କେସିଙ୍ଗା ପୋଲିସ୍‌ର ସଫଳତା : ୩. ୭୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି ସକାଳେ କେସିଙ୍ଗା ଆଦର୍ଶ ଥାନା ଏଏସ୍‌ଆଇ ଡି. ମୋହନ ଅମାଠରୁ ଏମ୍‌. ରାମପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ବନ୍ଧପଡା ନିକଟରେ ଗାଡ଼ି ଯାଞ୍ଚ କରୁଥିଲେ । ସେହି ସମୟରେ ଏମ୍‌. ରାମପୁର ପଟୁ ଆସୁଥିବା ଓଡି ୦୩ଏଏ୫୫୮୫ ନମ୍ବର୍ ବିଶିଷ୍ଟ…
Read More...

ପଦ୍ମପୁର ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିରରେ ଭାଗବତ ଜନ୍ମୋତ୍ସୋବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ଭାଦ୍ରବ ପୂର୍ଣ୍ଣିମା ତିଥିରେ ଓଡ଼ିଆ ମତ ଅନୁଯାଇ ଭାଗବତ ଜନ୍ମ ଉପଲକ୍ଷେ ଭାଗବତ ପଠନ ଏବଂ ପୂଜାର୍ଚ୍ଚନା କରାଯାଇଛି । ସେହି ଉପଲକ୍ଷେ ପଦ୍ମପୁର ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ପ୍ରଭୁଙ୍କର ମନ୍ଦିରରେ ଭାଗବତ ଜନ୍ମ ଉପଲକ୍ଷେ ପ୍ରଭୁଙ୍କର…
Read More...

ଶାରଳା ଶକ୍ତିପୀଠରେ ଶୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠରେ ଶୋଡ଼ଷ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ମା'ଙ୍କ ବିଭିନ୍ନ ବେଶ କରାଯିବା ସହିତ ପ୍ରତ୍ୟହ…
Read More...

୨୨ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଛତ୍ରପୁରରେ ଆୟୋଜିତ ହେଉଛି “ବିକାଶ ମେଳା”

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ସୂଚନା-ଶିକ୍ଷା- ସଞ୍ଚାର କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଏବଂ ପ୍ରଣୀତ ଯୋଜନା ସମ୍ପର୍କରେ ଏକ ଜନସଚେତନତା ସୃଷ୍ଟି ସାମାବେଶ ଗଞ୍ଜାମ ଜିଲ୍ଲାସ୍ତରୀୟ ବିକାଶ ମେଳା-୨୦୨୪ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ…
Read More...

ସାମ୍ବାଦିକଙ୍କ ପିତାଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ନିମନ୍ତେ କର୍ଯ୍ୟକରୁଥିବା ଦୈନିକ "ସମାଜ" ଏବଂ ନିଉଜ୍-୭ର ପ୍ରତିନିଧି ସାମ୍ବାଦିକ ସରୋଜ କୁମାର ସାମଲଙ୍କ ପିତା ଅବସରପ୍ରାପ୍ତ ବିଦ୍ୟୁତ ବିଭାଗ କର୍ମଚାରୀ ନରେନ୍ଦ୍ର କୁମାର ସାମଲ (୭୨)ଙ୍କ ଚିକିତ୍ସାଧୀନ…
Read More...

ଶିଶୁଙ୍କ ପାଇଁ ଯତ୍ନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସେପ୍ଟେମ୍ବର ୨୦ରେ 'କେୟାର ଫର କିଡ୍ସ ଡେ' ବା 'ଶିଶୁଙ୍କ ପାଇଁ ଯତ୍ନ ଦିବସ' ଆପଣଙ୍କ ପାଇଁ ବଡ଼ ଏବଂ ଛୋଟ ବିଭିନ୍ନ ଉପାୟରେ ଶିଶୁର ଜୀବନକୁ ସକରାତ୍ମକ ଭାବରେ ପ୍ରଭାବିତ କରିବାର ଏକ ସୁଯୋଗ ପ୍ରଦାନ କରେ । କେୟାର ଫର କିଡ୍ସ ଡେରେ ଅଂଶଗ୍ରହଣ କରୁଥିବା…
Read More...

ଅବହେଳିତ ମଲକେନ ଡ୍ୟାମର ଭାଗ୍ୟ ବଦଳିବ କେବେ : ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଲା କିନ୍ତୁ ହୋଇପାରିଲା ନାହିଁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୮୦ କି.ମି,ପଦ୍ମପୁର ଉପଖଣ୍ଡ ଠାରୁ ପ୍ରାୟ ୨୦ କି. ମି ଓ ଗାଇସିଲେଟ ବ୍ଲକ ହେଡକ୍ୱାଟର୍ସ ଠାରୁ ମାତ୍ର ୧୫ କି. ମି. ଦୂରରେ କଟାବାହାଲ ଠାରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମଲକେନ ଡ୍ୟାମ୍‌ । ଏହି…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ୧୦୦ ଦିନରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା…

କୃଷି ଓ କୃଷକ କଲ୍ୟାଣର ବିକାଶ ପାଇଁ ଆମର ୬ ସୂତ୍ରୀ ରଣନୀତି ରହିଛି : ଶ୍ରୀ ଚୌହାନଜଳବାୟୁ ଅନୁକୂଳ, ପୋକ ପ୍ରତିରୋଧୀ ଏବଂ ଅଧିକ ଅମଳକାରୀ ୬୫ ଟି ଫସଲର ୧୦୯ଟି ନୂତନ ବିହନ ଚାଷୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିଛନ୍ତି : କେନ୍ଦ୍ର କୃଷି ମନ୍ତ୍ରୀସରକାରଙ୍କ ୧୦୦ ଦିନିଆ…
Read More...

ପରିବେଶ ପ୍ରେମୀଙ୍କୁ ଅବହେଳା : ମିଳିନି ‘ପ୍ରକୃତି ମିତ୍ର’ ଓ ‘ପ୍ରକୃତି ବନ୍ଧୁ’ ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାମ୍ପ୍ରତିକ ସ୍ଥିତିରେ ଜଳ ବାୟୁର ଅନିୟମିତତା ଓ ପାଣିପାଗର ଦ୍ରୁତ ପରିବର୍ତ୍ତନ ସମଗ୍ର ଜୀବଜଗତର ସ୍ଥିତି ପାଇଁ ମୁଖ୍ୟ ସମସ୍ୟା ଓ ଚିନ୍ତାର ବିଷୟ । ଜୀବଜଗତ ତିଷ୍ଠି ରହିବା ପାଇଁ ପରିବେଶ ସଂରକ୍ଷଣ ଓ ବୃକ୍ଷରୋପଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।…
Read More...

ୱାର୍ଲ୍ଡ ଫୁଡ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ, (ପିଆଇବି) : ୱାର୍ଲ୍ଡ ଫୁଡ ଇଣ୍ଡିଆ-୨୦୨୪ର ଆୟୋଜନ ବିଷୟରେ ଜାଣି ଖୁସି ହେଲି । ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା । ୱାର୍ଲ୍ଡ ଫୁଡ ଇଣ୍ଡିଆ - ୨୦୨୪ରେ ଅନେକ ଦେଶର ପ୍ରତିନିଧି ଅଂଶ ଗ୍ରହଣ କରିଥିବାରୁ ଏହା ବୈଶ୍ୱିକ ଖାଦ୍ୟ…
Read More...