ସୁକତେଲ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗାଁ ପଡିଆରେ ସୁକତେଲ ମହୋତ୍ସବ ପାଇଁ ନେସନାଲ ସାର୍ଭିସ ଫାଉଣ୍ଡେସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆବାହକ ଚିଙ୍କୁ ପ୍ରଧାନ ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିବା ବେଳେ ବିଧୂଭୂଷଣ ସିଂଦେଓ…
Read More...

କିଡ଼୍‌ନୀ ରୋଗୀଙ୍କର ଚିକିତ୍ସା ପାଇଁ ବାଟ ଅଗାଳିଛି ସରକାରୀ ଯୋଜନା

କାଶୀପୁର, (ଅଞ୍ଜନ କୁମାର ନାଏକ) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ସ୍ଥିତ ଜାମୁଗୁଡା ଗ୍ରାମର ଜଣେ ଯୁବକ ଦୀର୍ଘ ଦିନ ଧରି କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହିତ ସଂଘର୍ଷ କରୁଛନ୍ତି । ଗୋଟିଏ ପଟେ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ନଥିବା ବେଳେ ଅନ୍ୟପଟେ ସରକାରୀ ଯୋଜନା…
Read More...

ବଙ୍ଗୋମୁଣ୍ଡାରେ ବ୍ଲକ ଯାଦବ ମହାସଭାର ବୈଠକ : ସାମାଜିକ, ଶିକ୍ଷା, ଆର୍ଥିକ ଓ ରାଜନୈତିକ ହକ ଅଧିକାର ପାଇଁ ଆହ୍ୱାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗଶର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ରବିବାର ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭାର ଏକ ବୈଠକ କାର୍ଯ୍ୟକାରୀ ସଭାପତି ଯୋଗେନ୍ଦ୍ର ବଛାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପଞ୍ଚାୟତ ସ୍ତରୀୟ ଓ ପରେ ବ୍ଲକସ୍ତରୀୟ କମିଟି…
Read More...

ପାଇକମାଲ ହାଇସ୍କୁଲରେ ମିଶନ୍ ୧୦୦

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ହାଇସ୍କୁଲରେ ମିଶନ ୧୦୦ ବିଇଓ ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ବିଇଓ ଜନକ ଲାଲ ମେହେର ଉଦ୍‌ଘାଟନ କରିଥିଲେ । ସମାପନ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ…
Read More...

ଦୁର୍ଘଟଣା କମାଇବା ନେଇ ଆର୍‌ଟିଓ ଓ ପୋଲିସ ବିଭାଗ ତରଫରୁ ସଚେତନତା ଶିବିର

ବୈପାରିଗୁଡ଼ା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ନାବାଳକ ଓ ସ୍କୁଲ କଲେଜରେ ପାଠପଢୁଥିବା ପିଲାମାନଙ୍କ ଦ୍ୱାରା ଅଧିକାଂଶ ସମୟରେ ସଡକ ଦୁର୍ଘଟଣା ଘଟୁଥିବାରୁ ସେହି ହାରକୁ କମାଇବା ଉଦ୍ଦେଶ୍ୟ ନେଇ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିବା ଜଣାପଡିଛି । ପୋଲିସ ଓ ଆର୍‌ଟିଓ ବିଭାଗ ପକ୍ଷରୁ…
Read More...

ତୁଷୁରାରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମହାହଙ୍ଗାମା : ଘଟଣାସ୍ଥଳରେ ବଲାଙ୍ଗିର ଏସ୍‌ପି

ତୁଷୁରା, (ଲକ୍ଷ୍ମୀକାନ୍ତ ସାହୁ) : ପୂର୍ବ ଶତ୍ରୁତାକୁ ନେଇ ତୁଷୁରା ଥାନାରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମହାହଙ୍ଗାମା । ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ବଲାଙ୍ଗିର ଏସଡିପିଓ, ତୁଷୁରା ଓ ଦେଓଗାଁ ପୋଲିସ ଥାନା ପରିସରରେ ଉପସ୍ଥିତ ଥିବା ବେଳେ ପୋଲିସ ଜଣେ ଯୁବକଙ୍କୁ ଏହି ଘଟଣାରେ…
Read More...

ତୁଷୁରାରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମହାହଙ୍ଗାମା

ତୁଷୁରା, (ଲକ୍ଷ୍ମୀକାନ୍ତ ସାହୁ) : ତୁଷୁରାରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମହାହଙ୍ଗାମା । ପୂର୍ବ ଶତ୍ରୁତାକୁ ନେଇ ତୁଷୁରା ସହରର ଗୋଦାମ ପଡା ଓ ପତିତପାବନ ପଡାର ଯୁବକ ଓ ମହିଳା ମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ଘଟଣାକୁ ନେଇ ତୁଷୁରା ଥାନାରେ ପୋଲିସ ଓ ସ୍ଥାନୀୟ…
Read More...

ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪

ଷଷ୍ଠ ଦିନ ରଙ୍ଗମଞ୍ଚର ନାଟକ ଜୀବନ ଯେମିତି ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠ ପୋଷକତାରେ ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ର ଷଷ୍ଠ ଦିବସରେ ରଙ୍ଗମଞ୍ଚର ନାଟକ ଜୀବନ ଯେମିତି ମଞ୍ଚସ୍ଥ…
Read More...

ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାବାସୀଙ୍କର ଦୀର୍ଘଦିନର ରେଳସଂଯୋଗ ସ୍ୱପ୍ନ ସାକାର ହେବାକୁ ଯାଉଛି : କେନ୍ଦ୍ର ରେଳ…

• ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନ ଏବଂ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଇଚ୍ଛାଶକ୍ତି ବଳରେ ଓଡ଼ିଶାରେ ରେଳ ବିକାଶ ତ୍ୱରାନ୍ୱିତ ହେଉଛି : ରେଳମନ୍ତ୍ରୀ• ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସଂକଳ୍ପବଦ୍ଧ; କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାର…
Read More...

ବାଲେଶ୍ୱର ରେଳ ଷ୍ଟେସନରେ ନବନିର୍ମିତ ପାଦଚଲା ଓଭରବ୍ରିଜକୁ ଉଦ୍‌ଘାଟନ କଲେ ରେଳମନ୍ତ୍ରୀ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବାଲେଶ୍ୱର ରେଳ ଷ୍ଟେସନ ଠାରେ ତିନି ଫୁଟ ଚଉଡ଼ା ଏକ ନବନିର୍ମିତ ପାଦ ଚଲା ଓଭରବ୍ରିଜକୁ ଉଦ୍‌ଘାଟନ କରିଛନ୍ତି । ଗତ ଫେବୃଆରୀ ମାସରେ ରେଳ ମନ୍ତ୍ରୀଙ୍କ ଗସ୍ତ ପରେ ଏହି ପାଦଚଲା ଓଭରବ୍ରିଜ୍‌କୁ ମଞ୍ଜୁର କରାଯାଇଥିଲା ।…
Read More...