ନାଟ୍ୟଗୁରୁ ହରେକୃଷ୍ଣ ପୂଜାରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅମ୍ବାପାଲି ସ୍ଥିତ ସମଲେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନାଟ୍ୟ ଗୁରୁ ତଥା ସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗୀୟ ହରେକୃଷ୍ଣ ପୂଜାରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ…
Read More...

ମୁରିବାହାଲ ଡିଭାଇନ୍ କିଡସ ପବ୍ଲିକ ସ୍କୁଲର ଅଷ୍ଟମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଡିଭାଇନ୍ କିଡସ ପବ୍ଲିକ ସ୍କୁଲର ୨ ଦିନ ବ୍ୟାପି ଚାଲିଥିବା ଅଷ୍ଟମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଆଜି ଦ୍ଵିତୀୟ ଦିନରେ ଏଲକେଜି, ୟୁକେଜି ଓ ନର୍ସରୀ…
Read More...

କବି ଓ ଐତିହାସିକ ଶଶାଙ୍କ ଶେଖର ପଣ୍ଡାଙ୍କୁ ବିଶ୍ୱସ୍ତରୀୟ ସମ୍ମାନ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ସହରର କୁଂଜେଲପଡ଼ାରେ ଓଡ଼ିଶା ସାହିତ୍ୟାକାଶର ପ୍ରଥିତଯଶା ଅତିବଡ଼ି ସମ୍ମାନ ପ୍ରାପ୍ତ କବି ସ୍ୱର୍ଗତ ଉମାଶଙ୍କର ପଣ୍ଡା ଓ ପ୍ରଥମ ଆକାଶବାଣୀ ସ୍ୱୀକୃତିପ୍ରାପ୍ତ ସମ୍ବଲପୁରୀ ନାରୀ ଗୀତିକାର ଲୋକଜନନୀ ପଣ୍ଡାଙ୍କର ଜ୍ୟେଷ୍ଠପୁତ୍ର ଭାବରେ ଜନ୍ମିତ କବି ଓ…
Read More...

ନୂଆଁ କନିଷ୍ଠ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗଞ୍ଜାମ ସହର ମଧ୍ୟଖଣ୍ଡ ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ତତ୍ତ୍ୱାବାଧାନରେ ନୂଆଁ ନିଯୁକ୍ତ ପାଇଥିବା କନିଷ୍ଠ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ…
Read More...

ବଲାଙ୍ଗିର ଖେଳାଳିଙ୍କୁ ଐତିହାସିକ ସଫଳତା

ରାଜ୍ୟ ଗୋଷ୍ଠି କରାଟେରେ ତମନ୍ନାଙ୍କୁ ରୌପ୍ୟ ପଦକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଏକାଦଶ ରାଜ୍ୟ ଗୋଷ୍ଠି କରାଟେ ପ୍ରତିଯୋଗିତାରେ ବଲାଙ୍ଗିରକୁ ଐତିହାସିକ ସଫଳତା ମିଳିଛି । ଏଥିରେ ବଲାଙ୍ଗିର ମାଟିର ଝିଅ ତମନ୍ନା ମେହେରଙ୍କୁ କନିଷ୍ଠ ମହିଳା ଦଳଗତ କରାଟେ…
Read More...

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପସଭାପତି ପ୍ରସନ୍ନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ଯୁଗ୍ମ ସଂପାଦକ ପୁରୁଶୋତ୍ତମ…
Read More...

ଖପ୍ରାଖୋଲ ପୋଲିସ ଦ୍ଵାରା ୨ ଶିଶୁ ସମେତ ୪ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ୨ ଶିଶୁ ସମେତ ୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଶୁକ୍ରବାର ରାତି ୧୦ଟା ସମୟରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ ବେଳେ ଧଣ୍ଡାମୁଣ୍ଡା ଛକ ନିକଟରେ ଦୁଇଟି ବାଇକରେ ୨ ଶିଶୁ ସମେତ…
Read More...

ଜିଲ୍ଲା ସ୍ତରୀୟ ୧୦୦ ଦିନିଆ ସ୍ୱତନ୍ତ୍ର ଯକ୍ଷ୍ମା ମୁକ୍ତ ଅଭିଯାନ ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସ୍ତରୀୟ ୧୦୦ ଦିନିଆ ଯକ୍ଷ୍ମା ମୁକ୍ତ ସ୍ୱତନ୍ତ୍ର ଅଭିଯାନ ଆଜି ଜିଲ୍ଲା ମୁଖ୍ୟ ଭେଷଜ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁଙ୍କ ଦ୍ୱାରା ଶୁଭ ଉଦ୍‌ଘାଟନ ହୋଇଯାଇଛି । ପ୍ରଚାର ପ୍ରସାର କରିବା…
Read More...

ସରକାରୀ ଉଚ୍ଚ ବିଦ୍ୟାଳୟ ଶଗଡାରେ ବାର୍ଷିକ କ୍ରୀଡା ଉତ୍ସବ -୨୦୨୪ ଅନୁଷ୍ଠିତ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଶଗଡାରେ ବାର୍ଷିକ କ୍ରୀଡା ଉତ୍ସବ -୨୦୨୪ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । କ୍ରୀଡା ଉତ୍ସବର ପ୍ରଥମ ଦିନରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ମୁଖ୍ୟ ଅତିଥି, ଶଗଡା…
Read More...

ଆଦିବାସୀ ଜମି ଅକ୍ତିଆରକୁ ବିରୋଧ କଲେ ଗ୍ରାମବାସୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଆଦିବାସୀ ଜମି ଅକ୍ତିଆରକୁ ବିରୋଧ କଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା କଲନରା ବ୍ଲକ ଅମଲାଭଟା ଗ୍ରାମରେ । ଏ ସମ୍ପର୍କରେ ଥାନା କିମ୍ବା ରାଜସ୍ୱ ବିଭାଗରେ ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ରାୟଗଡା ତହସିଲଦାର…
Read More...