ଲୋକ ଉନ୍ନତି ସଂଗଠନ ତରଫରୁ ବାଲ ଗ୍ରାମସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ଗ୍ରାମପଂଚାୟତର ମା' ପାଟଣେଶ୍ୱରୀ ମହାବିଦ୍ୟାଳୟ ଠାରେ ଏକ ବାଳ ଗ୍ରାମସଭା ବୈଠକ ଅନୁଷ୍ଠିତ କରାଗଲା । ଏହି ବାଳଗ୍ରାମ ସଭାରେ ଚଙ୍ଗରିଆ ଗ୍ରାମ ପଂଚାୟତର ଛାତ୍ର ହିମାଂଶୁ ସରାଫ ସଭାପତିତ୍ୱ କରିଥିଲେ । ବାଳ ଗ୍ରାମ…
Read More...

ହରଭଙ୍ଗା ସ୍କୁଲରେ ବଜ୍ରପାତ ସଚେତନତା ସଭା

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ସ୍କୁଲରେ ବଜ୍ରପାତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବଜ୍ରପାତ ବା ବିଜୁଳି ମାରିବା ଯୋଗୁଁ ଅନେକ ଧନ ଜୀବନ ହାନି କ୍ରମାଗତ ଭାବରେ ହେଉଛି । ବଜ୍ରପାତ ସମୟରେ ଘର ଭିତରେ ଓ ଘର…
Read More...

ଚାବରିପାଲି ଗାଁରେ ହାତୀ ଆତଙ୍କ : ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ଦଳିଦେଲା ଦନ୍ତା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ହାତୀ ନେଲା ଜୀବନ । ହାତୀ ଆକ୍ରମଣରେ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ । ପୁଅବୋହୁ ନିଜ ଜୀବନ ବଞ୍ଚାଇବା ପାଇଁ ବାପା ମାଁଙ୍କୁ ଛାଡି ଲୋକଙ୍କ ସାହାଯ୍ୟ ପାଇଁ ଗାଁ ମୁଖ । ବଲାଙ୍ଗିର ଜିଲ୍ଲା ହରିଶଙ୍କର ରେଞ୍ଜ ଚାବରିପାଲି ଗାଁରେ ୨ ବୃଦ୍ଧ ବୃଦ୍ଧା ଘରେ ଶୋଇଥିବା…
Read More...

ବିଶ୍ୱ ନଡ଼ିଆ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ସେପ୍ଟେମ୍ବର ୨ରେ 'ବିଶ୍ୱ ନଡ଼ିଆ ଦିବସ' ପାଳନ କରାଯାଏ । ନଡ଼ିଆ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉଷ୍ମ ମଣ୍ଡଳୀୟ ଲାଭକାରୀ ଫସଲ । ନଡ଼ିଆ ଗଛର ଉତ୍ପତ୍ତି ଦକ୍ଷିଣ ପୂର୍ବ ଏସିଆ ବୋଲି କୁହାଯାଏ । ଆରବ ନାବିକ ମାନଙ୍କ ମାଧ୍ୟମରେ ଭାରତ ସମେତ…
Read More...

ଦିବ୍ୟଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ଦିବ୍ୟଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ସମସ୍ତ ସଭ୍ୟ ସଭ୍ୟା ତଥା ଜନସାଧାରଣଙ୍କୁ ନେଇ ଡକ୍ଟର ପ୍ରକାଶ କୁମାର ଦାସ ଓ ଅନ୍ୟ ଜଣେ ସ୍ୱାସ୍ଥ୍ୟ ପରିକ୍ଷିକା ସଙ୍ଗୀତ ପଟେଲଙ୍କ ତତ୍ତ୍ଵାବଧାନରେ…
Read More...

