉଥିବା ଛାତ୍ରଙ୍କୁ ୩ ଜଣଛାତ୍ର ଉଦ୍ଧାର କରି ଜୀବନ ବଞ୍ଚାଇଥିବାରୁ ଟାଉନ୍ କ୍ଲବ ତରଫରୁ ଉକ୍ତ ୩ ଜଣ ଛାତ୍ରଙ୍କୁ ଘଟଣାର ସ୍ମୃତି ଉଦ୍ଧେଶ୍ୟରେ…
Read More...

ରାଜପୁର ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପୋଲିସ : ୫ ଅଭିଯୁକ୍ତ କୋର୍ଟ ଚାଲାଣ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ରାଜପୁର ଗ୍ରାମରେ ଗତ ୩୧ ତାରିଖ ବିଳମ୍ବିତ ରାତ୍ରିରେ ଏକ ବଡ଼ ଧରଣର ସଶସ୍ତ୍ର ଡକାୟତି ହୋଇଥିଲା । ସେ ସମ୍ପର୍କରେ ଜୁନାଗଡ଼ରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଡକାୟତି ଘଟଣାର ପର୍ଦ୍ଦାଫାଶ…
Read More...

ମୁରିବହାଲ ପଞ୍ଚାୟତ ସମିତିର ଷଷ୍ଠ ଦ୍ଵିମାସିକ ବୈଠକ ଅନୁଷ୍ଠିତ

ବିଭିନ୍ନ ବିଷୟକୁ ନେଇ ସରଗରମ ଆଲୋଚନାସମିତି ସଭ୍ୟଙ୍କ ମଧ୍ୟରେ ତୁତୁମେମେ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତିର ଷଷ୍ଠ ଦ୍ଵିମାସିକ ବୈଠକ ବୁଧବାର ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି…
Read More...

ଟିଙ୍ଗୋପଖାନ ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ସ୍ଥିର : ଡାକ୍ତରଖାନାରେ ଆକ୍ରାନ୍ତଙ୍କୁ ଭେଟିଲେ ଜିଲ୍ଲାପାଳ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଟିଙ୍ଗପଖାନ ଗ୍ରାମରେ ୨୭ ଜଣ ଝାଡ଼ାବାନ୍ତିରେ ସଂକ୍ରମିତ ହେବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଦିବାସୀ ବହୁଳ ଏହି ଗାଁ ବିକାଶରୁ ବହୁଦୂରରେ ରହିଥିବା ବେଳେ ସଂକ୍ରମଣ ହେତୁ ଅନେକ ପ୍ରଶାସନିକ ଅଧିକାରୀଙ୍କ ସହ…
Read More...