ଗୌଡମାଲ ଗ୍ରାମରେ ୭୮ତମ ଝୁଲଣ ଯାତ୍ରା ମହୋତ୍ସବ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଗୌଡ଼ମାଳ ଗ୍ରାମରେ ୭୮ ବର୍ଷ ହେବ ଝୁଲଣ ଯାତ୍ରା ପାଳିତ ହୋଇଆସୁଛି । ଗୌଡମାଲ ଗ୍ରାମରେ ବିଗତ ବହୁବର୍ଷ ପୂର୍ବେ ଗାଈ ଗୋରୁଙ୍କୁ ବିଭିନ୍ନ ମହାମାରୀର ରୋଗରେ ଆକ୍ରାନ୍ତ ହେଉଥିଲେ । ସେଥିପାଇଁ ଗାଈ ଗୋରୁଙ୍କ!-->…
Read More...
Read More...