ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳାକୁ ନେଇ ସାମ୍ବାଦିକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ କ୍ଳବ ସଭା ଗୃହରେ ଚଳିତ ବର୍ଷ ହେବାକୁ ଥିବା ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ପାଇଁ ଆୟୋଜକ ଟାଉନ କ୍ଳବ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ତେବେ ଅଞ୍ଚଳର କଳା ସଂସ୍କୃତି ଓ ପରମ୍ପରାକୁ ଜାତୀୟ…
Read More...

ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କ୍ୟାବିନେଟ୍ ୩୧ ମାର୍ଚ୍ଚ, ୨୦୨୧ରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ମୋଟ ୧୦,୯୦୦ କୋଟି ଟଙ୍କା ବଜେଟ୍ ବିଶିଷ୍ଟ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲ୍‌ଆଇଏସ୍‌ଏଫ୍‌ସିଆଇ)କୁ ଅନୁମୋଦନ କରିଥିଲା । ୨୦୨୧-୨୨ରୁ ୨୦୨୬-୨୭ ପର୍ଯ୍ୟନ୍ତ ଏହି ଯୋଜନା…
Read More...

ଦେଓଗାଁ ବ୍ଳକ ଜି.ପି.ଏଲ୍‌.ଏଫ୍‌. ଓ ସି.ଏସ୍‌.ଏସ୍‌. ସଂଘ ପକ୍ଷରୁ ସାମୁହିକ କାର୍ଯ୍ୟ ନିବୃତି ପାର୍ଇ ବିଡିଓଙ୍କୁ ପତ୍ର

ଦେଓଗାଁ, (ମନୀଷ କୁମାର ସାହୁ) :​ ଦେଓଗାଁ ବ୍ଳକର ସମସ୍ତ ଜି.ପି.ଏଲ୍‌.ଏଫ୍‌. ଓ ସି.ଏସ୍‌.ଏସ୍‌. ଦେଓଗାଁ ବ୍ଳକ କାର୍ଯ୍ୟାଳୟକୁ ଆସି ଆସନ୍ତା ୯ ତାରିଖରୁ କାର୍ଯ୍ୟ ନିବୃତି ରହିବାକୁ ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିବା ଜଣାପଡ଼ିଛି । ଦେଓଗାଁ ବ୍ଲକସ୍ତରୀୟ ମିଶନ ଶକ୍ତି ପକ୍ଷରୁ ଜଣାଇ…
Read More...

ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରକ୍ତଦାନ ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ମହାବିଦ୍ୟାଳୟରେ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ଓ ୟୁଥ୍ ରେଡ୍‌କ୍ରସ୍‌ର ମିଳିତ ଆନୁକୁଲ୍ୟରେ ଅଧ୍ୟାପକ ଅଭିଷେକ ଦାସଙ୍କ ସଂଯୋଜନାରେ ଡଃ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ…
Read More...

ଭାରତରେ ଯକ୍ଷ୍ମା ଯୋଗୁଁ ହେଉଥିବା ମୃତ୍ୟୁର ମୁକାବିଲା ପାଇଁ ୭ ଡିସେମ୍ୱର ୨୦୨୪ରେ ହରିୟାଣାର ପଞ୍ଚକୁଲାରେ ୧୦୦ ଦିନିଆ…

ଯକ୍ଷ୍ମା ରୋଗୀଙ୍କ ଚିହ୍ନଟ, ନିଦାନରେ ହେଉଥିବା ବିଳମ୍ୱ ହ୍ରାସ ଓ ଚିକିତ୍ସାରେ ଉନ୍ନତି ଆଣିବାକୁ ୩୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୩୪୭ ଜିଲ୍ଲାରେ, ବିଶେଷ କରି ଅଧିକ ସଂକ୍ରମଣ ହେବାର ଆଶଙ୍କା ଥିବା ବର୍ଗଙ୍କ ମଧ୍ୟରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯିବ ନୂଆଦିଲ୍ଲୀ, (ପିଆଇବି) :…
Read More...

ମଣ୍ଡି ଗୁଡିକରେ ଅବ୍ୟବସ୍ଥା ଟୋକନ ନାହିଁ ହଇରାଣ ହେଉଛନ୍ତି ଚାଷୀ

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବିଜେଡି ରାଜ୍ୟ ସଂପାଦକ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଅନେକ ମଣ୍ଡିରେ ଏବେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏହାକୁ ନେଇ ଏବେ ଚାଷୀମାନେ ଅମଳ କରିଥିବା ଧାନକୁ ମଣ୍ଡିରେ ବିକ୍ରି…
Read More...

ମୁରିବାହାଲ ଡିଭାଇନ୍ କିଡସ ପବ୍ଲିକ ସ୍କୁଲର ଅଷ୍ଟମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଡିଭାଇନ୍ କିଡସ ପବ୍ଲିକ ସ୍କୁଲର ୨ ଦିନିଆ ଅଷ୍ଟମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ବନବାହାଲ ଗ୍ରାମ ଖେଳପଡିଆରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଦିନରେ ଷ୍ଟାଣ୍ଡାର୍ଡ - ୧ରୁ ଷ୍ଟାଣ୍ଡାର୍ଡ -…
Read More...

ବେଲମତୀ ଦେବୀଙ୍କୁ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ମେଲଛାମୁଣ୍ତା ସାମ୍ବାଦିକ ମନୋଜ କୁମାର ଭୋଇଙ୍କ ମାତା ବେଲମତି ଭୋଇଙ୍କ ଆଜି ଥିଲା ଏକାଦଶାହ କାର୍ଯ୍ୟକ୍ରମ । ଏହି ଅବସରରେ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘର ଅନେକ କର୍ମକର୍ତ୍ତା ଯୋଗଦେଇ ସ୍ୱର୍ଗତ ବେଳମତୀ ଦେବୀଙ୍କ ଫଟୋଚିତ୍ରରେ…
Read More...

ବରିଷ୍ଠ ନାଗରିକ ମଞ୍ଚର ପୂର୍ବତନ ସଂପାଦକଙ୍କ ପ୍ରଥମ ବାର୍ଷିକୀ ଶ୍ରାଦ୍ଧୋତ୍ସବରେ ସ୍ମୃତିଚାରଣ ସଭା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡି ତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ପ୍ରଥମ ତଥା ପୂର୍ବତନ ସଂପାଦକ ସ୍ୱର୍ଗତ ବାଉରୀବନ୍ଧୁ ସାହୁଙ୍କ ପ୍ରଥମ ବାର୍ଷିକୀ ଶ୍ରାଦ୍ଧୋତ୍ସବ ଗ୍ରାମର ଶ୍ରୀ ଚନ୍ଦ୍ରଶେଖର ମହାଦେବ ମନ୍ଦିର ପରିସରରେ…
Read More...

ତୁଷୁରା ବାଳକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ବାଳକ ଉଚ୍ଚ ବିଦ୍ୟାଳୟରେ ଚଳିତ ୨୦୨୪-୨୫ ଶିକ୍ଷା ବର୍ଷର ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭାନୁମତୀ ଛତ୍ରିଆ ଉକ୍ତ କ୍ରୀଡାର ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟର ପୂର୍ବତନ କ୍ରୀଡା ଶିକ୍ଷକ…
Read More...