ସଇଁତଲା ଭୁବନେଶ୍ୱର ବାବା ପୀଠରେ ମହା ଜଳାଭିଷେକ, ଶଙ୍ଖ ଧୂନିରେ କମ୍ପିଲା ମନ୍ଦିର
ସଇଁତଲା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଭୁବନେଶ୍ୱର ବାବା ପୀଠରେ ରବିବାର ସନ୍ଧ୍ୟା ଆଳତୀ କମିଟି ତରଫରୁ ମହା ଜଳାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଣ୍ଡିତ ବିକ୍ରମ କୁମାର ମିଶ୍ରଙ୍କ ତତ୍ତ୍ୱବଧାନରେ ମନ୍ଦିର ପୂଜକ ଜୟରାମ ବଡ଼ମାଳି ଓ ଶୁଭେନ୍ଦୁ!-->…
Read More...
Read More...