ଜନ୍ମ ପୀଠରେ ଗଙ୍ଗାଧର ଜୟନ୍ତୀ

କବି ଗଙ୍ଗାଧର ଥିଲେ ସତ୍ୟ, ଶିବ, ସୁନ୍ଦର ଏକ ନିଷ୍ଟ ଉପାସକ ବରଗଡ, (ନିରୋଜ କୁମାର ପାଣୀ) : କବି ଗଙ୍ଗାଧର ଥିଲେ ସତ୍ୟ ଶିବ ସୁନ୍ଦରର ଏକ ନିଷ୍ଠ ଉପାସକ ତଥା ମାନବବାଦର ଆଦ୍ୟ ପ୍ରବର୍ତ୍ତକ । ତାଙ୍କ କାବ୍ୟ ସମ୍ଭାରରେ ନୈସର୍ଗିକ ଶାଶ୍ଵତ ସତ୍ତାର ଉପଲବ୍ଧି ହୁଏ ବୋଲି ଜନ୍ମ ପୀଠ ବରପାଲିରେ…
Read More...

ଓଲଟିଲା ଯାତ୍ରୀବାହୀ ବସ୍‌ : ୧୨ ଆହତ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ଓଲଟିଲା ଯାତ୍ରୀବାହୀ ବସ୍‌ । ୧୨ ଜଣ ଆହତ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ରଘୁନାଥ ଦାମୋଦର ଜୀଉ ନାମକ ବସ୍‌ ଉଦଳାରୁ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାଣୀତାଲ ରେଲୱେ ଗେଟ୍ ଗୋପାଳୀ ଛକ ସାମ୍ନାରେ ନୟନ…
Read More...

ଗଙ୍ଗାଧର ମେହେର ଥିଲେ ଓଡ଼ିଆ ଭାଷା ଅନ୍ଦୋଳନର ଅନ୍ୟତମ ସାରଥୀ

ଯୁଗଯାତ୍ରୀ ସାହିତ୍ୟ ସଂସଦର ୧୬୩ତମ ମେହେର ଜୟନ୍ତୀ କଳାହାଣ୍ଡି : (ପି. କେ. ସାହୁ) : ଗଙ୍ଗାଧର ମେହେର ଥିଲେ ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ସାରଥି । ଓଡ଼ିଆ ଅସ୍ମିତାର ପ୍ରତିନିଧି ବୋଲି ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦର ୧୬୩ତମ ପ୍ରକୃତି କବି…
Read More...

କ୍ରାନ୍ତି, ବ୍ରହ୍ମପୁର ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ମା’ ତୁଝେ ସାଲାମ୍‌ – ୨୦୨୪ରେ ଆହ୍ୱାନ

'ଆମେ ଏକତ୍ରିତ ହୋଇ କର୍କଟ ରୋଗରୁ ସ୍ଵାଧୀନତା ପାଇଁ ସଂଗ୍ରାମ ଜାରି ରଖିବୁ' ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୭୮ତମ ସ୍ଵାଧୀନତା ଦିବସ ଅବସରରେ ସ୍ଥାନୀୟ ହିଲ୍‌ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ରଙ୍ଗାରଙ୍ଗ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ…
Read More...

ଡେଲାଙ୍ଗର ପ୍ରସିଦ୍ଧ ଝୁଲଣ ପର୍ବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗ୍ରାମର ପ୍ରସିଦ୍ଧ ଝୁଲଣ ଯାତ ରାଧାକାନ୍ତ ଦେବ ମଠ ଓ ରାଧାମୋହନ ଦେବ ମଠରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି । ଏହା ୫ଦିନ ଧରି ଚାଲିବ ଏବଂ…
Read More...

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋଏଲ ଏବଂ ଆରକ୍ଷୀ…
Read More...

ନୀତି ଆୟୋଗର ସଦ୍ୟତମ ତଥ୍ୟ : ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା

ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ପ୍ରସ୍ତାବ ବିଚାରାଧିନ ନାହିଁକେବିକେରେ ଜୀବନଧାରଣ ମାନକୁ ଉନ୍ନତ କରିବା ପାଇଁ ପ୍ରସ୍ତାବ ନାହିଁ ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ପ୍ରସ୍ତାବ ନୀତି ଆୟୋଗର ବିଚାରାଧିନ ନାହିଁ ବୋଲି ନୀତି ଆୟୋଗର ଜନ…
Read More...

ଅନୁସୂଚିତ ଜନଜାତି ମିଳିତ ମଞ୍ଚ ବୋଡ଼େନ ବ୍ଲକ ତରଫରୁ ଭାରତ ବନ୍ଦ ପ୍ରସ୍ତୁତି ବୈଠକ

ନୂଆପଡ଼ା, (ଅଜିତ ବେହେରା) : ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଧାରା ୩୪୧, ୩୪୨ ଅନୁସାରେ ଆଦିବାସୀ ଓ ହରିଜନଙ୍କ ବିରୁଧାଚରଣ କରୁଛି । ଏଣୁ ଏହାର ପ୍ରତିବାଦରେ ସକାଳ ୬ଟାରୁ ଅପରାହ୍ନ ୬ଟା ପର୍ୟ୍ୟନ୍ତ ୧୨ଟା ଭାରତ ବନ୍ଦ କରିବାରେ ବୋଡ଼େନ ମଧ୍ୟ ଭାରତ ବନ୍ଦରେ ବୋଡ଼େନ ବ୍ଲକ ମଧ୍ୟ ଶାନ୍ତି…
Read More...

ଓଡ଼ିଶା ଜୀବିକା ମିଶନ ଇ. ସି. ସଂଘ ତରଫରୁ ଘୁନେଶ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ରକ୍ଷାବନ୍ଧନ ଉତ୍ସବ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଘୁନେଶ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଧୁମ୍‌ଧାମ୍‌ରେ ଓଡ଼ିଶା ଜୀବିକା ମିଶନ ଇ.ସି. ସଂଘ ତରଫରୁ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଘୁନେଶ ଗ୍ରାମପଞ୍ଚାୟତର ସରପଞ୍ଚ…
Read More...

ଗଙ୍ଗାଧରଙ୍କ ଜୟନ୍ତୀ ପାଳନ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଓଡିଆ ଅସ୍ମିତାର ସମୟୋପଯୋଗୀ ଆହ୍ୱାନ ଅବସରରେ ଗଙ୍ଗାଧରଙ୍କ ସାହିତ୍ୟ କୃତିକୁ ରୋମନ୍ଥନ କଲେ ମାତୃଭାଷା, ମାତୃଭୂମି, ଓଡିଶାର ଐତିହ୍ୟ, ପଶ୍ଚିମ ଓଡିଶାର ସଂସ୍କୃତି ତଥା ପରିପୁଷ୍ଟ ଜନଜୀବନର ପ୍ରକୃତ ପରିଚୟ ମିଳେ । ଗଙ୍ଗାଧରଙ୍କ ଉଚ୍ଚାଙ୍ଗ ସାରସ୍ୱତ ସୃଷ୍ଟିହିଁ…
Read More...