୭୫ତମ କଳାହାଣ୍ଡି ପ୍ରତିଷ୍ଠା ଦିବସ ପାଳିଲେ ଜିଲ୍ଲା ଓକିଲ ସଂଘ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ୭୫ତମ କଳାହାଣ୍ଡି ଜିଲ୍ଲା ପ୍ରତିଷ୍ଠା ଦିବସ ପାଇଁ ଶୁକ୍ରବାର ଜିଲ୍ଲା ବ୍ୟାପି ଉତ୍ସବର ମାହୋଲ ଦେଖାଯାଇଥିଲା । ଏହି ଅବସରରେ କଳାହାଣ୍ଡି ଓକିଲ ସଂଘ, ଭବାନୀପାଟଣା କାର୍ଯ୍ୟାଳୟରେ ଜିଲ୍ଲା ଓକିଲ ସଂଘର ସଭାପତି ସୁଧାଂଶୁ କୁମାର ନନ୍ଦଙ୍କ!-->…
Read More...
Read More...