ଗନ୍ଧମାର୍ଦ୍ଦନ ସୁରକ୍ଷା ଦାବିରେ ଚାଲିଥିବା ଗଣଧାରଣାକୁ ଏଆଇଡିଏସଓ ଏବଂ ଏଆଇଡିୱାଓର ସମର୍ଥନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗନ୍ଧମାର୍ଦ୍ଦନର ସ୍ଥାୟୀ ସୁରକ୍ଷା ଆଇନ ପ୍ରଣୟନ ଦାବିରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ଗତ ନଭେମ୍ବର ୨୫ ତାରିଖରୁ ଗଣଧାରଣା ଚାଲିଛି । ଅଲ ଇଣ୍ଡିଆ ଡେମୋକ୍ରାଟିକ ସ୍ଟୁଡେଣ୍ଟ ଅର୍ଗାନାଇଜେସନ (ଏଆଇଡିଏସଓ) ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ…
Read More...

ତିନୋଟି ନୂତନ ଅପରାଧିକ ଆଇନର ସଫଳ ରୂପାୟନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଏହି ଆଇନଗୁଡ଼ିକ ଉପନିବେଶବାଦ ଯୁଗ ଆଇନର ପରିସମାପ୍ତିକୁ ସୂଚାଉଛି : ପ୍ରଧାନମନ୍ତ୍ରୀନୂତନ ଅପରାଧିକ ଆଇନ ଗଣତନ୍ତ୍ରର ମୂଳଦୁଆ "ଲୋକଙ୍କର, ଲୋକଙ୍କ ଦ୍ୱାରା, ଲୋକଙ୍କ ପାଇଁ" ଭାବନାକୁ ସୁଦୃଢ଼ କରିଥାଏ : ପ୍ରଧାନମନ୍ତ୍ରୀନ୍ୟାୟ ସଂହିତା ସମାନତା, ସଦ୍ଭାବ ଓ ସାମାଜିକ ନ୍ୟାୟର ଆଦର୍ଶରେ…
Read More...

ରୋତ କଲେଜରେ ବାର୍ଷିକ କ୍ରୀଡ଼ା ଉଦ୍‌ଘାଟିତ

ଆଗଲପୁର, (କେପିଏନ୍‌ଏସ୍‌) : ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ ରୋତରେ ୪୨ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ପ୍ରାରମ୍ଭରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ପୂଜାର୍ଚ୍ଚନା ପୂର୍ବକ ଅଧ୍ୟାପକ ଦୈତାରୀ ଶବରଙ୍କ ତତ୍ତ୍ୱାବଧାନରେ ଛାତ୍ର ପିତାମ୍ବର ସାହୁ, ନିଲେଶ…
Read More...

ରେଳ ଜୋନ୍ ପୁନର୍ଗଠନ ପ୍ରସଙ୍ଗରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ସାଂସଦ

● ଓଡ଼ିଶାର ଆର୍ଥିକ ହିତକୁ ବଜାୟ ରଖାଯିବ, ପୂର୍ବତଟ ରେଳପଥରେ ପୂର୍ବପରି ୩ଟି ରେଳ ମଣ୍ଡଳ ରହିବ : କେନ୍ଦ୍ର ରେଳମନ୍ତ୍ରୀ● ପ୍ରଧାନମନ୍ତ୍ରୀଙ୍କ ତୃତୀୟ କାର୍ଯ୍ୟକାଳରେ ଏବେ ସୁଦ୍ଧା ପ୍ରାୟ ୨୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ମଞ୍ଜୁର କରାଯାଇଛି : ଅଶ୍ୱିନୀ ବୈଷ୍ଣବ● ପ୍ରଧାନମନ୍ତ୍ରୀ…
Read More...

ବ୍ଲକସ୍ତରୀୟ ଆନ୍ତର୍ଜାତିୟ ଭିନ୍ନକ୍ଷମ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଆନ୍ତର୍ଜାତିୟ ଭିନ୍ନକ୍ଷମ ଦିବସ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ, ଅବିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ…
Read More...

ନାବାଳିକା ଝିଅକୁ ଘର ଭିତରେ ପଶି ଅସଦାଚରଣ : ଅଭିଯୁକ୍ତ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଧିନସ୍ଥ ନାନ୍ଦୁପଲା ଅଞ୍ଚଳରେ ଜଣେ ଦଳିତ ପରିବାରର ନାବାଳିକାଙ୍କୁ ଗ୍ରାମର ଜଣେ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ନାନ୍ଦୁପଲା ଗ୍ରାମର ପ୍ରମୋଦ ପଧାନଙ୍କ ପୁଅ ସନ୍ଦେଶ ପଧାନ(୨୦) ସୋମବାର…
Read More...

ଲୋକ ଉତ୍ସବ ନହେବାର ଆଶଙ୍କା ଦୂର : କଳାକାର ଓ ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରଙ୍କୁ ଅର୍ଥ ବ୍ୟବସ୍ଥା ପାଇଁ ପତ୍ରାଳାପ କରାଯାଇଛି । ସରକାରୀ ଅନୁଦାନ ଆସିଲେ ବଲାଙ୍ଗିର ଲୋକ ଉତ୍ସବ ହେବ ବୋଲି ପ୍ରଶାସନରୁ ଶୁଣିବା ପରେ ବଲାଙ୍ଗିରର କଳାକାରମାନଙ୍କ ମଧ୍ୟରେ ଲୋକ ଉତ୍ସବ ନହେବାର ଆଶଙ୍କା ଛାଇ ଯାଇଥିଲା । ଏ ବିଷୟରେ ବିଚାର ଆଲୋଚନା…
Read More...

ବିଜେପୁରରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ

ଦିବ୍ୟାଙ୍ଗଙ୍କ ପ୍ରଗତି ପାଇଁ ଉପଯୁକ୍ତ ସ୍ନେହ ଶ୍ରଦ୍ଧା ଆବଶ୍ୟକ ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସ୍ଥାନୀୟ ସଂକର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଡ଼ିଆରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି ।…
Read More...

ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪

ଦ୍ୱିତୀୟ ଦିନ ନାୟିକା ରାଉରକେଲାର ନାଟକ ଶୂନ୍ୟତା ଓ ଉପହାର ନାଟକ ମୋତେ ବଞ୍ଚିବାକୁ ଦିଅ ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ର ଦ୍ୱିତୀୟ ଦିବସରେ…
Read More...

ଇପ୍‌ସିତା ବିଶ୍ୱାଳଙ୍କୁ କଳିଙ୍ଗ କନ୍ୟା ସମ୍ମାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପ୍ରତିଭା ସମ୍ମାନ ଓଡ଼ିଶା ଟ୍ରଷ୍ଟ, ଭୁବନେଶ୍ୱର ତରଫରୁ ରାଉରକେଲାର ସମାଜସେବୀ ଇପ୍‌ସିତା ବିଶ୍ଵାଳଙ୍କୁ କଳିଙ୍ଗ କନ୍ୟା ସମ୍ମାନ ୨୦୨୪ ପ୍ରଦାନ କରାଯାଇଛି । ଭୁବନେଶ୍ୱର ସ୍ଥିତ ଇଞ୍ଜିନିୟରିଙ୍ଗ୍ ଭବନରେ ଆୟୋଜିତ ଏକ…
Read More...