ଭିଜିଲାନ୍ସ ଜାଲରେ ପଡ଼ିଲେ ଖଣି ଉପନିର୍ଦ୍ଦେଶକ : ଚାଲିଛି ବଡ଼ଧରଣର ରେଡ୍‌

ତାଳଚେର : ସାରା ଓଡ଼ିଶାରେ ଏବେ ଭିଜିଲାନ୍ସ ବିଭାଗ ଏକ୍‌ଟିଭ୍‌ ମୋଡ଼୍‌ରେ ରହିଥିବା ବେଳେ ଦୁର୍ନୀତିଖୋର୍‌ ଅଧିକାରୀଙ୍କ ଭିତରେ ଛନକା ପଶିଯାଇଛି । ବେଆଇନ୍‌ ଭାବେ ଗଦା ଗଦା ସଂପତ୍ତି ଠୁଳ କରିଥିବା ଅଧିକାରୀଙ୍କ ନିଦ ହଜାଇ ଦେଇଛି ଓଡ଼ିଶା ଭିଜିଲାନ୍ସ ବିଭାଗ । ଲଗାତାର ଭାବେ ମାଳ ମାଳ…
Read More...

ପରକୀୟା ପ୍ରୀତି ପାଇଁ ପ୍ରାଣ ହରାଇଲେ ଯୁବକ

କଣାସ : କେନାଲ ବନ୍ଧ ଉପରୁ ମିଳିଲା ଯୁବକଙ୍କ ମୃତଦେହ । ମୃତକ ଜଣକ ନୀଳକଣ୍ଠ ପାଇକରାୟ (୨୬) ବୋଲି ଜଣାପଡ଼ିଛି । ପିପିଲି ବ୍ଲକ ଅନ୍ତର୍ଗତ କଣ୍ଟି ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନା ଗତ ଯେ, ରବିବାର ବିଳମ୍ବିତ ରାତିରେ ନୀଳକଣ୍ଠ ତାଙ୍କ ଘରେ ଥିବା ବେଲେ ତାଙ୍କୁ ଫୋନକରି…
Read More...

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ବାଲେଶ୍ଵର : ଅଜଣା ଗାଡି ଧକ୍କାରେ ଯୁବକ ମୃତ । ବାଲେଶ୍ଵର ଜିଲ୍ଲା ନୀଳଗିରି ବାଇପାସ୍ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ମୃତ ଜଣକ କିଶୋର ରାଉତ ବୋଲି ଜଣାପଡିଛି । । ସୂଚନାନୁଯାୟୀ, କିଶୋର ରବିବାର ମଧ୍ୟରାତ୍ରୀରେ ଘରକୁ ଫେରୁଥିବା ବେଳେ ସେରଗଡ଼-ଝରଣାଘାଟି ୧୯ ନମ୍ବର ରାଜ୍ୟ ରାଜପଥରେ ଏକ…
Read More...

ଦଳେଇଗୁଡା ଆମ୍ବ ବଗିଚାରେ ଝୁଲନ୍ତା ମୃତଦେହ ଉଦ୍ଧାର

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ପାକଝୋଲା ପଞ୍ଚାୟତ ଦଳେଇଗୁଡ଼ା ନିକଟସ୍ଥ ଆମ୍ବ ବଗିଚାରେ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ଯୁବକ ଜଣକ ପ୍ରଫୁଲ୍ଲ ହନ୍ତାଳ ପରଜା ମୁଠାଇ ଗ୍ରାମ ପଂଚାୟତ ଲେକିଡ଼ିଗୁଡା ଗ୍ରାମର ବୋଲି ଜଣାଯାଇଛି । ଯୁବକ ଜଣକ…
Read More...

ବିଶ୍ଵ ଶାନ୍ତି ଦିବସରେ ବିଭିନ୍ନ ରାଷ୍ଟ୍ରରେ ଶାନ୍ତି ପ୍ରତିଷ୍ଠା ଓ ଜନଗଣଙ୍କୁ ମୌଳିକ ସୁବିଧା ଯୋଗାଇଦେବା ଦାବିରେ…

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ଵ ଶାନ୍ତି ଦିବସରେ ଦେଶର ସମସ୍ତ ବାମପନ୍ଥୀ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନମାନଙ୍କ ପକ୍ଷରୁ ଏହି ଦିବସକୁ ଆକ୍ସନ ଡେ. ଭାବରେ ଦେଶ ତମାମ ଶୋଭାଯାତ୍ରା, ବିକ୍ଷୋଭ ଓ ପଟୁଆର ମାଧ୍ୟମରେ ପାଳନ କରିବାକୁ ଡାକରା ଦିଆଯାଇଥିବା ବେଳେ ରାଉରକେଲା ସେକ୍ଟର ୨ ବିଜୁ…
Read More...