ଜନ ଆରୋଗ୍ୟ ସମିତି ଶାସ୍ତ୍ରୀ ନଗରର ବାର୍ଷିକ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସନ୍ଧ୍ୟା ୬ଟା ସମୟରେ ଜିଲ୍ଲା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର) ପରିସର ମଧ୍ୟରେ ସ୍ୱାସ୍ଥ୍ୟ କେନ୍ଦ୍ରର ବାର୍ଷିକ ବୈଠକ ବଲାଙ୍ଗିର ସହର ଅନ୍ତର୍ଗତ ପ୍ରତ୍ୟେକ ସରକାରୀ, ବେସରକାରୀ ବିଭାଗ ଯଥା, ପୂର୍ତ୍ତ ବିଭାଗ,…
Read More...

ଅବ୍ୟବସ୍ଥା ଘେରରେ ବଉଳଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳ ଗାଁ ଗ୍ରାମପଞ୍ଚାୟତର ବଉଳଗାଁ ଗ୍ରାମରେ ୧୯୫୦ ମସିହାରେ ସ୍ଥାପିତ ସରକାରୀ ଉଚ୍ଚ-ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ବିଦ୍ୟାଳୟରେ ଶିକ୍ଷାଦାନ ଓ ପାଠପଢ଼ା ଅଚଳ ହୋଇଯାଇଛି । ରାଜ୍ୟ…
Read More...

ବିଶ୍ୱ ପର୍ଯ୍ୟଟନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ସେପ୍ଟେମ୍ବର ୨୭ରେ ପାଳନ କରାଯାଉଥିବା 'ବିଶ୍ୱ ପର୍ଯ୍ୟଟନ ଦିବସ' ସାଂସ୍କୃତିକ ବୁଝାମଣା ଏବଂ ନିରନ୍ତର ଅଭ୍ୟାସକୁ ପ୍ରୋତ୍ସାହିତ କରିବାରେ ପର୍ଯ୍ୟଟନର ମହତ୍ତ୍ୱକୁ ଆଲୋକିତ କରିଥାଏ । ବିଶ୍ଵ ପର୍ଯ୍ୟଟନ ଦିବସ ହେଉଛି ୧୯୭୦ରେ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟରକୁ ରାଷ୍ଟ୍ର…

ପାଣିପାଗ ଏବଂ ଜଳବାୟୁ ଗବେଷଣା ପାଇଁ ପ୍ରସ୍ତୁତ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ (ଏଚ୍‌ପିସି) ପ୍ରଣାଳୀର ଉଦ୍‌ଘାଟନ‘‘ପରମ ରୁଦ୍ର ସୁପର କମ୍ପ୍ୟୁଟର ଏବଂ ଏଚ୍‌ପିସି ପ୍ରଣାଳୀ ସହିତ ଭାରତ କମ୍ପ୍ୟୁଟିଂରେ ଆତ୍ମନିର୍ଭରଶୀଳତା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ନୂତନ ଉଦ୍ଭାବନ ଦିଗରେ…
Read More...

ଗୁଦେରପାଲି କଲେଜରେ ରେଡ୍‌କ୍ରସ୍‌ ସଚେତନତା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଯୁକ୍ତ ଦୁଇ କଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରୀତିଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ରେଡ୍‌କ୍ରସ୍‌ ସଚେତନ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ପରିଚାଳନା କମିଟିର ସଂପାଦକ ଚାଷୀନେତା କିଶୋର…
Read More...

ପୋଲସରା ନିକଟ ସୋଡ଼କ ଗ୍ରାମରେ ଫୁଲଢିମ୍ବିରି ପାହାଡ଼ରେ ମାଫିଆରାଜ୍‌ଙ୍କ ବେଆଇନ୍ ପଥର ବ୍ଲାଷ୍ଟ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୋଲସରା ତହସିଲ ଅଧୀନସ୍ଥ ସୋଡ଼କ ଗ୍ରାମ ନିକଟରେ ଥିବା ସର୍ବପୁରାତନ ଫୁଲଢିମ୍ବିରି ପାହାଡ଼ରେ ମାଫିଆମାନେ ରାଜ୍‌ ଚାଲିଆସିଛନ୍ତି, ସେମାନେ ବେଆଇନ୍ କେଉଁ ମାନ୍ଧାତା ଅମଳରୁ ପଥର ବ୍ଲାଷ୍ଟ କରି ପଥର ବାହାରକୁ ଚାଲାଣ କରି ମାଫିଆମାନେ କୋଟିପତି…
Read More...

ପଶୁପକ୍ଷୀଙ୍କ ସୁରକ୍ଷା ନିମନ୍ତେ ଜଙ୍ଗଲରେ ଆବଶ୍ୟକ ଫଳ ବୃକ୍ଷ ଲଗାଯାଉ : ସୋରଡ଼ା ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିକାଶ ମୂଳକ କମିଟି ପକ୍ଷରୁ ବେଲଗୁଣ୍ଠା ବ୍ଲକ୍ ସଭା ଗୃହ ପରିସରରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ଗହଣରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ…
Read More...

ଟେଙ୍ଗରାରେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାପଘର ଲୋକଙ୍କ ହତ୍ୟା ଅଭିଯୋଗପୁଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡସାଇମରା ପଞ୍ଚାୟତ ଟେଙ୍ଗରା ଗ୍ରାମରେ ସୁନୀତା ଦାସ(୨୭) ନାମ୍ନୀ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଛି ।…
Read More...

ଗୋଇମୁଣ୍ଡରେ ପଞ୍ଚାୟତସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଭୋଇପଡା କ୍ଲଷ୍ଟର ଅନ୍ତର୍ଗତ ଗୋଇମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଶୁ ମହୋତ୍ସବ 'ସୁରଭି' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆର୍‌ସିସି ପ୍ରମୋଦ କୁମାର କର୍ମୀଙ୍କ ଆବାହକତ୍ୱରେ ଅନୁଷ୍ଠିତ…
Read More...

କୋଶଳ କଳାମଣ୍ଡଳ ଉନ୍ନତିକରଣ ଏବଂ ମହାରାଜ ରାଜେନ୍ଦ୍ର ନାରାୟଣଙ୍କ ପ୍ରତିମୁର୍ତ୍ତି ଦାବି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେବାଳୟ ଏବଂ ଐତିହ୍ୟ ସୁରକ୍ଷା କମିଟି ୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅନୁପସ୍ଥିରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । କୋଶଲ କଳାମଣ୍ଡଳ ବଲାଙ୍ଗିର ଦେଶ ସ୍ୱାଧିନ ହେବା ପୂର୍ବରୁ…
Read More...