ଓରିଜିନାଲ ପାୱାର କ୍ଲବ ପକ୍ଷରୁ ଓପନ୍ ସୁନ୍ଦରଗଡ ଡେଡଲିଫ୍ଟ ଚାମ୍ପିୟନସିପ୍ – ୨୦୨୪

ରାଉରକେଲା, (ସସ୍ମିତା ପ୍ରଧାନ) : ଶିଳ୍ପପତି ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଓରିଜିନାଲ ପାୱାର କ୍ଲବ ଆୟୋଜିତ ଓପନ୍ ସୁନ୍ଦରଗଡ ଡେଡଲିଫ୍ଟ ଚାମ୍ପିୟନସିପ୍ - ୨୦୨୪, ସେକ୍ଟର-୭ କମ୍ୟୁନିଟି ସେଣ୍ଟର ଠାରେ ଉଦ୍‌ଘାଟିତ ହୋଇଯାଇଛି । ବାସୁ ବାନାର୍ଜୀଙ୍କ ସଂଯୋଜନାରେ ଆୟୋଜିତ ଏହି…
Read More...

ଗଞ୍ଜାମ ଜିଲ୍ଲା ସାମ୍ୱାଦିକ ୟୁନିୟନ୍‌ର ବାର୍ଷିକ ସାଧାରଣ ପରିଷଦ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ୟୁନିୟନ୍ ଅଫ୍‌ ଜର୍ଣ୍ଣାଲିଷ୍ଟର ସହନୁବନ୍ଧିତ ଗଞ୍ଜାମ ଜିଲ୍ଲା ସାମ୍ୱାଦିକ ୟୁନିୟନ୍‌ର ବାର୍ଷିକ ସାଧାରଣ ବୈଠକ ବ୍ରହ୍ମପୁର ସ୍ଥିତ ସର୍କିଟ ହାଉସର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସଭାପତି…
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାଷାର ବିକାଶ ତଥା ନୂତନ ଶିକ୍ଷାନୀତି ସମ୍ବଳିତ ଓଡ଼ିଆ ପାଠ୍ୟକ୍ରମ ବିଷୟରେ ବିଶେଷ ତର୍ଜମା ଓ ଆଲୋଚନା ନିମନ୍ତେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ‘ପାଞ୍ଚ ଦିନ ବ୍ୟାପୀ ଓଡ଼ିଆ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ ରବିବାର ଉଦ୍‌ଘାଟିତ…
Read More...

ବରଗଡ଼ ଜିଲ୍ଲା ସୋହେଲା ଗସ୍ତ ସମୟରେ ପଦ୍ମପୁର ଠାରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ ପାଣୀ) : ଧାନ କ୍ଵିଣ୍ଟାଲ ପିଛା ସର୍ବନିମ୍ନ ମୂଲ୍ୟ ଉପରେ ୮୦୦ ସହାୟତା ରାଶି ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମ ପାଇଁ ବରଗଡ଼ ଜିଲ୍ଲା ସୋହେଲା ଇଚ୍ଛାପାଲି ଠାରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ଯୋଗଦାନ ଦେବା ନିମନ୍ତେ ବିମାନରେ ଆସି ପଦ୍ମପୁର ମାଟିରେ ପହଞ୍ଚିଥିବା…
Read More...

ନବାଗତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ

ପ୍ରଶିକ୍ଷଣ ନେଇ ବିଦ୍ୟାଳୟରେ ପ୍ରୟୋଗ କରିବା ହିଁ ପ୍ରକୃତ ଶିକ୍ଷଣ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ରାଧାକାନ୍ତ ବିଦ୍ୟାପୀଠରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ଚାଲିଥିବା ତିନି ଦିନିଆ ପ୍ରଶିକ୍ଷଣ ଶିବିରରେ ଅତିଥି…
Read More...

ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ୧୦୦ଦିନ ବ୍ୟାପି ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଏବଂ ଲିଙ୍ଗ ଭିତ୍ତିକ ହିଂସା ସଚେତନତା ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୧୦୦ ଦିନଆ ଯକ୍ଷ୍ମା ନିର୍ମୂଳ…
Read More...

ଜିଲ୍ଲା ସ୍ତରୀୟ ଧାନ ଇନ୍‌ପୁଟ୍‌ ରାଶି ଶୁଭାରମ୍ଭ କାର୍ଯ୍ୟରେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବରଗଡ଼ ଜିଲ୍ଲାର ସୋହେଲା ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବର୍ଣ୍ଣାଢ୍ୟ ଉତ୍ସବରେ କ୍ୱିଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟତା ମୂଲ୍ୟ ୨୩୦୦ ଟଙ୍କା ଉପରେ ରାଜ୍ୟ ବଜେଟରୁ ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା ରାଶି ସହିତ ଚାଷୀଙ୍କୁ ସମୁଦାୟ ୩୧୦୦ ଟଙ୍କା…
Read More...

ନୃସିଂହନାଥ ଠାରେ ସର୍ବ ଭାରତୀୟ ବିଂଝାଲ ସମାଜ ପକ୍ଷରୁ ତ୍ରିୟୋଦଶ ମହାସଭା

ଶିକ୍ଷାକୁ ଦିକ୍ଷା ରୂପେ ଗ୍ରହଣ କରିବାକୁ ନିଷ୍ପତ୍ତି ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ନୃସିଂହନାଥ ସ୍ଥିତ ମାଁ ବିନ୍ଧ୍ୟବାସିନୀ ଦେବୀ ମନ୍ଦିର ଠାରେ ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ପକ୍ଷରୁ ତ୍ରୟୋଦଶ ମହାସଭା ଦୁଇ…
Read More...

ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରବିବାର ସନ୍ଧ୍ୟାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ…
Read More...

ଏନ୍‌ଆଇଟି ରାଉରକେଲାରେ ୩ ଦିନିଆ ଆନ୍ତର୍ଜାତୀୟ ପଦାର୍ଥ ବିଜ୍ଞାନ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର (ଏନ୍ଆଇଟି) ମେଟାଲର୍ଜିକାଲ୍ ଆଣ୍ଡ ମ୍ୟାଟେରିଆଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଇଣ୍ଟରନ୍ୟାସନାଲ କନଫରେନ୍ସ ଅନ୍ ପ୍ରୋସେସିଂ ଆଣ୍ଡ କ୍ୟାରେକ୍ଟରାଇଜେସନ ଅଫ୍ ମ୍ୟାଟେରିଆଲ୍ସର (ଆଇସିପିସିଏମ୍ ୨୦୨୪) ଷଷ୍ଠ…
Read More...