ହାପି ମୋମେଣ୍ଟସ୍‌ର ସମ୍ବଲପୁରୀ ଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍‌ ଅଫ୍ ଇଣ୍ଡିଆ ଓ ଆଦିବାସୀ ଏବଂ ଲୋକନୃତ୍ୟ ଆର୍ଟ ସେଣ୍ଟର, ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଏନ୍ଆଇଟିଟିର ଅଡିଟୋରିୟମ ଠାରେ ସମ୍ବଲପୁରୀ ଦିନ ପାଳନ କରାଯାଇଥିଲା । ହାପି ମୋମେଣ୍ଟସ୍‌ର ଅଧ୍ୟକ୍ଷ ରାଜେନ୍ଦ୍ର…
Read More...

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ବିଧାୟକ ପ୍ରତିନିଧିଙ୍କ ଦାବିପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ ) : ବିଶ୍ରା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ କାର୍ଯ୍ୟରତ ଶିଶୁ ରୋଗ ବିଭାଗର ଜନୈକ ଡାକ୍ତରଙ୍କ ବିରୁଦ୍ଧରେ ଗତ କିଛି ଦିନ ହେବ ବିଶ୍ରା ତଥା ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଜନସାଧାରଣଙ୍କ ଅଭିଯୋଗ ଏବଂ ସରପଞ୍ଚ ସୁରଜ…
Read More...

ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଚନ୍ଦନଭାଟି ଠାରେ ବଲାଙ୍ଗିର ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରବିବାର ଉଦ୍‌ଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଚନ୍ଦନଭାଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ ପଧାନ ମୁଖ୍ୟ ଅତିଥି ଭାବେ…
Read More...

ତେଲରେ ଅପମିଶ୍ରଣ : ଭାସୁଛି ଜେଲି ଭଳି ପଦାର୍ଥ, ସାମ୍ପୁଲ ନେଲା ପୋଲିସ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ପେଟ୍ରୋଲରେ ଭାସୁଛି ଜେଲି ଭଳି ପଦାର୍ଥ । ଅପମିଶ୍ରଣ ତେଲ ପକାଇବା ଯୋଗୁଁ ଗାଡି ଖରାପ ହେଉଛି । ଏମିତି ଏକାଧିକ ଅଭିଯୋଗ ପରେ ଉତ୍ତେଜନାକୁ ଦେଖି ପୋଲିସ ସାମ୍ପୁଲ ସଂଗ୍ରହ କରିଛି । ଭଦ୍ରକ ସହର ମଧ୍ୟରେ ଥିବା ବର୍ଷା ଫୁଏଲ୍‌ସ୍‌ ବିରୋଧରେ ଏମିତି ଅଭିଯୋଗ ଆସିଛି…
Read More...

ବଲାଙ୍ଗିରରେ ଜାତୀୟ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ

ବଲାଙ୍ଗିର : ଆସନ୍ତା ଅଗଷ୍ଟ ୧୫ ତାରିଖରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତଥା ଶ୍ରମ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଜାତୀୟ ପତାକା ଉତ୍ତୋଳନ କରିବେ । ଏଥିସହ ମନ୍ତ୍ରୀ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ…
Read More...

ଉତେଇ କେନାଲରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କର୍ଲାମୁଣ୍ଡା : ସୋମବାର ସକାଳୁ କର୍ଲାମୁଣ୍ଡା ଉତେଇ ଜଳସେଚନ ପ୍ରକଳ୍ପ ଅଧୀନ ଉତେଇ କେନାଲରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଖବର ପାଇ କର୍ଲାମୁଣ୍ଡା ଓ ରିଷିଡା ଫାଣ୍ଡିର ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।…
Read More...

ବିଲରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର : ଚାଳକ ମୃତ

କଳାହାଣ୍ଡି : ଧାନ ରୁଆ ପ୍ରସ୍ତୁତି ବେଳେ ଅଘଟଣ । ଚାଷ ଜମିରେ କାଦୁଅ କରିବା ସମୟରେ ବିଲରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ତଳେ ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଦବ୍ରୀଗୁଡାରେ ଘଟିଛି । ମୃତ ଡ୍ରାଇଭର ଜଣକ…
Read More...

ଧାନ ବିଲକୁ କ୍ଷତିଗ୍ରସ୍ତ କଲେ ୧୮ ଟିକିଆ ହାତୀପଲ

କଟକ : ହାତୀଙ୍କ ଉତ୍ପାତ ବଢି ଚାଲିଛି । ବିଭିନ୍ନ ଅଞ୍ଚଳରେ ଚାଷୀ ଲଗାଇ ଥିବା ଧାନ ବିଲକୁ କ୍ଷତିଗ୍ରସ୍ତ କରୁଛନ୍ତି ୧୮ ଟିକିଆ ହାତୀପଲ । କଟକ ଜିଲ୍ଲା ନରସିଂହପୁରରେ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି । ଗୋପପୁର, ଯନ୍ତାରିଆ, ବଢିଆ ଆଦି ଗାଁରେ ହାତୀପଲ ପଶି ଧାନ ଫସଲ ନଷ୍ଟ କରିଥିବା…
Read More...

ବାଙ୍ଗଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣର ପ୍ରତିବାଦ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣର ପ୍ରତିବାଦ । ପ୍ରତିବାଦ କଲେ ଭଦ୍ରକ ସହରର ମହାବୀର ନଗରର ଅଧିବାସୀ । ମହାବୀର ନଗରର ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତ ଅଧିବାସୀ ପ୍ରତିବାଦ ପୂର୍ବକ ସହରରେ ଶୋଭଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖକୁ ଆସିଥିଲେ ।…
Read More...

ଆନ୍ତର୍ଜାତୀୟ ଶିକ୍ଷା ଇନୋଭେସନ୍‌ ଶିବିରରେ କଳାହାଣ୍ଡିର ମିଳନ ବିଶି

୭ ଦିନିଆ ଏହି ଶିବିରରେ ଭାରତର ୬୫ ଜଣ ମ୍ୟାନେଜ୍‌ମେଣ୍ଟ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଥାଇଲାଣ୍ଡର ବ୍ୟାଙ୍କକସ୍ଥିତ ଏସିଆନ୍‌ ଇଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜିରେ ଗତ ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବିଜନେସ୍‌ ଓ…
Read More...