କଳାହାଣ୍ଡି ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦ୍‌ଯାପିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଖେଳପଡ଼ିଆରେ ଗତ ୨୦ ତାରିଖ ଠାରୁ ଚାଲିଥିବା ଜିଲ୍ଲା ସ୍ତରୀୟ ବିକାଶ ମେଳା ଆଜି ଉଦ୍‌ଯାପିତ ହୋଇଯାଇଛି । ତିନିଦିନ ଧରି ଏହି ବିକାଶ ମେଳା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କର ୧୦୦ ଦିନ…
Read More...

ଜେନିଥ ଲାୟନ୍ସ ଗୁରୁକୁଳରେ ରେଡ଼କ୍ରସ ସ୍ୱେଚ୍ଛାସେବୀ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ଜେନିଥ ଲାୟନ୍ସ ଗୁରୁକୁଳରେ ଜୁନିଅର ରେଡ଼କ୍ରସ ୟୁନିଟ ପ୍ରଥମ କରି ଗଠନ କରାଗଲା । ଅଧ୍ୟକ୍ଷ ଡ. ମନୋଜ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ଏମ୍‌. ଡି. ଜାବେଦ ସାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୁନିଅର…
Read More...

ସିରୋଲରେ ବ୍ଲକସ୍ତରୀୟ ହାଇସ୍କୁଲ ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକମାନଙ୍କ ଏକାଦଶତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ଅଧ୍ୟକ୍ଷତାରେ…
Read More...

ଆୟୁଷ୍ମାନ ଭାରତ : ଭାରତର ସ୍ୱାସ୍ଥ୍ୟ ସେବା ଯାତ୍ରାରେ ଏକ ମାଇଲଖୁଣ୍ଟ

ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମ୍‌ଜେଏୱାଇ) ଷଷ୍ଠ ବାର୍ଷିକୀ ପାଳନ କରୁଥିବା ବେଳେ, ଏହା ଦେଶ ପାଇଁ ଅତ୍ୟନ୍ତ ଗର୍ବ ଏବଂ ଗୌରବର ମୁହୂର୍ତ୍ତ । ସେପ୍ଟେମ୍ବର…
Read More...

ଭାରତକୁ ୨୯୭ଟି ପ୍ରାଚୀନ କଳାକୃତି ଫେରାଇ ଦେଇଛି ଯୁକ୍ତରାଷ୍ଟ୍ର ଆମେରିକା

ନୂଆଦିଲ୍ଲୀ, (ପିଆଇବି) : ଘନିଷ୍ଠ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ଏବଂ ଅଧିକ ସାଂସ୍କୃତିକ ବୁଝାମଣାକୁ ବୃଦ୍ଧି କରିବା ପାଇଁ, ଆମେରିକାର ଷ୍ଟେଟସ୍ (ବୈଦେଶିକ) ବିଭାଗର ଶିକ୍ଷା ଏବଂ ସାଂସ୍କୃତିକ ବ୍ୟାପାର ବ୍ୟୁରୋ ଏବଂ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତ ସରକାରଙ୍କ…
Read More...

ଜାତୀୟ ସଂପାନର ଉଦ୍‌ଯାପନୀ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ପ୍ରୋ. ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଦ୍ୱାରା ପ୍ରାୟୋଜିତ 'ଶିକ୍ଷାରେ କୃତ୍ରିମ ବୁଦ୍ଧିମତା' ଶୀର୍ଷକ ଉପରେ ଦ୍ଵି-ଦିବସୀୟ ଜାତୀୟ ସଂପାନର…
Read More...

ଓଏସ୍‌ଏପି ଅଷ୍ଟମ ବାଟାଲିୟନ ଏବଂ ମା’ ରାମଚଣ୍ଡୀ ପୂଜା କମିଟି ମିଳିତ ଉଦ୍ୟମରେ ସ୍ୱଚ୍ଛତା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପାର୍ବଣ ଋତୁର ଆଗମନ ହୋଇଛି । ଓଡ଼ିଶାର ସମସ୍ତ ଶକ୍ତିପୀଠ ଚଳଚଞ୍ଚଳ ହୋଇଉଠିଛି । ଠିକ୍‌ ସେହିପରି ମା' ରାମଚଣ୍ଡୀ ଶକ୍ତିପୀଠରେ ଏଥର ଷୋଡ଼ଶ ଦିନାତ୍ମକ ପୂଜା ସେପ୍ଟେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧୦ ତାରିଖ ପର୍ୟ୍ୟନ୍ତ ଚାଲିବ । ଷୋହଳ…
Read More...

‘ସେନ୍ସର ମାନୁଫାକ୍ଚରିଂ ଏବଂ ଇଞ୍ଜିନିୟରିଂ’ ଉପରେ ସର୍ବଭାରତୀୟ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ), ରାଉରକେଲା ଲୋକାଲ ସେଣ୍ଟର ଦ୍ୱାରା ଏନ୍ଆଇଟି କ୍ୟାମ୍ପସ ସ୍ଥିତ ଏ. ଏନ୍. ପଟେଲ ମେମୋରିୟାଲ ସେମିନାର ହଲ୍ ଠାରେ ଦିନିକିଆ ସର୍ବଭାରତୀୟ ଆଲୋଚନାଚକ୍ର ସେନ୍ସର ମାନୁଫାକ୍ଚରିଂ ଏବଂ ଇଞ୍ଜିନିୟରିଂ ବିଷୟରେ…
Read More...

ସ୍ୱର୍ଗତ ରମେଶ ସାରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜକନିକା ବ୍ଲକର ପୁରାତନ ଶିକ୍ଷାନୁଷ୍ଠାନ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ଜୟନଗରର ପ୍ରାକ୍ତନ କ୍ରୀଡା ଶିକ୍ଷକ ତଥା କଟକ ଅନ୍ନପୂର୍ଣ୍ଣା ଥିଏଟରର୍‌ ମଞ୍ଚ କଳାକାର ସ୍ୱର୍ଗତ ରମେଶ ଚନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଉପଲକ୍ଷେ ତାଙ୍କ ବାସଭବନ…
Read More...

ପୁଣି ଚମକିଲେ ଓଡ଼ିଆ ବୋହୂ : ମିସେସ୍‌ ଓଡିଶାରେ ପ୍ରଥମ ରନର୍ସଅପ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଚମକିଲେ ପଶ୍ଚିମ ଓଡିଶାର ବୋହୂ । ବଲାଙ୍ଗିର ଜିଲ୍ଲା ସଇଁତଲା ସହରର ଝିଅ ତଥା କଳାହାଣ୍ଡି ଜିଲ୍ଲା ରଜାମୁଣ୍ଡା ଗାଁର ବୋହୂ ରାନୁ ସାହୁ ହୋଇଛନ୍ତି ଚଳିତ ବର୍ଷର ମିସେସ ଓଡିଶାରେ ପ୍ରଥମ ରନର୍ସଅପ୍‌ ସ୍ଥାନ ହାସଲ କରିଛନ୍ତି । ଭୁବନେଶ୍ୱରରେ ଆୟୋଜିତ…
Read More...