ବ୍ରହ୍ମପୁର ଠାରୁ ଟାଟାନଗର ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ୪ ନମ୍ବର ପ୍ଲାଟଫର୍ମ ଠାରେ ବ୍ରହ୍ମପୁର ଠାରୁ ଟାଟାନଗର ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଡିଓ କନଫ୍ରେସ ମାଧ୍ୟମରେ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କର କମଳରେ…
Read More...

ରାଜବୈଦ୍ୟ ସ୍ୱର୍ଗତ ଚିନ୍ତାମଣି ବେହେରା ସ୍ମୃତି ପରିଷଦ

ବଲାଙ୍ଗିରର ତୃତୀୟ ବାର୍ଷିକ ଉତ୍ସବ ଓ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବାହ୍ନ ୧୧ଟା ସମୟରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ସମ୍ମୁଖ ଡବ୍ଲୁଓଡିସି ପାଭିଲିଅନ୍ ଠାରେ ରାଜବୈଦ୍ୟ ସ୍ୱର୍ଗତ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ବଲାଙ୍ଗିରର…
Read More...

ଦର୍ଲିପାଲିରେ ପରିବେଶ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ଦର୍ଲିପାଲି ଠାରେ ଲିଙ୍ଗରାଜ ପ୍ରଧାନଙ୍କ ପ୍ରୟାସ ଓ ସହଯୋଗରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ଘେଁସ ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ଡ.…
Read More...

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲା କାର୍ଯ୍ୟକାରିଣୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସହର ସ୍ଥିତ ମାରୱାଡି ସଦନ ଠାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଗଠନର ଜାତୀୟ ସାଂଗଠନିକ ସମ୍ପାଦକ ତଥା ରାଜ୍ୟ ଯୁଗ୍ମ…
Read More...

ବୌଦ୍ଧ ଜିଲ୍ଲା ଆଡ଼େନିଗଡ଼ ଠାରେ ସୁଭଦ୍ରା ଯୋଜନାର ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ, (କେପିଏନ୍‌ଏସ୍‌) : ବର୍ତ୍ତମାନ ରାଜ୍ୟ ସରକାର ମହିଳା ମାନଙ୍କ ଶାସକ୍ତିକରଣ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ହାତକୁ ନେଇଛନ୍ତି । ଯେଉଁ ଯୋଜନାର ନାଁ ହେଉଛି 'ସୁଭଦ୍ରା ଯୋଜନା' । ଏହି ଯୋଜନାରେ ରାଜ୍ୟର ସମସ୍ତ ୨୧ ବର୍ଷରୁ ୬୦ ବର୍ଷର ମହିଳାମାନେ ସାମିଲ ହୋଇ ପାରିବେ । ରାଜ୍ୟ…
Read More...

ବ୍ଲକସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ପେନସନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ରାଜ ବୋଡାସମ୍ବର ବ୍ଲକର ବ୍ଲକସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ସଭାପତି ରଘୁନାଥ ପୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ…
Read More...

ନାଥ ପରିବାରର ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାଥ ପରିବାରର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ମାନସୀ ମଣ୍ଡପ ବରପାଳିପଡ଼ାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନାଥ ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତି, ମହିଳା, ଯୁବକ, ଯୁବତୀ ପ୍ରାୟ ୨୦୦ ଜଣ ଯୋଗ ଦେଇଥିଲେ । ପ୍ରଥମରେ ଇଷ୍ଟଦେବୀ ମା'…
Read More...

ସେମିଳିଗୁଡାରେ ୭ ଫୁଟ୍‌ର ଅଜଗର ଉଦ୍ଧାର

ସେମିଳିଗୁଡା, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ସେମିଳିଗୁଡା ଗାଁରୁ ୭ ଫୁଟ୍‌ର ଅଜଗର ଉଦ୍ଧାର । ସୂଚନା ଅନୁଯାୟୀ ଆଜି ସକାଳୁ ସେମିଳିଗୁଡାର କିଛି ଗ୍ରାମବାସୀ ନାଳରେ ଏକ ୭ ଫୁଟ୍‌ର ଅଜଗର ସାପ ଯିବାର ଦେଖିଥିଲେ । ସଙ୍ଗେ ସଙ୍ଗେ ଗାଁ ଲୋକେ ଏକାଠି ହୋଇଥିଲେ । କିଛି ଯୁବକ…
Read More...

ଯାଦବ ବୁଦ୍ଧିଜୀବୀ ମଂଚର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ

ଯାଦବ ସମାଜ ଉନ୍ନତି ପାଇଁ ଏକାଠି ହେଲେ ୧୪ଟି ଜିଲ୍ଲା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଯାଦବ ବୁଦ୍ଧିଜୀବୀ ମଂଚ ଓଡିଶାର ତୃତୀୟ ପ୍ରତିଷ୍ଠା ଦିବସ ମଂଚର ସଭାପତି ଛବିଳ ବଗର୍ତ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନାରାୟଣ ପ୍ରସାଦ ଦାଶ…
Read More...

ବଲାଙ୍ଗିର କୁଲୁତା ସମାଜରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ପେଲେସ୍‌ ଲାଇନ୍‌ ସ୍ଥିତ ମିନା ଟେଣ୍ଟ ହାଉସ୍‌ ମଣ୍ଡପରେ ବଲାଙ୍ଗିର ଜିଲ୍ଲା କୁଲୁତା ସମାଜରରେ ନୂଆଁଖାଇ ଭେଟ୍‌ଘାଟ୍‌ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରେ ଜାତିର ଇଷ୍ଟଦେବୀ ରଣେଶ୍ୱର ରାମଚଣ୍ଡିଙ୍କ ପୂଜା ଓ ପୁଷ୍ପାଞ୍ଜଳି ପରେ…
Read More...