ପଦ୍ମପୁର ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଶସ୍ତ୍ର ପୂଜନ ଉତ୍ସବ ଅନୁଷ୍ଠିତ

ଏହି ଉତ୍ସବକୁ ଘରେ ଘରେ ପାଳନ କରିବାକୁ ଆହ୍ୱାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହିନ୍ଦୁ ଜାଗରଣ ପକ୍ଷରୁ ଶସ୍ତ୍ର ପୂଜନ ଉତ୍ସବ ସଂଯୋଜକ ଆଶିଷ ସର୍ମାଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି । ଶକ୍ତି ପୂଜନ ସମୟରେ ସାମୁହିକ ଶ୍ରୀ ହନୁମାନ ଚାଳିଶା ପାଠ କରାଯାଇଥିଲା । ଦେବୀ…
Read More...

ଗାଧୋଇବା ବେଳେ ଇବ୍ ନଦୀ କନାକୁଣ୍ଡୁରେ ଭାସି ଯୁବକ ନିଖୋଜ

ସୁନ୍ଦରଗଡ଼ : ନଦୀରେ ଭାସି ଯୁବକ ନିଖୋଜ । ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ବାଲିଶଙ୍କରା ଘୋଘର ଇବ୍ ନଦୀ କନାକୁଣ୍ଡୁରେ ଭାସିଗଲେ ଯୁବକ । ଦର୍ଲିପାଲ୍ଲିରୁ ଭୋଜି କରିବାକୁ ଯାଇଥିଲେ । କନାକୁଣ୍ଡୁ ସାତବଖରାରେ ଗାଧୋଇବା ବେଳେ ଭାସିଯାଇ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ଜଣକ ହେଲେ…
Read More...

ପାଇକମାଲ ଥାନାରେ ବିଜୟା ଦଶମୀ ପର୍ବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ପରିସରରେ ବିଜୟା ଦଶମୀ ପର୍ବ ପାଳିତ ହୋଇଯାଇଛି । ଏହି ପର୍ବ ଉପଲେକ୍ଷ ଜଗତ ଜନନୀ ମାଁ ଦଶଭୁଜା ଦୁର୍ଗାଙ୍କ ପୂଜାର୍ଚ୍ଚନା ପଣ୍ଡିତଙ୍କ ମନ୍ତ୍ର ପାଠ ବିଧିମତେ କରାଯାଇଥିଲା । ମାଁ ଦୁର୍ଗାଙ୍କ ପୂଜାର୍ଚ୍ଚନା ଉତ୍ସବରେ…
Read More...

ଯୁବ କ୍ଷତ୍ରୀୟ ପାଇକ ସଂଗଠନ ତରଫରୁ ବିଜୟା ଦଶମୀ ଶୋଭାଯାତ୍ରା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସ୍ଥିତ ଶିବ ମନ୍ଦିରରୁ ଏକ ବିଶାଳ ଶୋଭଯାତ୍ରା ବାହାରି କନକଦୁର୍ଗା ମନ୍ଦିର, ରାଜବାଟି, ମାଁ ଅନ୍ନପୂର୍ଣ୍ଣା ମନ୍ଦିର, ମାଁ କାଳୀ ମନ୍ଦିର, ମାଁ ଡୋକରି ମନ୍ଦିର, ନିତେଇଗୌର ମନ୍ଦିର ଦେଇ ପାରମ୍ପରିକ ବାଜା ସହିତ ସୁନ୍ଦର ଭାବରେ ସମାପନ ହୋଇଛି ।…
Read More...

