ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା : ଅଳ୍ପକେ ବର୍ତିଲେ କାରଯାତ୍ରୀ

ହମ୍ପସ ଓ ଷ୍ଟ୍ରିଟ ଲାଇଟ ପାଇଁ ଗ୍ରାମବାସୀଙ୍କ ଦାବି ବୌଦ୍ଧ, (କେପିଏନ୍‌ଏସ୍‌) : ୫୭ ନଂ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛ ଓ ସିମେଣ୍ଟ ବେଞ୍ଚକୁ ଧକ୍କା ଦେଲା କାର । ଅଳ୍ପକେ ବର୍ତିଲେ ଚାଳକ ଓ ଅନ୍ୟ ଜଣେ ଯାତ୍ରୀ । ଉକ୍ତ ସ୍ଥାନରେ ହମ୍ପସ୍ ଓ…
Read More...

ପାଇକମାଲ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୃଣାଲ ମୋତିରାମ ଚୌହାନଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଏବଂ ଅତିତିକ୍ତ ଜିଲ୍ଲାପାଳଙ୍କ…
Read More...

ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ୨୦୨୪

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍‌ ମିନି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ ବାଳକ ଓ ବାଳିକା ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷାବିଭାଗ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ…
Read More...

ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ

ଜନ ଜୀବନ ସୁରକ୍ଷା ଦୃଷ୍ଟିରୁ ବେଆଇନ ଗାଡି ଚାଳନା ଚେକିଂ କୁ କଡା କଡ଼ି କରାଯିବ - ଜିଲ୍ଲାପାଳ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ଜନ ଜୀବନର ସୁରକ୍ଷା ଦୃଷ୍ଟିରୁ ବେଆଇନ ଗାଡି ଚାଳନାକୁ କଡାକଡି କରାଯିବ । ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ…
Read More...

ପୋଲିସ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଠକକୁ ଧରି ପୋଲିସ ଜିମା ଦେଲେ ଲୋକେ

ହରଭଙ୍ଗା, (କେପିଏନ୍‌ଏସ୍‌) : ନିଜକୁ ପୋଲିସ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରୁଥିଲା । ଏପରିକି ବିଭିନ୍ନ ସମୟରେ ସୁଯୋଗ ନେଇ ବାଇକ ଛଡାଇ ଲୁଟ ମଧ୍ୟ କରୁଥିଲା । ଏମିତି ଏକ ଘଟଣା ସାଧାରଣରେ ଚର୍ଚ୍ଚା ହେଉଛି । କିନ୍ତୁ ଆଜି ସବୁ ନାଟକ ଧରା ପଡିଯିବାରୁ ନିର୍ଦ୍ଧୁମ ଛେଚିଲେ ଲୋକେ । ସମ୍ପୃକ୍ତ…
Read More...

ରୁଗୁଡିପଡା ଦୁର୍ଗାପୁଜା ପାଇଁ ମୃତ୍ତିକା ଅନୁକୂଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରୁଗୁଡିପଡା ଶାରଦୀୟ ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୁଳ କରାଯାଇଛି । ମୁର୍ତ୍ତି ନିର୍ମାଣ ପାଇଁ ରୀତିନୀତି ଅନୁସାରେ ମଙ୍ଗଳବାର ମୃତ୍ତିକା ସଂଗ୍ରହ କରାଯାଇଛି । ମୃତ୍ତିକା ସଂଗ୍ରହ ପରଠୁ ପ୍ରତିମା ନିର୍ମାଣ କାମ ଆରମ୍ଭ ହେବ । ଚଳିତ ବର୍ଷ କର୍ତ୍ତା ଭାବେ…
Read More...

ବଡ଼କର୍ଲେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ଅନ୍ତର୍ଗତ ବଡକର୍ଲେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଫଳତା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ମୂଳକ…
Read More...

ମୁରିବାହାଲ ଡ଼ିଗ୍ରୀ କଲେଜରେ ସ୍ଵତନ୍ତ୍ର ଜାତୀୟ ସେବା ଶିବିର ପକ୍ଷରୁ’ମା ନାମରେ ଗଛଟିଏ’ ଅନ୍ତର୍ଗତ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ପକ୍ଷରୁ 'ମା ନାମରେ ଗଛଟିଏ' ଅନ୍ତର୍ଗତ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ…
Read More...

ଶ୍ରୀଲଙ୍କା ଇଣ୍ଟରନେସନାଲ ଯୋଗାସନ ଚାମ୍ପିୟାନସିପରେ ଭାରତ ପାଇଁ ଗଞ୍ଜାମ ପୁଅ ରୌପ୍ୟ ପଦକ ନେଇ ଗୌରବ ଆଣିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀଲଙ୍କାର କଲମ୍ବୋଠାରେ ଆୟୋଜିତ ଇଣ୍ଟରନେସନାଲ ଯୋଗାସନ ଚାମ୍ପିଅନସିପରେ ଭାରତ ପାଇଁ ଗଞ୍ଜାମ ପୁଅ ବସନ୍ତ ନାୟକ ରୌପ୍ୟ ପଦକ ନେଇ ଗୌରବର ଗାଥା ପହଞ୍ଚାଇଲେ । ରୌପ୍ୟପଦକରେ ବିଜୟୀ ହେଲେ ଗଞ୍ଜାମ ବ୍ଲକ କରପଡା ଗ୍ରାମ ପଞ୍ଚାୟତର ଆଲିଆବାଦ ଗ୍ରାମର…
Read More...

ପୋଲିସ ପଞ୍ଝାରେ ବାଇକ୍ ଚୋର : ୧୫ ବାଇକ୍ ଜବତ

ବୋରିଗୁମ୍ମା, (ଏସ୍‌. ସୁନ୍ଦରମ୍) : ଦୀର୍ଘ ଦିନ ଧରି ବୋରିଗୁମ୍ମା ଥାନା ଅଞ୍ଚଳରେ ବେଶ୍ ସକ୍ରିୟ ଥିଲେ ବାଇକ୍ ଲୁଟେରା ଦଳ । ଏମିତି କି ଗତ ୩ ମାସ ମଧ୍ୟରେ ବୋରିଗୁମ୍ମା ଅଞ୍ଚଳରୁ ୧୬ରୁ ଅଧିକ ବାଇକ୍ ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଯାହାକି ବୋରିଗୁମ୍ମା ପୋଲିସ ପାଇଁ…
Read More...