ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୫ ସ୍ଥିତ ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସଭାପତି ଡ. ଜ୍ୟୋସ୍ନା ପଟ୍ଟନାୟକଙ୍କ ସଭାପତିତ୍ୱ ଓ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ଶତପଥୀଙ୍କ…
Read More...

ସସ୍‌ପେନ୍ସରେ ସମ୍ବଲପୁରୀ ଗାୟିକା ରୁକସାନାଙ୍କ ମୃତ୍ୟୁ

କଳାହାଣ୍ଡି (ଶୁଭେନ୍ଦୁ କୁମାର ପଣ୍ଡା) : ଜଣାଶୂଣା ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକସାନା ବାନୋଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତ୍ରିରେ ଦେହାନ୍ତ ହୋଇଛି । ରୁକସାନାଙ୍କ ଦେହାନ୍ତ ଖବର ଜାଣିବାପରେ କଳାହାଣ୍ଡିରେ ଶୋକର ଛାୟା ଖେଳିଯାଇଛି । ରୁକସାନା ଅଳ୍ପ ବୟସରେ ଲକ୍ଷ ଲକ୍ଷ…
Read More...

ପାଇକମାଲ ବ୍ଲକସ୍ତରୀୟ ସୁଭଦ୍ରା ଚିତ୍ରକଳା ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହିଳା ମାନଙ୍କୁ ସଶକ୍ତି କରଣ ସକାଶେ ଓଡ଼ିଶା ସରକାରଙ୍କ 'ସୁଭଦ୍ରା' ଯୋଜନାକୁ ସଫଳ କରିବା ଉଦ୍ଦେଶ୍ୟରେ ଶିକ୍ଷା ବିଭାଗ ପକ୍ଷରୁ ନବମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ଛାତ୍ରୀ ମାନଙ୍କ ମଧ୍ୟରେ ବ୍ଲକସ୍ତରୀୟ 'ଚିତ୍ରକଳା ପ୍ରତିଯୋଗିତା' ପାଇକମାଲ ଯମୁନା କନ୍ଧୁଣୀ…
Read More...

ତିନି ଏକରରୁ ଅଧିକ ଚାଷ କରିଥିବା କପା ଗଛ ନଷ୍ଟ ଚିନ୍ତାରେ ଡମଝର୍ ଗ୍ରାମର କପାଚାଷୀ ପଦ୍ମନୀ ପାଇକ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ବୋଡ଼େନ୍‌ ବ୍ଲକ ଡମଝର୍‌ ଗ୍ରାମର ପଦ୍ମିନୀ ପାଇକ । ସେ ଅତି ଗରିବ ନୀରିହ ଶ୍ରେଣୀର ଜୀବନ ଅତିବାହିତ କରନ୍ତି । ତାଙ୍କ ନିଜ ନାମରେ ଜମି ବୋଲି କିଛି ନାହିଁ । ନିଜ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ଘରେ କୁଲି ମଜୁରୀ କରି ପରିବାର ଚଳାଇ ଆସୁଥିଲେ…
Read More...

ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନକୁ କ୍ୟାବିନେଟ୍ ଅନୁମୋଦନ

୭୯,୧୫୬ କୋଟି ଟଙ୍କାର ବଜେଟ୍‌ରେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ୬୩,୦୦୦ରୁ ଅଧିକ ଆଦିବାସୀ ବହୁଳ ଗାଁ ଓ ଆଦିବାସୀ ଗାଁକୁ ପୂର୍ଣ୍ଣ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ…
Read More...

ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣା : ୨ ଗିରଫ, କୋର୍ଟ ଚାଲାଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ରାତିରେ ସର୍ଗିଗୁଡା ନିବାସୀ ବିରଞ୍ଚି ସାହୁଙ୍କ ହଠାତ୍ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତାଙ୍କ ପରିବାରବର୍ଗ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ବିରଞ୍ଚି ସାହୁଙ୍କୁ…
Read More...

ବେଦାନ୍ତ ପ୍ରୋସେସ ୱାଟର ଲେକ କ୍ଷତିଗ୍ରସ୍ତଙ୍କୁ କ୍ଷତି ପୂରଣ ନ ମିଳିଲେ ବ୍ୟାପକ ଆନ୍ଦୋଳନର ଚେତାବନୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଅଞ୍ଚଳବାସୀଙ୍କୁ ବିପଦ ମୁହଁକୁ ଠେଲି ଦେଇଛି ବେଦାନ୍ତ କମ୍ପାନୀ । ଆଜି ମଧ୍ୟ ବେଦାନ୍ତ ଦ୍ୱାରା ବିସ୍ଥାପିତ ଲୋକେ ନ୍ୟାୟ ପାଇଁ ଗୁହାରି କରୁଥିବା ବେଳେ, କମ୍ପାନୀ କର୍ତୃପକ୍ଷ ଆଖି ବୁଜି ଦେଇଛନ୍ତି । କମ୍ପାନୀ ସ୍ଥାପିତ ହୋଇ ୨୦ ବର୍ଷ ବିତି…
Read More...

ଆନ୍ତର୍ଜାତୀୟ ମନୋଯୋଗ ସହିତ ଶୁଣିବା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ସେପ୍ଟେମ୍ବର ତୃତୀୟ ଗୁରୁବାର ଦିନ, 'ଆନ୍ତର୍ଜାତୀୟ ମନୋଯୋଗ ସହିତ ଶୁଣିବା ଦିବସ' ପାଳନ ହୁଏ । ଏହି ଦିବସ ପରସ୍ପରକୁ ଶୁଣିବାର ଗୁରୁତ୍ୱକୁ ପ୍ରୋତ୍ସାହିତ କରେ । ଏହା ମଧ୍ୟ ଶୁଣିବାର କଳା ଅଭ୍ୟାସ କରିବାର ଦିନ । ଚଳିତ ବର୍ଷ ସେପ୍ଟେମ୍ବର…
Read More...

ଚନ୍ଦ୍ର ଓ ମଙ୍ଗଳ ପରେ ଶୁକ୍ର ଗ୍ରହକୁ ନେଇ ବିଜ୍ଞାନ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ

ବୈଜ୍ଞାନିକ ଅନୁସନ୍ଧାନ ଏବଂ ଶୁକ୍ରର ବାୟୁମଣ୍ଡଳ, ଭୂତତ୍ତ୍ୱକୁ ଭଲ ଭାବରେ ବୁଝିବା ଏବଂ ଏହାର ଘନ ବାୟୁମଣ୍ଡଳ ପରୀକ୍ଷା କରି ବହୁ ପରିମାଣର ବୈଜ୍ଞାନିକ ତଥ୍ୟ ସୃଷ୍ଟି କରିବା ପାଇଁ ଶୁକ୍ରକୁ ମିଶନକୁ ଅନୁମୋଦନ କଲା କ୍ୟାବିନେଟ୍‌ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ନୂଆଦିଲ୍ଲୀରେ ଏନ୍‌ପିଏସ୍‌ ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ…

ଭୁବନେଶ୍ୱର, ବାଲେଶ୍ୱର ଓ ଢେଙ୍କାନାଳରେ ଏକକାଳୀନ ଆୟୋଜିତ ହେଲା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି କେନ୍ଦ୍ର ବଜେଟ୍‌ ୨୦୨୪-୨୫ର ଘୋଷଣା ମୁତାବକ ଏନ୍‌ପିଏସ୍‌ ବାତ୍ସଲ୍ୟ…
Read More...