ନିର୍ବାଚନ ଅଧିକାରୀ ଅନୁପସ୍ଥିତ : ଅନାସ୍ଥା ଭୋଟିଂ ସ୍ଥଗିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ନାମରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଆଜି ସ୍ଥଗିତ ରହିଛି । ଦୀର୍ଘ ୨୮ ଦିନ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ, ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ଗୁପ୍ତବାସ ଥିଲେ । ଆଜି ଶୁକ୍ରବାର ଅନାସ୍ଥା…
Read More...

ବିଇଓ ଅଫିସରେ କାନ୍ଦି କାନ୍ଦି ଛାତ୍ରଛାତ୍ରୀଙ୍କ ପ୍ରତିବାଦ : ବ୍ଲକସ୍ତରୀୟ ସୁରଭିର ସାଂସ୍କୃତିକ କାର୍ଯ୍ୟକ୍ରମ ସ୍କୁଲ…

ଚଣାବାହାଲ ସ୍କୁଲ ଛାତ୍ରଛାତ୍ରୀ ବିଇଓଙ୍କ ଦ୍ୱାରସ୍ଥ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭିର ସାଂସ୍କୃତିକ କାର୍ଯ୍ୟକ୍ରମ ସ୍କୁଲ ଦଳ ଚୟନରେ ପାତରଅନ୍ତର କରାଯାଇଥିବା ଅଭିଯୋଗ କରି ଚଣାବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର…
Read More...

ବଲାଙ୍ଗିର ଦିନ୍‌ରେ ମାଁ ମାହେଶ୍ୱରୀ ସେନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୧ ନଭେମ୍ବେର ୨୦୨୪ ଶୁକ୍ରବାର ବଲାଙ୍ଗିର ଜିଲ୍ଲାର ପ୍ରତିଷ୍ଠା 'ବଲାଙ୍ଗିର ଦିନ୍‌' ପାଇଁ ଜିଲ୍ଲାର ଭୀମଭୋଇ ମେଡିକାଲ ହସ୍ପିଟାଲର ରକ୍ତ ଭଣ୍ଡାର ସାମାଜିକ ସଂଗଠନ ମାଁ ମାହେଶ୍ୱରୀ ସେନା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ…
Read More...

ବଲାଙ୍ଗିରରେ ସଚେତନତା କାର୍ଯ୍ୟକ୍ରମ

ମେରା ଯୁବା ଭାରତକୁ ପୁରିଲା ବର୍ଷେ ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ଯୁବବ୍ୟାପାର ଓ ଖେଳମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ ମେରା ଯୁବା ଭାରତକୁ ପୁରିଛି ଗୋଟିଏ ବର୍ଷ । ଗତ ବର୍ଷ ମେରା ଯୁବା ଭାରତ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୌଲମାନବ ସର୍ଦ୍ଧାର…
Read More...

ବଲାଙ୍ଗିର ଦିନ୍‌ ଉଦ୍ଦେଶ୍ୟରେ ଓଡ଼ିଆ ସାହିତ୍ୟ ସଂସଦ ତରଫରୁ ବହୁଭାଷୀ କବିତା ଆସର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲା ଗାଙ୍ଗନାପୁର ଗ୍ରାମର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ "ଓଡ଼ିଆ ସାହିତ୍ୟ ସଂସଦ" ପକ୍ଷରୁ ବଲାଙ୍ଗିର ଦିନ୍‌ ଉଦ୍ଦେଶ୍ୟରେ ପଶ୍ଚିମାଞ୍ଚଳ ଜୋନ୍ ବଲାଙ୍ଗିର ପିପି ଏକାଡେମୀ ଠାରେ 'ବହୁଭାଷୀ କବିତା ଆସର' ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ…
Read More...

ଆମ୍ବ ଟାକୁଆର କୋଇଲି ଜାଉ ଖାଇ ୨ ମୃତ : ୬ ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆମ୍ବ ଟାକୁଆରେ ପ୍ରସ୍ତୁତ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଏଥିରେ ଅନ୍ୟ ୬ ଜଣ ଗୁରୁତର…
Read More...

ନୃସିଂହନାଥରେ ଗିରିଗୋବର୍ଦ୍ଧନ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଯାଦବ ସମାଜ ତରଫରୁ ଶ୍ରୀ ଶ୍ରୀ ସମଲେଶ୍ଵରୀ ମନ୍ଦିର ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ଠାରେ ଗିରିଗୋବର୍ଦ୍ଧନ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ଯାଦବ ମହିଳା ଓ ଯାଦବ…
Read More...

ଡଙ୍ଗାଘାଟରେ ପରିବେଶ ସଚେତନତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଡଙ୍ଗାଘାଟ ଗ୍ରାମ ପଂଚାୟତର ଡଙ୍ଗାଘାଟ ଗ୍ରାମରେ ପରିବେଶ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଡଙ୍ଗାଘାଟ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରକୃତିବଂଧୁ ଶଙ୍କର୍ଷଣ ନାଗଙ୍କ ସହଯୋଗ ଓ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ…
Read More...

ତୁଷୁରା ଗାୟତ୍ରୀ ପରିବାର ତରଫରୁ ଦୀପାବଳି ପାଳନ ଓ ମିଷ୍ଟାନ୍ନ ବଣ୍ଟନ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଗାୟତ୍ରୀ ପରିବାର ତରଫରୁ ଆଜି ମଧ୍ୟାହ୍ନ ୧ଟା ସମୟରେ ସ୍ଥାନୀୟ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦୀପାବଳି ପାଳନ ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଛି । ଗାୟତ୍ରୀ ପରିବାର ତରଫରୁ ରାଧାରମଣ କେଡିଆ, ଉଷା କେଡିଆ, ବିଭୋର କେଡିଆ ଓ ଭାବନା କେଡିଆ…
Read More...

ଅସତୀ ତୁଳସୀ ସତୀ ଚଉଁରା ଓ ରାତି ପାହିବାକୁ ଅଳପ ବାକି ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଶ୍ରୀକୃଷ୍ଣ ସାଂସ୍କୃତିକ କଳା ପରିଷଦ ଆନୁକୁଲ୍ୟରେ ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟ ଠାରେ ଦୁଇଟି ନାଟକ ଅସତୀ ତୁଳସୀ ସତୀ ଚଉଁରା ଓ ରାତି ପାହିବାକୁ ଅଳପ ବାକି ମଞ୍ଚସ୍ଥ ହୋଇଯାଇଛି । ନାଟ୍ୟକାର ଅରୁଣ ବାରିକଙ୍କ ରଚିତ ଅସତୀ ତୁଳସୀ ସତୀ ଚଉଁରା ଓ…
Read More...