ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଅବସରପ୍ରାପ୍ତ ଅଧିକାରୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଅବସରପ୍ରାପ୍ତ ଅଧିକାରୀ ଲଳିତ ମୋହନ ମହାକୁରଙ୍କ ୭୦ ବର୍ଷ ବୟସରେ ଗତ ରାତ୍ରିରେ ହୃଦଘାତରେ ଦେହାନ୍ତ ହୋଇଯାଇଛି । ଗତ ରାତିରେ ଅଚାନକ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା…
Read More...

ନୂଆଁଖାଇରେ ମାଁ ମାହେଶ୍ୱରୀ ସେନା ତରଫରୁ ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ତିହାର ନୂଆଁଖାଇ ଉଧେ ମାଁ ମାହେଶ୍ୱରୀ ସେନା ତରଫରୁ ବଲାଙ୍ଗିର ଜିଲ୍ଲାର ଭୀମଭୋଇ ମେଡିକାଲ ହସ୍ପିଟାଲ ଏବଂ ସୋନପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ମାଗଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର ଗଣପର୍ବ…
Read More...

ଯୁରାବନ୍ଧ କପିଳେଶ୍ଵର ଯୁବକ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଯୁରାବନ୍ଧ ଗ୍ରାମରେ ଥିବା କପିଳେଶ୍ଵର ଯୁବକ ସଂଘ ଆନୁକୂଳ୍ୟରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନିତ…
Read More...

ସାପ କାମୁଡାରେ ୩ ଭଉଣୀ ମୃତ : ବାପା ଗୁରୁତର

ବୌଦ୍ଧ : ବୌଦ୍ଧ ଆଦର୍ଶ ଥାନା ବଘିଆପଡ଼ା ଫାଣ୍ଡି ଚେରୁଆପାଲି ଗାଁରେ ଅଭାବନୀୟ ଘଟଣା । ଶୋଇଥିବା ବେଳେ ସାପ କାମୁଡାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ରାତିରେ ଖାଇ ସାରି…
Read More...

ବାଇକ୍‌ – ଟ୍ରକ୍‌ ମୁହାମୁହିଁ ଧକ୍କା : ୨ ମୃତ

ଭଦ୍ରକ : ୧୬ ନମ୍ୱର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ଦୁର୍ଘଟଣା । ବିଳମ୍ବିତ ରାତିରେ ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌ । ବାଇକରେ ଥିବା ଆରୋହୀଙ୍କ ମଧ୍ୟରୁ ୨ ମୃତ । ମୃତକ ମଧ୍ୟରେ ଭଦ୍ରକ ପଥରଆଡ଼ି ଓ ବରିକପୂର ଅଞ୍ଚଳର ୨ ଜଣ ଯୁବକ ଥିଲେ । ତେବେ ବାଇକ୍‌ରେ ୨ ଜଣ…
Read More...

ସି. ପି. ଆଇ. ଏମ୍.ର ମହା ଅଧିବେଶନ ଏପ୍ରିଲରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସି. ପି. ଆଇ. ଏମ୍.ର ପାର୍ଟି କଂଗ୍ରେସ ବା ଜାତୀୟ ମହାଧିବେଶନ ଆସନ୍ତା ୨ରୁ ୬ ଏପ୍ରିଲ ୨୦୨୫ ତାମିଲନାଡୁର ମଦୁରାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମହାଧିବେଶନ ପୂର୍ବରୁ ପାର୍ଟିର ସମସ୍ତ ୟୁନିଟ୍‌ ବା ଶାଖା କମିଟି ଠାରୁ, ଆଂଚଳିକ କମିଟି, ଜିଲ୍ଲା…
Read More...

ନୂଆଁଖାଇର ହାର୍ଦ୍ଦିକ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷିଭିତ୍ତିକ ପର୍ବ ନୂଆଁଖାଇ ଅବସରରେ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ ଦେଶର ଚାଷୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : 'ନୂଆଁଖାଇ ଜୁହାର୍' ନୂଆଁଖାଇର ବିଶେଷ…
Read More...

ଜରୁରୀକାଳୀନ ସେବା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ସେପ୍ଟେମ୍ୱର ୯ରେ 'ଜରୁରୀକାଳୀନ ସେବା ଦିବସ' ପାଳନ କରାଯାଏ । ଏହି ଦିବସ ପାଳନର ଉଦ୍ଧେଶ୍ୟ ହେଉଛି ଜାତୀୟ ସ୍ୱାସ୍ଥ୍ୟ ସେବା ଏବଂ ଜରୁରୀକାଳୀନ ସେବାରେ ଯେଉଁ ମାନେ କାର୍ଯ୍ୟରତ ସେହି ମାନଙ୍କୁ ସହଯୋଗର ହାତ ବଢାଇବା । ଏହି ଦିବସ ପାଳନ…
Read More...

ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ (୧) ଅଙ୍ଗନୱାଡ଼ି କେନ୍ଦ୍ରର ନୂତନ ଗୃହ ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ଉତ୍ସବରେ ପୁରୀ ଲୋକସଭା ସାଂସଦ ଡଃ. ସମ୍ବିତ ପାତ୍ର ମୁଖ୍ୟଅତିଥି, ସ୍ଥାନୀୟ…
Read More...

ହୋତା ପରିବାରରେ ନୂଆଁଖାଇ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସରଗଡାରେ ହୋତା ପରିବାରଙ୍କ ଦ୍ଵାରା ଭାଇଚାରା ପର୍ବ ନୂଆଁଖାଇ ପାଳନ କରାଯାଇଛି । ୪୨ ଜଣ ଗୋଟେ ସ୍ଥାନରେ ବସି ଅନ୍ନପ୍ରସାଦ ଗ୍ରହଣ କରିଥିଲେ । ପରିବାରର ବୟୋଜ୍ୟେଷ୍ଠ ରାଜକିଶୋର ହୋତା ଓ ପ୍ରସନ୍ନ କୁମାର ହୋତାଙ୍କ ତତ୍ତ୍ଵାବଧାନରେ ଲଗ୍ନ…
Read More...