ବାଇକ ଦୁର୍ଘଟଣାରେ ଜଣେ ମୃତ : ଜଣେ ଗୁରୁତର
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ପଦ୍ମପୁର ରାସ୍ତା ଝାରମୁଣ୍ତା ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ହୋଇଥିବାର ଜଣାପଡିଛି । ପାଇକମାଲ ଥାନା ମିଠାପାଲି ପଞ୍ଚାୟତ ବୁଟୁରଖମାର ଗ୍ରାମର ପୁନିତ ମୁନା (୨୨) ଓ ଅଭିନାସ ମୁନା!-->…
Read More...
Read More...