ବଲାଙ୍ଗିର ରେଞ୍ଜ ଭିତରେ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଞ୍ଜ ଭିତରେ ଗୋଟିଏ ପରେ ଗୋଟିଏ ହାତୀର ମୃତ୍ୟୁ ଘଟୁଛି । ଗତ ୫ ଦିନ ତଳେ ବଲାଙ୍ଗିର ସଦର ରେଞ୍ଜ ଅନ୍ତର୍ଗତ ଅସୁର ଡୁଙ୍ଗୁରୀ ଜଙ୍ଗଲ ଭିତରେ ଏକ ଦନ୍ତା ହାତୀକୁ ମାରି ଦାନ୍ତ ନିଆଯାଇଥିବା ବେଳେ ପୁଣି ଆଉ ଏକ ଦନ୍ତା ହାତୀର ମୃତଦେହ ଠାବ ହେଇଛି…
Read More...

ବିପର୍ଯ୍ୟୟ ହ୍ରାସ ପାଇଁ ଆନ୍ତର୍ଜାତୀୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ) ବିପର୍ଯ୍ୟୟ ନିରାକରଣ, କ୍ଷତିକାରକ ଏବଂ ପ୍ରସ୍ତୁତି ସମେତ ବିପର୍ଯ୍ୟୟ ହ୍ରାସର ଏକ ବିଶ୍ୱ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ୧୩ ଅକ୍ଟୋବରକୁ 'ବିପର୍ଯ୍ୟୟ ହ୍ରାସ ପାଇଁ ଆନ୍ତର୍ଜାତୀୟ ଦିବସ' ଭାବରେ…
Read More...

ଚନ୍ଦ୍ରଭାଗା ସମୁଦ୍ରରୁ ଯୁବକଙ୍କ ମୃତଦେହ ଉଦ୍ଧାର

କୋଣାର୍କ : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ରବିବାର ସକାଳୁ ସକାଳୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଖବର ଅନୁସାରେ, ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ୩ ଜଣ ଯୁବକ କୋଣାର୍କ ବୁଲିବାକୁ ଆସିଥିଲେ । ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ସମୟରେ ଭାସିଯାଇଥିଲେ । ସେଠାରେ ଉପସ୍ଥିତ…
Read More...

ସରିଲା ଲାଖ ମରା : ଲକ୍ଷ୍ୟ ଭେଦ କଲେ ପ୍ରଭୁ ପାଦ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିର ଆରାଧ୍ୟା ଦେବୀ ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଲାଖ ମରା ପର୍ବ ଅନୁଷ୍ଠିତ ହୋଇଛି । ଆଜି ବିଜୟା ଦଶମୀ ଅବସରରେ ଅପରାହ୍ନରେ ମାଁ ମାଣିକେଶ୍ୱରୀଙ୍କ ପ୍ରତୀକ ଛତରଙ୍କୁ ମନ୍ଦିରରୁ ଜେନା ବାଦ୍ୟ,…
Read More...

ରାବଣ ପୋଡି ଉତ୍ସବ ପାଇଁ ପ୍ରସ୍ତୁତି

ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୩୩ ବର୍ଷ ଧରି ନୀରବଛିନ୍ନ ଭାବେ ଚାଲିଆସିଥିବା ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦର୍ହକ୍ଷ ଗ୍ରାମରେ କୁମାର ପୂର୍ଣ୍ଣିମା ରାବଣ ପୋଡି ଉତ୍ସବ । ଚଳିତ ବର୍ଷ ୩୩ ବର୍ଷରେ ପଦାର୍ପଣ…
Read More...

ରାଜବୋରାସମ୍ବର ଉଚ୍ଚ ବିଦ୍ୟାଳୟ ୮୮ ବ୍ୟାଚ୍‌ ବା ପ୍ରୟାସର ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସିଦ୍ଧିବିନାୟକ କଲ୍ୟାଣ ମଣ୍ଡପଠାରେ ସ୍ୱେଚ୍ଛାସେବୀ ସଂଗଠନ ପ୍ରୟାସ, ପଦ୍ମପୁର ତରଫରୁ ସଭାପତି ପ୍ରକାଶ ମେହେରଙ୍କର ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସମ୍ପାଦକ ସୁମନ୍ତ ସାହୁ ବିବରଣୀ ପଠନ…
Read More...