ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ହେବା ପରେ ଅନୱର ଇବ୍ରାହିମଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ । ମୁଁ ଖୁସି ଯେ, ମୋର ତୃତୀୟ କାର୍ଯ୍ୟକାଳ ଆରମ୍ଭରେ ଆପଣଙ୍କୁ ଭାରତରେ ସ୍ୱାଗତ କରିବାର ସୁଯୋଗ ପାଇଛି । ଭାରତ ଏବଂ ମାଲେସିଆ ମଧ୍ୟରେ ଉନ୍ନତ ରଣନୈତିକ ଭାଗିଦାରୀ ଏକ ଦଶନ୍ଧି ପୂରଣ…
Read More...

ଖପ୍ରାଖୋଲ ଅଞ୍ଚଳରେ ବନ୍ଦ ପାଳନ ଜୋର୍‌ସୋର୍‌ରେ ଆରମ୍ଭ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାକୁ ସଫଳ କରିବା ଲାଗି ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପକ୍ଷରୁ ଖପ୍ରାଖୋଲ ଅଞ୍ଚଳରେ ବନ୍ଦ ପାଳନ ଜୋର୍‌ସୋର୍‌ରେ ଦେଖିବାକୁ ମିଳିଛି ।
Read More...

ଭାରତ ବନ୍ଦ ପ୍ରଭାବରେ ବଲାଙ୍ଗିର ସହର ଠପ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ବନ୍ଦ ପ୍ରଭାବରେ ଆଜି ବଲାଙ୍ଗିର ସହର ଠପ୍‌ ହୋଇପଡ଼ିଛି । ବଲାଙ୍ଗିର ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟିର ଡାକରାରେ ବଲାଙ୍ଗିର ସହରର ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ସଂପୂର୍ଣ୍ଣ ଭାବେ ବନ୍ଦ…
Read More...

ଡ. ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ପାଇଁ ଜନ ସଚେତନତା ରେଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଜେନିଥ ଲାୟନ୍ସ ଗୁରୁକୁଳ ପକ୍ଷରୁ ଆଜି ଏକ ରେଲି ରାଜବାଟୀ ପଡିଆ ଠାରୁ ଆରମ୍ଭ ହୋଇ ଭେଉଁରିଆ ଛକ ପର୍ଯ୍ୟନ୍ତ ଯାଇଥିଲା । ଏହି ରେଲି କଲିକତାରେ ଘଟିଥିବା ଅମାନବୀୟ ଘଟଣା ଡ. ମୌମିତା ଦେବନାଥଙ୍କୁ ତୁରନ୍ତ ନ୍ୟାୟ ଦାବୀ ପାଇଁ ଆୟୋଜନ…
Read More...

ପାଇକମାଲ ପଞ୍ଚାୟତ ସମିତିର ସପ୍ତମ ବୈଠକ : ପିସି କାରବାରକୁ ନେଇ ହଟ୍ଟଗୋଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ପଞ୍ଚାୟତ ସମିତିର ସପ୍ତମ ବୈଠକ ବ୍ଲକ ସଭାଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଚେୟାରମେନ ଭାବନା ସିଂ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଓ ପଦ୍ମପୁର…
Read More...

ବଲାଙ୍ଗିର ପୋଲିସ ହାତରେ ଧରାପଡ଼ିଲେ ଏମ୍‌ଡ଼ିଏମ୍‌ ଚାଉଳ ଚୋର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୋଲିସ ହାତରେ ଧରାପଡ଼ିଛନ୍ତି ଏମ୍‌ଡ଼ିଏମ୍‌ ଚାଉଳ ଚୋର । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ରିନ୍‌ବଚନ ଗ୍ରାମର ସ୍କୁଲରୁ ଏମ୍‌ଡ଼ିଏମ୍‌ ଚାଉଳ ଚୋରି ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ୍‌ କରିଥିବା ଜଣାପଡ଼ିଛି…
Read More...

ବିଦ୍ୟୁତ୍ ଆଘାତରେ ମୃତ ଯୁବକର ଶବ ରଖି ଆନ୍ଦୋଳନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର କିଶୋର ପଡା ଅନ୍ତର୍ଗତ ଜଳନ୍ଧର ପାତ୍ରଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହେବା ଫଳରେ, ଶବକୁ ଜୟପାଟଣା ମୁଖ୍ୟରାସ୍ତାରେ ରଖି ଲୋକେ ଆନ୍ଦୋଳନ କରୁଥିବାର ଦେଖିବାକୁ ମିଳିଛି । ଫଳରେ ରାସ୍ତାରେ ଉଭୟ ପାର୍ଶ୍ଵରେ ଶହ ଶହ ଯାନ ଅଟକି ରହିଥିବା ବେଳେ…
Read More...

ଯୁବ କୁଲୁତା ସମାଜ ତରଫରୁ ବୃକ୍ଷରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ବ୍ଲକ କୁସଙ୍ଗ ଡିଗ୍ରୀ କଲେଜରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜ ଅଧ୍ୟକ୍ଷ ବିଜୟ କୁମାର କଲେତ, ଡ. ଲକ୍ଷ୍ମଣ ମେହେର ଅତିଥି ରୂପେ ଯୋଗଦାନ ଦେଇ ପରିବେଶ ସୁରକ୍ଷା ପାଇଁ…
Read More...

ଦିବ୍ୟାଙ୍ଗ ହ୍ୱିଲ୍‌ ଚେୟାର କ୍ରିକେଟ୍‌ ଖେଳାଳୀ ଯୁଧିଷ୍ଠିର ପଧାନ ଭୁବନେଶ୍ୱରରେ ରାଜସ୍ୱ ମନ୍ତ୍ରୀଙ୍କ ଦ୍ଵାରା…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଆଥଲେଟିକ୍‌, ହକି, କ୍ରିକେଟର୍‌ମାନଙ୍କୁ ଉତ୍ସାହିତ କରିବା ଉଦ୍ଧେଶ୍ୟରେ ଆଇକନିକ୍‌ କ୍ରୀଡା ପୁରସ୍କାର-୨୦୨୪ ସୋମବାର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କିଟ୍‌ର ମହିଳା ଭଲିବଲ୍ ଖେଳାଳି…
Read More...

ଦେଓଗାଁ ବ୍ଲକ ମୁଖ୍ୟାଳୟରେ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗଷ୍ଟ ମାସ ପାଇଁ ଜିଲ୍ଲା ପ୍ରଶାସନ ଦ୍ଵାରା ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଦେଓଗାଁ ବ୍ଲକ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଗୌରବ ଶିବାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ…
Read More...