ପୂଜ୍ୟପୂଜା ସେବା ସଂଗଠନରେ ମା’ ପାର୍ବତୀ ଗିରି ଶ୍ରାଦ୍ଧଉତ୍ସବ ଓ ସଂଗଠନର ସ୍ୱନକ୍ଷତ୍ର ଦିବାସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସେବା ସଂସ୍ଥା ପୂଜ୍ୟପୂଜା ସେବା ସଂଗଠନରେ ମା' ପାର୍ବତୀ ଗିରିଙ୍କ ଶ୍ରାଦ୍ଧଉତ୍ସବ ଓ ଅନୁଷ୍ଠାନର ୧୯ତମ ସ୍ୱନକ୍ଷତ୍ର ଦିବସ ପତିତପାବନ ଏକାଡେମୀ ସଭା ଗୃହରେ ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଲକ୍ଷପତି ଦିଦି ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଲକ୍ଷପତି ଦିଦି ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିପିଏମ୍ ନୀଳମାଧବ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ…
Read More...

ରାସ୍ତାରେ ଲହଡି ମାରୁଛି ପାଣି

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ଖଡିଆଳ ଏନ୍‌ଏସି ବାଇପାସ୍‌ ରାସ୍ତାଟି ଡ୍ରେନ୍‌ର ଅଭାବ ଯୋଗୁଁ ତାହା କୁତ୍ରିମ ବନ୍ୟା ଭଳି ପରିସ୍ଥିତି ଦେଖାଦେଇଛି । ୱାର୍ଡ ନମ୍ବର ପାଞ୍ଚ କବରସ୍ଥାନ ସହ ସାହୁପଡାକୁ ଯାଇଥିବା ବାଇପାସ୍‌ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମା ହୋଇ ଲହରି ମାରୁଛି ।…
Read More...

ଛାତ୍ରଛାତ୍ରୀଙ୍କ ଆଡ୍‌ମିସନ୍‌ ଟଙ୍କା ଠକେଇ ଅଭିଯୋଗରେ ଜେଲ୍‌ ଗଲେ ଅବିନାଶ ସାହୁ

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ଦିନକୁ ଦିନ ଲୋକଙ୍କ ସୁବିଧା ନିମନ୍ତେ ଡିଜିଟାଲ୍‌ ଭାରତ ଅଧୀନରେ ବିଭିନ୍ନ କାର୍ଯ୍ୟ ସବୁ ଅନ୍‌ଲାଇନ ମାଧ୍ୟମରେ ହେଉଛି । ଆର୍ଥିକ କାରବାର ହେଉ କି ପାଠପଢ଼ା ପାଇଁ କୌଣସି ଫି’ ଦେବାକୁ ହେଉ, ଆଜିକାଲି ସବୁ ଡିଜିଟାଲ । ତେବେ ଏହି ସୁବିଧାରେ ମଧ୍ୟ ବାଧକ…
Read More...

ଶତାୟୁ ପୁରୁଷ ଅରକ୍ଷିତ ନେଗୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବରପାଲିପଡ଼ା ନିବାସୀ ଶତାୟୁ ପୁରୁଷ ଅରକ୍ଷିତ ନେଗୀ(୧୦୪)ଙ୍କ ଗତରାତି ପ୍ରାୟ ୧୦ଟା ସମୟରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସରକାରୀ ଚାକିରୀରୁ ସେ ଅବସର ଗ୍ରହଣ କରିଥିଲେ । ସ୍ୱର୍ଗତ ଅରକ୍ଷିତ ୫ ଜଣ ସନ୍ତାନ ସନ୍ତତିଙ୍କ ଜନକ ହୋଇଥିବା ବେଳେ…
Read More...

ଟେଙ୍ଗରା ଗ୍ରାମରେ ସ୍ୱାମୀର ବନ୍ଧୁକ ଗୁଳିରେ ସ୍ତ୍ରୀ ଗୁରୁତର ଘଟଣା : ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡସାଇମରା ପଞ୍ଚାୟତ ଟେଙ୍ଗରା ଗ୍ରାମର ବହୁଚର୍ଚ୍ଚିତ ସ୍ଵାମୀ ତାଙ୍କ ନିଜ ସ୍ତ୍ରୀଙ୍କୁ ଏକ ହାତ ତିଆରି ଦେଶୀ ବନ୍ଧୁକରେ ଗୁଳି ମାରିଦେବାରୁ ସ୍ତ୍ରୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ…
Read More...

ମାଣ୍ଡୋସିଲରେ ଜିଲ୍ଲା‌ସ୍ତରୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ରବିବାର ବରଗଡ଼ ଜିଲ୍ଲା ୨୬ତମ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ସଙ୍ଗତି ମଣ୍ଡଳ ଶ୍ରୀଅରବିନ୍ଦ ପାଠଚକ୍ର ସଙ୍ଗଠନ ଆନୁକୂଲ୍ୟରେ ଅନୁଷ୍ଠିତ…
Read More...

କଣ୍ଟାବାଞ୍ଜି ଭୁଲିଆ ସମାଜ ଦ୍ୱାରା ମେହେର ଜୟନ୍ତି ପାଳିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିସ୍ଥିତ ଭୁଲିଆ ସମାଜଦ୍ୱାରା ରବିବାର ଦିନ ସ୍ଥାନୀୟ ସରସ୍ୱତୀ ବିଦ୍ୟା ମନ୍ଦିର ସଭା ଗୃହରେ ଗଙ୍ଗାଧର ମେହେର ଜୟନ୍ତି ଧୁମଧାମରେ ପାଳିତ ହୋଇଛି । ଏହି ସଭାରେ ବିଧାୟକ ଲକ୍ଷ୍ମଣ ବାଗ (ମୂଖ୍ୟ ଅତିଥୀ) ସମ୍ମାନିତ ଅତିଥୀଭାବେ…
Read More...

କୋଇଡା ୧୫୩ ଜଣ ଲକ୍ଷପତି ଦିଦିଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ

କୋଇଡା, (ସମ୍ବିତ ଜେନା) : ମହିଳାଙ୍କ ସଶକ୍ତିକରଣ ଦିଗରେ ବଡ ପଦକ୍ଷେପ ନେଇଛନ୍ତି ମୋଦୀ ସରକାର । ମହାରାଷ୍ଟ୍ରର ଜଲଗାଁଓ ଠାରେ ଆୟୋଜିତ ଲକ୍ଷପତି ଦିଦି ସମ୍ମିଳନୀରେ ଯୋଗଦେଇ ଏଗାରଲକ୍ଷ ଲକ୍ଷପତି ଦିଦିଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରିବା ସହିତ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।…
Read More...

ମୈତ୍ରୀ ଇଂଫ୍ରା ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ଏକ ନୂତନ ଆମ୍ବୁଲାନ୍ସ ପ୍ରଦାନ

ରାୟଗଡ଼ା, (ଗୌରୀ ଶଙ୍କର ପଟ୍ଟନାୟକ) : କିଛିଦିନ ତଳେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ପ୍ରାଥମିକ ଚିକିତ୍ସାଳୟକୁ ମୈତ୍ରୀ ଇଂଫ୍ରା ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଅଞ୍ଚଳର ସ୍ଵାସ୍ଥ୍ୟ ସେବାରେ ଉନ୍ନତି ପାଇଁ ଏକ ନୂତନ ଆମ୍ବୁଲାନ୍ସ ପ୍ରଦାନ କରାଯାଇଥିଲା । କାଶୀପୁର…
Read More...