ଯୋଗାଣ ବିଭାଗର ଚଢାଉ : ୬ କ୍ୱିଣ୍ଟାଲ କଣ୍ଟ୍ରୋଲ ଚାଉଳ ଜବତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଯୋଗାଣ ବିଭାଗ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲିଗୁଡା ନୁଆସାହି ରାସ୍ତାରେ ତେଜରାତି ଦୋକାନ କରିଥିବା ସୂର୍ଯ୍ୟ ପ୍ରସାଦ ପଣ୍ଡାଙ୍କ ଦୋକାନ ଉପରେ ଶନିବାର ଅଚାନକ ଚଢ଼ାଉ କରି ୬ କ୍ୱିଣ୍ଟାଲ ସରକାରୀ…
Read More...

କୋସଲି ହକ୍‌ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ଅଷ୍ଟମ ସୂଚୀରେ ସାମିଲ ଓ ରାଜ୍ୟର ଦ୍ୱିତୀୟ ସରକାରୀ ଭାଷା ପାଇଁ ଦାବୀ ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଆଜି କୋଶଲ ଯୁବ ଶକ୍ତି, ବଙ୍ଗୋମୁଣ୍ଡା ଅନୁଷ୍ଠାନ ତରଫରୁ ବଙ୍ଗୋମୁଣ୍ଡା ବିଡିଓ ଜରିଆରେ ବଙ୍ଗୋମୁଣ୍ଡା ଠାରେ କୋସଲି ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବା ପାଇଁ…
Read More...

୩ଟି ଚୋରି ଘଟଣାର ପର୍‌ଦାଫାସ୍‌ କଲା ପୋଲିସ

ସୁନାବେଡ଼ା/ସେମିଳିଗୁଡ଼ା, (ସୁନାମ ହନ୍ତାଳ) : ଗତ କିଛି ଦିନ ହେବ ସେମିଳିଗୁଡା ଓ ସୁନାବେଡା ସହରର ବିଭିନ୍ନ ଅଂଚଳରେ ହେଉଥିବା ଚୋରିକୁ ନେଇ ସୁନାବେଡା ଥାନାରେ ଏକାଧିକ ଅଭିଯୋଗ ହୋଇଥିଲା । ଏହାକୁ ଗୁରୁତ୍ୱର ସହ ନେଇ ସୁନାବେଡା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ…
Read More...

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ସଂଗଠନ ତରଫରୁ ହର୍ଷ ଉଲ୍ଲାସର ସହ ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ସଂଯୋଜକ ତଥା…
Read More...

ଡାକ୍ତରୀ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ଦୃଢ଼ ନିନ୍ଦା କରି ଛତ୍ରପୁର ଡ଼ାକ୍ତରଙ୍କ କଳାବ୍ୟାଜ୍ ପରିଧାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ ରାଜ୍ୟ କଲିକତାର ଆର.ଜି.କର ମେଡ଼ିକାଲ କଲେଜ ପରିସରରେ ମେଡ଼ିକାଲରେ ଟ୍ରେନିଂ ଡାକ୍ତରୀ ମହିଳାଙ୍କୁ କାର୍ଯ୍ୟରତ ଅବସ୍ଥାରେ ବଳାତ୍କାର ପରେ ହତ୍ୟା କରାଯାଇଛି । ଏହି ଘଟଣାକୁ ସାରା ଦେଶରେ ଡାକ୍ତରୀ ସଂଘ ପକ୍ଷରୁ…
Read More...

ବ୍ରହ୍ମପୁରରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଐତିହାସିକ ସ୍ଥଳ ବ୍ରହ୍ମପୁର ମହାନଗରରେ ଉପଖଣ୍ଡସ୍ତରୀୟ ୭୮ତମ ସ୍ଵାଧୀନତା ଦିବସ ସମାରୋହ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶ ମଧ୍ୟରେ ପାଳିତ ହୋଇଯାଇଛି । ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ ପଡିଆ ଠାରେ ଆୟୋଜିତ ସମ୍ମିଳିତ ପ୍ୟାରେଡରେ ଗଞ୍ଜାମ…
Read More...

କ୍ଷେତ୍ରମୋହନ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ୭୮ତମ ସ୍ୱାଧିନତା ଦିବସ ଓ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ନରେନ୍ଦ୍ରପୁର ସ୍ଥିତ କ୍ଷେତ୍ରମୋହନ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ୭୮ତମ ସ୍ୱାଧିନତା ଦିବସ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭାପତି ଡ଼ଃ ସୁଶାନ୍ତ କୁମାର ମିଶ୍ର ପତକା ଉତ୍ତୋଳନ କରିଥିଲେ ।…
Read More...

ଧନକଉଡ଼ା ବ୍ଲକସ୍ତରୀୟ ଆନ୍ତଃବିଦ୍ୟାଳୟ କୁଇଜ ପ୍ରତିଯୋଗିତା

ସମ୍ବଲପୁର, (ନିରୋଜ କୁମାର ପାଣୀ) : ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪ -୨୫ ଆନୁକୂଲ୍ୟରେ ଧନକଉଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ହାଇସ୍କୁଲ ସ୍ତରୀୟ ଆନ୍ତଃବିଦ୍ୟାଳୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ…
Read More...

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଲକ୍ଷ୍ମୀବସ୍‌ ସୁଇପରଙ୍କ ଜୀବନ

ଲୋଇସିଂହା, (କେପିଏନ୍‌ଏସ୍‌) : ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ଠାରେ ଶନିବାର ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ଜୀବନ ଚାଲିଯାଇଛି । ମୃତକ ଜଣକ ହେଲେ ଲୋଇସିଂହା ଜଡ଼ାମୁଣ୍ଡାର ସୁମନ୍ତ ପଧାନ(୨୫) । ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା…
Read More...

ଟ୍ରେନି ଡ଼ାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଡ଼ାକ୍ତରୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରେନି ଡ଼ାକ୍ତରୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବଲାଙ୍ଗିରରେ ବି ତେଜିଲା ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । କୋଲକତାର ଟ୍ରେନି ଡ଼ାକ୍ତରୀ ଛାତ୍ରୀ ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ଆଜି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ…
Read More...