ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ନକଆଉଟ ଫୁଟବଲ ସପ୍ତମ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ୧୩ ଗୋଟି ପଡିଆରେ ୧୩ଟି ଖେଳ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ମିନି ଷ୍ଟାଡିୟମରେ ମନହିରା ୨-୧ ଗୋଲରେ ଅମାମୁଣ୍ଡାକୁ ହରାଇଛି । ହଲଦି ପଡିଆରେ ଇବିଏଫ୍‌ଏ ହଲଦି ଟ୍ରାଇବ୍ରେକର ୩-୨ ଗୋଲରେ ତୁର୍ଲାକୁ ହରାଇଛି ।…
Read More...

ଭବ୍ୟ ଆୟୋଜନ ମଧ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

ଜୟପାଟଣା, (ଶେଷଦେବ ବେହେରା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଯାଇଛି । ମହିଳା ମାନଙ୍କ ସ୍ୱାଭିମାନ ଓ ଆର୍ଥିକ ବିକାଶ ଦୃଷ୍ଟିରୁ ଏହି ଐତିହାସିକ ଯୋଜନାର ଶୁଭାରମ୍ଭ ଅବସରରେ ଜୟପାଟଣା ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପରିସରରେ…
Read More...

ସଇଁତଲାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଓ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରେଲୱେ ଷ୍ଟେସନ ପଡିଆଠାରେ ମଙ୍ଗଳବାର ବିଜେପି ସରକାର ସୁଭଦ୍ରା ଯୋଜନା ମହିଳାମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ପ୍ରତିଶୃତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଲୋକାର୍ପଣ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ…
Read More...

ମହୁମାଛି ଆକ୍ରମଣରେ ୩ ଗୁରୁତର : ଅନେକ ଆହତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କଲ୍ୟାଣସିଂହପୁର ବ୍ଲକରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ସମୟରେ ଅଘଟଣ । ମହୁମାଛି ଆକ୍ରମଣରେ ୩ ଗୁରୁତର ଅନେକ ଆହାତ । କାର୍ଯ୍ୟକ୍ରମ ଚାଲିଥିବା ବେଳେ ନିକଟରେ ଥିବା ଶିମିଳି ଗଛରେ ବସା ବାନ୍ଧି ଥିବା ମହୁମାଛି କୌଣସି କାରଣରୁ ବାହାରି ସଭାସ୍ଥଳରେ…
Read More...

ହତ୍ୟା ମାମଲାରେ ସ୍କୁଲ ଶିକ୍ଷକ ନିର୍ଦ୍ଦୋଷରେ ଖଲାସ : ବରିଷ୍ଠ ଆଇନଜୀବୀ ସଞ୍ଜୟ ବେହେରାଙ୍କ ସଫଳତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଏକ ହତ୍ୟା ମାମଲାରେ ସ୍କୁଲ ଶିକ୍ଷକ ଦେବରାଜ ଭାଟି ଆଜି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଘଟଣାଟି ଘଟିଥିଲା ୨୨ ଜୁଲାଇ୨୦୦୮ରେ ଲୁଥୂର୍ବନ୍ଧ ରେଳ ଧାରଣ ନିକଟରେ ବିନୋଦ ପ୍ରସାଦ ନାୟକଙ୍କ କ୍ଷତ ବିକ୍ଷତ ଶରୀର ଟିଟିଲାଗଡ ଜିଆର୍‌ପି ଜବତ କରିଥିଲା । ଶବ…
Read More...

ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ଘରେ ଘରେ ସୁଭଦ୍ରା ଯୋଜନା ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଘରେ ଘରେ ସୁଭଦ୍ରା କାର୍ଯ୍ୟକ୍ରମ ନାରୀ ସଶକ୍ତିକରଣ ପାଇଁ ଏକ ଅଭିନବ ପଦକ୍ଷେପ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…
Read More...

ଆକ୍ସନ ମୋଡ଼ରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ

ପୂର୍ତ୍ତ ବିଭାଗ ନିର୍ମାଣାଧୀନ ରାସ୍ତା କାର୍ଯ୍ୟର କ୍ୱାଲିଟି ଯାଞ୍ଚ କଲେ ବିଧାୟକ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆକ୍ସନ ମୋଡ଼ରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ । ପୂର୍ତ୍ତ ବିଭାଗର ରାସ୍ତା କାମ ତଦାରଖ କରିବା ସହ ବ୍ୟାପକ ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା…
Read More...

ପେରିୟାରଙ୍କ ୧୪୬ତମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଓବିସି ମଞ୍ଚ କାର୍ଯ୍ୟାଳୟ ରାଜେନ୍ଦ୍ରପଡା ବଲାଙ୍ଗିର ଠାରେ ରାଜ୍ୟ ସଭାପତି ଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଓବିସି ମଞ୍ଚ କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ଵାଲ, କାନ୍ତି ଲାଲ ମୁଗ୍ରୀ ମଞ୍ଚାସୀନ ଥିଲେ ।…
Read More...

ତରଭା ଏ. ଇ. ଏସ୍. ମହାବିଦ୍ୟାଳୟ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ବୁଦେଲମୁଣ୍ଡାସ୍ଥିତ ପମ୍ପ ହାଉସ୍‌ ପରିସରେ ଏ. ଇ.ଏସ୍. ମହାବିଦ୍ୟାଳୟର ଏନ୍. ଏସ୍. ଏସ୍. ୟୁନିଟ୍ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଫେସର କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ପ୍ରଥମ ୧୦୦ ଦିନର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ସମ୍ପର୍କରେ ଆଜି…

ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରି ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଜୀଙ୍କୁ ୧୫ଟି ଭିନ୍ନ ଭିନ୍ନ ରାଷ୍ଟ୍ର ସେମାନଙ୍କର ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରିଛନ୍ତି, ଯାହା ତାଙ୍କର ଏବଂ ଭାରତର ଗୌରବକୁ ବଢ଼ାଇଛିମୋଦୀ ୩.୦ର ପ୍ରଥମ ୧୦୦ ଦିନ 'ବିକଶିତ ଭାରତ'…
Read More...